ଅମ୍ବାନୀଙ୍କ ର ଜ୍ୱାଇଁଙ୍କ ପାଁଇ ଘରେ ବସି କରନ୍ତୁ ଏହି କାମ, ସବୁ ମାସ ଏକାଉଣ୍ଟ କୁ ଆସିବ 20000 ଟଙ୍କା- କେହିବି କରିପାରିବେ

ଆମ ଦେଶ ରେ ପାଣି ର ଚାହିଦା ଖୁବ ଅଧିକ ଦେଖିବାକୁ ମିଳିଛି | ଏପରି ପାଣିପାଗ ରେ ପାଣି ମେସିନ ଲଗାଇବା ବେଶ ଲାଭଦାୟକ ଅଟେ | ଆପଣ କମ୍ପାନୀ ସହ ମିଶି ଏହି ବ୍ୟବସାୟ ଆରମ୍ଭ କରିପାରିବେ |

ଖୋଲନ୍ତୁ ପିରାମଲ ସର୍ବଜନ ୱାଟର ATM

ବର୍ତମାନ ଭାରତ ର ରେଳବାଇ, ମେଟ୍ରୋ ରୋଡ଼ ଓ ଟ୍ରାନ୍ସପୋର୍ଟ ରୁ ନେଇ ସବୁ ପ୍ରାଇଭେଟ କମ୍ପାନୀ ଏହି ୱାଟର ATM କୁ ବ୍ୟବହାର କରୁଛନ୍ତି | ତେବେ ଆପଣ ବି ଚାହିଁଲେ ଏହା ର ଫ୍ରାଞ୍ଚାଇଜ ନେଇ ବ୍ୟବସାୟ କରିପାରିବେ | ଏବଂ ମାସ କୁ 15 ରୁ 20 ହଜାରେ ରୋଜଗାର କରିପାରିବେ |

କଣ ଏହି ୱାଟର ATM

ଯେଉଁପରି ପଇସା ବାହାର କରୀବଙ୍କୁ ଅନେକ ଜାଗା ରେ ବ୍ୟାଙ୍କ ATM ଲଗାଇଥାଏ ସେହିପରି ଏହା ହେଉଛି ୱାଟର ATM | ଯାହା ର ବ୍ୟବହାର ରେ ଆପଣ ସହଜ ରେ ସୁଦ୍ଧ ପିଇବା ପାଣି ପାଇପାରିବେ | କୈନ କିମ୍ବା ନୋଟ ଦ୍ୱାରା ଆପଣ ପାଣି ର ଛୋଟ ଗ୍ଲାସ ରେ ଆଣି ପିପାରିବେ |

16 ରାଜ୍ୟ ରେ ଏହି ବ୍ୟବସାୟ କରିବାକୁ କମ୍ପାନୀ ସୁଯୋଗ ଦେଉଛି

ପିରାମଲ ର ଏହି ସର୍ବଜଳ କମ୍ପାନୀ ୱାଟର ATM କରିବାର ବର୍ତମାନ 16 ରାଜ୍ୟ କୁ ଫ୍ରାଞ୍ଚାଇଜ ଦେଉଛି ଏବଂ ବର୍ତମାନ ପର୍ଯ୍ୟନ୍ତ କମ୍ପାନୀ 330 ୱାଟର ATM ଲଗାଇସାରିଲାଣି | ତେବେ ସୁଦ୍ଧ ପାଣି ଲୋକଙ୍କ ପାଁଇ ଅତ୍ୟନ୍ତ ଆବଶ୍ୟକ ଅଟେ |

Share Your Views In Comments Below

comments