ନମସ୍କାର ବନ୍ଧୁଗଣ ଆମର ଦେଶ ହେଉଛି କଳା ସଂସ୍କୃତିର ଦେଶ ଆମର ଏହି ଦେଶରେ କଳାକାର ମାନଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ ଚଳଚ୍ଚିତ୍ର ଜଗତର ହିରୋ ହିରୋଇନ୍ ମାନେ ହୁଅନ୍ତୁ କିମ୍ବା ଭିଲିଆନ କମେଡିଆନମାନେ ହୁଅନ୍ତୁ କିମ୍ବା ଗୀତିକାର ସମସ୍ତଙ୍କ କାର୍ଯ୍ୟକଳାପକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥାନ୍ତି |
କିନ୍ତୁ ବର୍ତ୍ତମାନ ସମୟରେ ଆପଣମାନଙ୍କ ପାଇଁ ଆସିଲ ଏକ ବଡ଼ ଦୁଃଖ ଦାୟକ ଖବର ପୁଣିଥରେ ଆପଣମାନଙ୍କ ପ୍ରିୟ ଚଳଚ୍ଚିତ୍ର ଜଗତର ହିରୋଇନ୍ ଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ମାତ୍ର ୨୪ ବର୍ଷ ବୟସରେ ସେ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି ଏହି ଖବର ଆସିବା ପରେ ସବୁଠି ଶୋକର ଲହରୀ ଖେଳି ଯାଇଛି ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି ଫ୍ୟାନମାନଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଛି |
ମାତ୍ର ଏତେ ଅଳ୍ପ ବର୍ଷ ବୟସରେ ସେ ଦୁନିଆ ଛାଡି ଚାଲିଯିବେ କେହି ଚିନ୍ତା ବି କରି ନଥିଲେ। ବର୍ତ୍ତମାନ ସମୟର ସୂଚନା ମୁତାବକ ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ଗାୟତ୍ରୀ ଯିଏକି ଖୁବ୍ ଶୀଘ୍ର ଚଳଚ୍ଚିତ୍ରରେ ହିରୋଇନ୍ ଭାବରେ କାମ କରିବାର ଥିଲା ତାଙ୍କୁ ନିଜର ଅନେକ ଗୁଡ଼ିକ ଚଳଚ୍ଚିତ୍ରର ଅଫର୍ ମଧ୍ୟ ମିଳି ସାରିଥିଲା|
କିନ୍ତୁ ଅଚାନକ ସେ ନିଜ ଘରକୁ ଫେରିବା ସମୟରେ ରାତିରେ କାର ଦୁର୍ଘଟଣା ଘଟିଥିଲା ଯେଉଁଥିରେ କି ତାଙ୍କର ମୃତ୍ୟୁ ଘଟିଥିଲା | ଏହା ସହିତ ତାଙ୍କ ସହ ଥିବା ବନ୍ଧୁ ପାର୍ଥଙ୍କର ମଧ୍ୟ ମୃତ୍ୟୁ ଘଟିଛି ସୂଚନା ମୁତାବକ ରବିବାର ଦିନ ଏହିସବୁ ଘଟଣା ଘଟିଥିଲା ତାମିଲ୍ ଇଣ୍ଡଷ୍ଟ୍ରିରେ ଖୁବ୍ ଶୀଘ୍ର ପାଦ ଥାପିବାକୁ ଯାଉଥିଲେ ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ଗାୟତ୍ରୀ |
ସୂଚନା ମୁତାବକ ସେ ପୂର୍ବରୁ ଅନେକ ଗୁଡ଼ିଏ ରିୟାଲୀଟି ସୋ ଏବଂ ହିନ୍ଦୀ ଏପିଶୋଡରେ ମଧ୍ୟ କାମ କରିସାରିଥିଲେ ଖୁବ୍ ଶୀଘ୍ର ସେ ସାଉଥ୍ ଇଣ୍ଡଷ୍ଟ୍ରିରେ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିବାର ଥିଲା ହେଲେ ଏମିତି ସେ ଦୁନିଆ ଛାଡି ଚାଲିଯିବେ କେହିବି ଭାବି ନଥିଲେ ଆଉ ଏହି ଖବର ଆସିବା ପରେ ସବୁଆଡେ ଶୋକର ଲହରୀ ଖେଳି ଯାଇଛି।
ଏବେ ଏବେ ଆସିଲା ବଡ ଦୁଃଖଦ ଖବର… ଆଉ ନାହାଁନ୍ତି ଏହି ଲୋକପ୍ରିୟ ହିରୋଇନ, Puni ଶୋକରେ ବୁଡ଼ିଲା ପୁରା…
