ଏ ବର୍ଷ ଭୁଲରେ ବି ଏହି ସମୟରେ ବାନ୍ଧନ୍ତୁ ନାହିଁ ରାକ୍ଷୀ… ଭାଇ ଉପରେ Aasiba ଭୟଙ୍କର ବିପଦ, ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ ଏହି ବର୍ଷ ୧୧ ତାରିଖ ଗୁରୁବାର ଦିନ ପଡ଼ିଅଛି ରାକ୍ଷୀ ବନ୍ଧନ ତ ଏହିଦିନ କେଉଁ ସମୟରେ ଆପଣମାନେ ରାକ୍ଷୀ ବାନ୍ଧିବେ ଶୁଭ ମୂହୁର୍ତ୍ତ ଏବଂ କେଉଁ ସମୟରେ ରାକ୍ଷୀ ବାନ୍ଧିଲେ ଅଶୁଭ ହୋଇଥାଏ ଭାଇ ଭଉଣୀଙ୍କୁ କେଉଁ ଉପହାର ଦେବେ ନାହିଁ ରାକ୍ଷୀ ବନ୍ଧନରେ କଣ କରିବା ଉଚିତ୍ ନୁହେଁ ଏହି ସବୁ ବିଷୟରେ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆମ ହିନ୍ଦୁ ଧର୍ମ ପର୍ବପର୍ବାଣୀର ଦେଶ ଅଟେ ଏବଂ ଶ୍ରାବଣ ମାସ ତ ସବୁଦିନ କୌଣସିନା କୌଣସି ଖୁସୀ ନେଇ ଆସିଥାଏ |

ରାକ୍ଷୀ ପର୍ବ ଆସୁଛି ଏବଂ ଏହି ପର୍ବ ଭାଇ ଭଉଣୀଙ୍କ ଭଲ ପାଇବାର ପ୍ରତୀକ ଅଟେ ଏହିଦିନ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଥାଏ ଏବଂ ପରସ୍ପରକୁ ମିଠା ଖୁଆଇ ଥାଆନ୍ତି ସୁଖ ଦୁଃଖରେ ପରସ୍ପର ସହିତ ରହିବାର ପ୍ରତିଜ୍ଞା ନେଇଥାନ୍ତି ଭଉଣୀ ନିଜ ଭାଇକି ରାକ୍ଷୀ ବାନ୍ଧିଥାଏ ଏବଂ ତାଙ୍କର ଲମ୍ବା ଆୟୁଷ ଏବଂ ସ୍ୱାସ୍ଥ୍ୟର କାମନା କରିଥାନ୍ତି ଭାଇ ନିଜର ଭଉଣୀକୁ ରକ୍ଷା କରିବାର କଥା ମଧ୍ୟ ଦେଇଥାନ୍ତି ଶାସ୍ତ୍ର ଅନୁସାରେ ଭଦ୍ରା ସମୟରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ମନାଯାଏ ଏଥିପାଇଁ କେବେବି ଭୁଲ୍ ରେ ଭଦ୍ରା ସମୟରେ ରାକ୍ଷୀ ବାନ୍ଧନ୍ତୁ ନାହିଁ |

ଏହିବର୍ଷ ଶ୍ରାବଣ ପୂର୍ଣ୍ଣିମା ଦୁଇଦିନ ରହିବ ଅର୍ଥାତ୍ ୧୧ ଅଗଷ୍ଟ ଏବଂ ୧୨ ଅଗଷ୍ଟ ପୂର୍ଣ୍ଣିମା ତିଥିର ଆରମ୍ଭ ହେଉଛି ୧୧ ଅଗଷ୍ଟ ଗୁରୁବାର ଦିନ ସକାଳ ୧୦:୩୮ ମିନିଟ୍ ହେବ ଏବଂ ଅଗଷ୍ଟ ଶୁକ୍ରବାର ୭:୫ ମିନିଟ୍ ରେ ତିଥିର ସମାପ୍ତ ହେବ ଏହି ବର୍ଷା ରାକ୍ଷୀ ବନ୍ଧନ ଗୁରୁବାର ଦିନ ପାଳନ କରାଯିବ। ଭାଇ ପାଇଁ ଭୋଜନ ମିଠା ପ୍ରସ୍ତୁତ କରନ୍ତୁ ଏବଂ ଡେରି ସନ୍ଧ୍ୟାରେ ୮:୫୨ ମିନିଟ୍ ରେ ଭଦ୍ରା ସମୟର ଶେଷ ପରେ ଘରେ ଏକ ଚୌକି ସ୍ଥାପିତ କରନ୍ତୁ ଏମିତି ପଟା ରଖନ୍ତୁ ଯେମିତି ଭାଇର ମୁଖ ପୂର୍ବ କିମ୍ବା ଉତ୍ତର ଦିନ ପଟକୁ ହେବା ଦରକାର ରାକ୍ଷୀ ବାନ୍ଧିବା ସମୟରେ ଭଉଣୀ ନିଜ ମୁଣ୍ଡରେ ଓଢାଣୀ ରଖିଥିବେ ଏବଂ ଭାଇର ମଥା ବି ଢ଼ଙ୍କା ହୋଇଥିବା ଆବଶ୍ୟକ |

ଖୋଲା ମୁଣ୍ଡରେ ରାକ୍ଷୀ ବାନ୍ଧିବେ ନାହିଁ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ଏକ ଥାଳିରେ ରଲି କୁମକୁମ୍ ହଳଦୀ କେଶର ଚନ୍ଦନ ଚାଉଳ ରଖନ୍ତୁ ଏଥିରେ ପାଣି ଥିବା ନଡ଼ିଆ ରଖନ୍ତୁ ଥାଳିରେ ଦେଶୀ ଘିଆର ଦୀପ ରଖନ୍ତୁ ଏହା ସହିତ ପାଣିଘଟୀ ଏବଂ ମିଠା ରଖନ୍ତୁ ସର୍ବ ପ୍ରଥମେ ଭଉଣୀ ଭାଇର ମଥାରେ ଆଙ୍ଗୁଳିରେ ତିଳକ ଲଗାନ୍ତୁ ରୋଲିରେ ହଳଦୀ ଚନ୍ଦନ ଏବଂ କେଶର ମିଶାଇ ଭାଇକୁ ତିଳକ ଲଗାଇବେ ଏବଂ ଏହାପରେ ତିଲକ ଉପରେ ଅକ୍ଷୁତ ଲଗାଇବେ ଏହାପରେ ଭାଇ ମଥାରେ ନଡ଼ିଆ ରଖିବେ ଏହା ସହିତ କିଛି କଏନ୍ ବା ଦକ୍ଷିଣା ରଖିବେ|

ଏହାପରେ ଭାଇର ହାତରେ ରାକ୍ଷୀ ବାନ୍ଧନ୍ତୁ ଯେଉଁ ରାକ୍ଷୀ ବାନ୍ଧିବେ ସେହି ରାକ୍ଷୀରେ ୫ ଟି ଗଣ୍ଠି ପକାଇଦେବେ ଏହାପରେ ଭାଇକୁ ମିଠା ଖୁଆଇ ଦେବେ ମିଠା ଖୁଆଇବା ପରେ ଦୀପରେ ନିଜ ଭାଇଙ୍କର ଆଳତୀ କରନ୍ତୁ ଏହାପରେ ପାଣିଘଟୀରେ ଦୀପକୁ ଶୀତଳିକରଣ କରନ୍ତୁ ଏହାପରେ ଭାଇର ଦୁଇ ପାର୍ଶ୍ଵରେ ଜଣ ଚିଞ୍ଚି ନିଅନ୍ତୁ ଏହାପରେ ଭାଇ ଭଉଣୀଙ୍କୁ ନିଜର ଶ୍ରଦ୍ଧା ଏବଂ ସାମର୍ଥ୍ୟ ଅନୁସାରେ କିଛି ଉପହାର ଦିଅନ୍ତୁ କିନ୍ତୁ କେବେବି ଲୁହାରେ ନିର୍ମିତ ବସ୍ତୁ କାଚରେ ନିର୍ମିତ ବସ୍ତୁ ଚାକୁ ଛୁରୀ ଭଳି ଧାରୁଆ ଜିନିଷ ଉପହାରରେ ଦେବେ ନାହିଁ ଏହାଦ୍ବାରା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ |

ଧଳା କପଡ଼ା ମଧ୍ୟ ଉପହାରରେ ଦେବେ ନାହିଁ କୌଣସି ଜୋତା ଚପଲ ମଧ୍ୟ ଦେବେ ନାହିଁ ଭଉଣୀ ମାନେ ଭାଇକୁ ଭୁଲ୍ ରେ କଳା ରାକ୍ଷୀ ବାନ୍ଧିବେ ନାହିଁ ଏହାକୁ ଅଶୁଭ ମାନାଯାଏ ଭାଇ ହାତରେ ସର୍ବଦା ଲାଲ୍ ରାକ୍ଷୀ ବାନ୍ଧିବା ବୋହୁତ ଶୁଭ ଏବଂ ମଙ୍ଗଳକାରୀ ମାନା ଯାଇଥାଏ ଭାଇଙ୍କ ହାତରେ ରାଖି ବାନ୍ଧିବା ପୂର୍ବରୁ ଭଗଵାନ ଶ୍ରୀ ଗଣେଶଙ୍କୁ ଗୋଟିଏ ରାକ୍ଷୀ ନିଶ୍ଚୟ ବାନ୍ଧନ୍ତୁ ଆଉ ଏହାପରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧନ୍ତୁ ଏହା କରିବା ଦ୍ୱାରା ଭାଇ ଭଉଣୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ପାଇଥାଏ ଏବଂ ଭଗଵାନଙ୍କ ଆଶ୍ରୀବାଦ ଦୁହିଁଙ୍କ ଉପରେ ସଦାସର୍ବଦା ରହିଥାଏ।

Share Your Views In Comments Below

comments