କୁକୁର ମାନଙ୍କ ସହ ଏମିତି ହୋଲି ଖେଳିଲେ ହିରୋଇନ Elina, ସାମ୍ନାକୁ ଆସିଲା ଭିଡ଼ିଓ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତ ହୋଲିରେ ନିଜ କୁକୁର ମାନଙ୍କ ସହିତ ରଙ୍ଗ ଖେଳିଛନ୍ତି ଏଲିନା ସାମନ୍ତରାୟ ତ ଏଲିନା ସାମନ୍ତରାୟ ନିଜ କୁକୁର ମାନଙ୍କୁ ରଙ୍ଗ କରିଥିବା ସହିତ ତାଙ୍କ ସହିତ ମଜା ମସ୍ତି କରିଥିବାର ଦେଖା ଦେଇଛନ୍ତି |

ଆପଣମାନେ ଜାଣିଥିବେ ଏଲିନା ସାମନ୍ତରାୟ ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି ଗୋଟିଏ ରିୟାଲିଟି ସୋ ଜିତିବା ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ନିଜର ସୁନ୍ଦର ଅଭିନୟ କ୍ୟାରିୟରରେ ସେ ବୋହୁତ ସାରା ସିନେମାରେ ଅଭିନୟ କରିଛନ୍ତି ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବୋହୁତ ଅଧିକ ଭଲ ପାଇବା ଦେଇଛନ୍ତି।

ତାହେଲେ ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସି ଏଲିନା ସାମନ୍ତରାୟ ଓଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ନାମୀଦାମୀ ହିରୋଇନ୍ ହୋଇ ପାରିଛନ୍ତି ତାହେଲେ ହୋଲିରେ ଏଲିନା ସାମନ୍ତରାୟ ରଙ୍ଗ ଖେଳିଥିଲେ କେବଳ ନିଜ କୁକୁର ମାନଙ୍କ ସହିତ ସେମାନଙ୍କୁ ରଙ୍ଗ କରିବା ଓ ତାଙ୍କ ସହିତ ମଜା ମସ୍ତି କରିଥିବାର ନଜର ଆସିଛନ୍ତି |

ଏଲିନା ସାମନ୍ତରାୟ ଏହି ହୋଲିରେ ତାହେଲେ ଏଲିନା ସାମନ୍ତରାୟ ଆଗାମୀ ଦିନମାନଙ୍କରେ ବୋହୁତ ସାରା ସିନେମାରେ ଅଭିନୟ କରୁଥିବାର ନଜର ଆସିବେ ଯାହାର ସୁଟିଂ ଚାଲି ରହିଛି ଏଲିନା ସାମନ୍ତରାୟ ଓଲିଉଡ ଇଣ୍ଡଷ୍ଟ୍ରିର ଏମିତି ଜଣେ ହିରୋଇନ୍ ଯିଏକି ବୋହୁତ କମ୍ ଦିନ ମଧ୍ୟରେ ବୋହୁତ ସାରା ସଫଳତା ହାସଲ କରିଛନ୍ତି ବୋହୁତ ସାରା ଲୋକପ୍ରିୟତା ହାସଲ କରିଛନ୍ତି |

ଏଲିନା ସାମନ୍ତରାୟ ନିଜର ଅଭିନୟ କ୍ୟାରିୟର ମଧ୍ୟରେ ସେ ପ୍ରାୟ ୧୦୦ ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରି ସାରିଛନ୍ତି ଓଡ଼ିଆ ୱେବ୍ ସିରିଜ୍ ଓ ଯାତ୍ରା ପାର୍ଟିରେ ମଧ୍ୟ ଅଭିନୟ କରିଛନ୍ତି ଏଲିନା ସାମନ୍ତରାୟ ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଏଲିନା ସାମନ୍ତରାୟ କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

Share Your Views In Comments Below

comments