ଏବେ ଏବେ School ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆସିଲା ଆଉ ଏକ ବଡ଼ ଖବର, ସରକାର କରିଦେଲେ ବଡ ଘୋଷଣା… ଦେଖନ୍ତୁ ପୁରା ଅପଡେଟ

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର ଯାହାକି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଆମ ରାଜ୍ୟରେ ସ୍କୁଲ୍ ରେ ପଢ଼ାଯିବ ୨୧ ଜନଜାତି ଭାଷା ସେପଟେ ରାଜ୍ୟରେ ଅଥୟ ହେଉଛି କରୋନା ପ୍ରତି ସମୟରେ ଦେଖିବାକୁ ମିଳୁଛି ସ୍କୁଲ୍ ରେ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକଙ୍କୁ କରୋନା ଆକ୍ରାନ୍ତ କରୁଛି ରାଜ୍ୟ ତଥା ଦେଶରେ ପୁଣି କରୋନା କରୁଛି କଲବଲ ୟାରି ଭିତରେ ପୁଣି ଆସୁଛି ବଡ଼ ଖବର ପୁଣି ବନ୍ଦ୍ ହୋଇପାରେ ସ୍କୁଲ୍ କଲେଜ ତେବେ ଦର୍ଶକ ବନ୍ଧୁ ଏହାକୁ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ସରକାର କଣ ନେଇଛନ୍ତି ବଡ଼ ନିଷ୍ପତ୍ତି ଆସନ୍ତୁ ଜାଣିବା।

ପାରିଲାନି ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗ କେତେ ସଫଳ ହେବା ରାଜ୍ୟରେ ସ୍ଥିତି ଅନୁସୂଚିତ ଜାତି ଜନଜାତି ବିଭାଗ ଚଳିତ ବର୍ଷରୁ ଅନୁସୂଚିତ ଜାତି ଜନଜାତି ବିଭାଗ ପରିଚାଳିତ ସମସ୍ତ ଆଦିବାସୀ ବୋହୁଳ ଆବାସିକ ସ୍କୁଲରେ ୨୧ ଅନୁସୂଚିତ ଜନଜାତି ଭାଷା ପାଠପଢ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ସଂହତି କାର୍ଯ୍ୟକ୍ରମ ଜରିଆରେ ଅନୁସୂଚିତ ଜାତି ଜନଜାତି ଗ୍ରାମସାଳା କେନ୍ଦ୍ରରେ ଏହି ପାଠ୍ୟକ୍ରମର ବହି ସଂଶୋଧନ କରାଯାଉଛି ଏବଂ ଏହାପରେ ବହି ପ୍ରକାଶିତ ହେବ ବୋଲି ସୂଚନା ଦେଇଛନ୍ତି |

ସଂହତି କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପରମାନନ୍ଦ ପଟେଲ୍ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ଭାଷାରେ ସେହି ଅଞ୍ଚଳର ମାତୃଭାଷା ଶିକ୍ଷାଦାନର ବ୍ୟବସ୍ଥା ହେବା ଉଚିତ୍ ଏହା ହେଲେ ଅନ୍ୟ ଭାଷାରେ ପଢ଼ା ସହଜ ହୋଇଥାଏ ରାଜ୍ୟରେ ସ୍ଥିତି ଜନଜାତି ମାନେ ଏଥିରୁ ସର୍ବଦା ବଞ୍ଚିତ ହୋଇ ଆସୁଛନ୍ତି ତେବେ ସାନ୍ତାଳୀ ହୋ ମୁଣ୍ଡା ଜୁଆଙ୍ଗ ଖଡିଆ ଭଳି ନିଜସ୍ଵ ମାତୃଭାଷା ରହିଥିଲେ ମଧ୍ୟ ସେମାନଙ୍କୁ ଓଡ଼ିଆ ଇଂରାଜୀ କିମ୍ବା ହିନ୍ଦୀରେ ପଢାଯାଏ |

ତେବେ ୨୦୦୬ ମସିହାରୁ ପ୍ରଥମ କରି ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୩ ହଜାରଟି ସ୍କୁଲ୍ ରେ ଏହି କୃଷି ଜନଜାତି ଭାଷା ଅତିରିକ୍ତ ପାଠ୍ୟକ୍ରମ ଭାବରେ ପଢ଼ାଇବା ବ୍ୟବସ୍ଥା ହେଲା ୨୦୧୭ ମସିହା ପରଠାରୁ ଏହି ଶିକ୍ଷାଦାନ ଏକ ପ୍ରକାର ଠପ୍ ହୋଇ ଯାଇଥିଲା ତେବେ ଶିକ୍ଷକ ଅଭାବ ଏଥିପାଇଁ ବାଧକ ହୋଇଛି ଅନୁସୂଚିତ ଜାତି ଜନଜାତି ବିଭାଗ ପକ୍ଷରୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ପ୍ରଥମେ କେବଳ ୧୦୦ ଟି ଆବାସିକ ସ୍କୁଲରେ ଏହି ଭାଷା ପଢ଼ାଗଲା କିନ୍ତୁ ଚଳିତ ବର୍ଷରୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ଯିବ ଖୁବ୍ ଶୀଘ୍ର ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ପାଇଁ ବହି ପ୍ରକାଶିତ ହେବ।

ପୂର୍ବରୁ ଗଣଶିକ୍ଷା ବିଭାଗ ପରିଚାଳିତ ପାଠ୍ୟକ୍ରମ ବହି ଏଥିରେ ପ୍ରଚଳିତ ହେବ ସେହି ବହିରେ ରହିଥିବା ତ୍ରୁଟି ସଂଶୋଧନ ସହିତ ବହିରେ ସ୍ଥାନୀୟ ଆଦିବାସୀ ସଂସ୍କୃତିକୁ ଗୁରୁତ୍ଵ ଦେବା ପାଇଁ ନିର୍ଦ୍ଦେଶ ହୋଇଛି ଏଥିପାଇଁ କାର୍ଯ୍ୟ ଜାରି ରହିଛି ୨୧ ଟି ଜନଜାତି ଭାଷା ଏକା ସହିତ ସବୁ ସ୍କୁଲ୍ ରେ ପଢ଼ା ନଯାଇ ସେହି ଜିଲ୍ଲାରେ ଏବଂ ଜନଜାତି ଭାଷା କହୁଥିବା ସଂଖ୍ୟା ଅଧିକ ରହୁଛି ସେହି ସ୍ଥାନରେ ସେହି ଭାଷା ପଢ଼ାଯିବ |

ସାହିତ୍ୟ କାର୍ଯ୍ୟକ୍ରମ ପ୍ରଯୋଜକଙ୍କ ସୂଚନା ଅନୁସାରେ ସାନ୍ତାଳୀ ମୟୂରଭଞ୍ଜ ହୋ କେନ୍ଦୁଝର ବାଲେଶ୍ଵର ମୁଣ୍ଡା ସୁନ୍ଦରଗଡ କେନ୍ଦୁଝର ମୟୂରଭଞ୍ଜରେ ଜୁଆଙ୍ଗ କେନ୍ଦୁଝରରେ ଖଡ଼ିଆ ସୁନ୍ଦରଗଡ଼ରେ ଇସାନ ସମ୍ବଲପୁର ଝାରସୁଗୁଡା କୁଇ କନ୍ଧମାଳ କଳାହାଣ୍ଡି କୋଭି ରାୟଗଡ଼ା ଏବଂ କୋରାପୁଟ ଗଦବା ରାୟଗଡ଼ା ଭୂମିଜ ବାଲେଶ୍ଵର ମୟୂରଭଞ୍ଜ ବିଂଝାଲ ବରଗଡ଼ ଭୁଞ୍ଜିଆ ଭାଷା ନୂଆପଡାରେ ପଢାଯିବ ସେପଟେ ରାଜ୍ୟରେ ଭୟ ବଢ଼ାଉଛି କରୋନା ବନ୍ଦ୍ ହେବ କି ସ୍କୁଲ୍ କଲେଜ ତେବେ ସ୍ଵସ୍ୟ ମନ୍ତ୍ରୀଙ୍କ ସୂଚନା ସ୍ଥିତି ଦେଖି ନିଆଯାଇପାରେ ବଡ଼ ନିଷ୍ପତ୍ତି ତେବେ ବର୍ତ୍ତମାନ ସମୟରେ କୌଣସି ବଡ଼ ନିଷ୍ପତ୍ତି ସରକାର ନେଇ ନାହାଁନ୍ତି।

Share Your Views In Comments Below

comments