ଅନେକ ବର୍ଷ ପରେ ପ୍ରିୟଙ୍କା ଖୋଲିଲେ ରହସ୍ୟ Shahid kapoor ଙ୍କ ସହ କାହିଁକି କରିଥିଲେ ବ୍ରେକଅପ, କହିଲେ- ସେ ସବୁବେଳେ ମୋ ପ୍ରାଇଭେଟ ଅ…

ବଲିଉଡ ଜଗତ ର ଅଭିନେତ୍ରୀ କରିନା କପୁର ଖାଁ ଓ ସାହିଦ କପୁର ଏକ ସମୟ ରେ ଫିଲ୍ମ ଜଗତ ର ଚର୍ଚିତ ଯୋଡି ଥିଲେ | କରିନା ଓ ସାହିଦ ଅନେକ ଗୁଡିଏ ଫିଲ୍ମ ରେ ବେଶ ସୁନ୍ଦର ଅଭିନୟ କରିଛନ୍ତି | ଏହି ଦୁହିଁଙ୍କ ର ଯୋଡି କୁ ଅନେକ ଦର୍ଶକେ ମଧ୍ୟ ବେଶ ଅଧିକ ପସନ୍ଦ କରିଛନ୍ତି | କିନ୍ତୁ ଏକ ସମୟ ପରେ କରିନା ଓ ସାହିଦ ଙ୍କ ର ବ୍ରେକଅପ ହେଇଥିଲା | କିନ୍ତୁ ଅନେକ ବର୍ଷ ପରେ କରିନା ଏହି ବିଷୟ ରେ ଦର୍ଶକ ଙ୍କ ସହ ଆଲୋଚନା କରିଛନ୍ତି |

ବିଗତ ଦିନ ରେ କରିନା କପୁର , ଅନୁପମା ଚୌପଡ ଙ୍କୁ ଏକ ଇଣ୍ଟରଭିୟୁ ଦେଇଥିଲେ | ଏହି ଇଣ୍ଟରଭିୟୁ ରେ କରିନା ସାହିଦ ଙ୍କ ସହ ବ୍ରେକଅପ ଓ ସୈଫ ଅଲ୍ଲୀ ଙ୍କ ସହ ବିବାହ ର ଘଟଣା ସମ୍ବନ୍ଧ ରେ ଆଲୋଚନା କରିଥିଲେ | କରିନା କହିଥିଲେ ଆମେ ଭାବିଥାଉ କିଛି କିନ୍ତୁ ଆମ ର ଭାଗ୍ୟ ରେ କିଛି ଅଲଗା ହିଁ ଲେଖା ରହିଥାଏ | ଫିଲ୍ମ ” ଜବ ୱେ ମେଟ ” ର ସୁଟିଂ ଚାଲିବା ରୁ ନେଇ ଫିଲ୍ମ “ଟସନ” ମଧ୍ୟ ଅନେକ କିଛି ଏପରି ଘଟଣା ଘଟିଛି | ଏହା ପରେ ନିଜ ନିଜ ର ରାସ୍ତା ଅଲଗା କରିଥିଲୁ |

କରିନା ଏହା ମଧ୍ୟ କହିଛନ୍ତି କି ବାସ୍ତବ ଜୀବନ ଓ ଫିଲ୍ମ ଯିବନି ମଧ୍ୟ ରେ ଅନେକ କିଛି ଫରକ ରହିଥାଏ | ମୋ ପାଁଇ ଯାଜକ ସମୟ ରେ ପର୍ସନଲି ଓ ପ୍ରଫେସନାଲି ଏହା କୁ ହ୍ୟାଣ୍ଡେଲ କରିବା କଷ୍ଟକର ହେଇଥାଏ | ଆପଣ ଦେଖିଥିବେ ଫିଲ୍ମ ରେ ଗୋଟେ ଗୀତ ପରେ କିପରି ଏକ କଳାକାର ର ଭୂମିକା ରେ ପରିବର୍ତନ ହେଇଥାଏ ସେହିପରି ମୋ ଜୀବନ ଓ ଫିଲ୍ମ ଜୀବନୀ ମଧ୍ୟ ରେ ପରିବର୍ତନ ହେଇଚି |

କରିନା କପୁର ନିଜ ର ଫିଲ୍ମ ଜବ ୱେ ମେଟ ଓ ଟସନ ରେ ନିଜ ର ଜୀବନ ରେ ଅନେକ କିଛି ପରିବର୍ତନ ଦେଖିଥିଲେ | ଫିଲ୍ମ ଟସନ ର ସୁଟିଂ ସେଟ ରେ କରିନା ଓ ସୈଫ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I ଫିଲ୍ମ ଟସନ ରୁ ହିଁ କରିନା ଙ୍କ ର ଜୀବନ ର ଏକ ନୂଆ ମୋଡ଼ ଆସିଥିଲା | କରିନ ଓ ସୈଫ ଙ୍କ ର ବିବାହ 2012 ମସିହା ରେ ହେଇଥିଲା ଓ 2016 ମସିହା ରେ କରିନା ତୈମୁର ଙ୍କୁ ଜନ୍ମ ଦେଇଥିଲେ I ସେହିପରି ସାହିଦ ଙ୍କ ର ବିବାହ ମୀରା ରାଜପୁତ ଙ୍କ ସହ 2015 ରେ ହେଇଥିଲା | ଏବଂ ସାହିଦ ଙ୍କ ର ବର୍ତମାନ ଏକ ଝିଅ ମିସା ଓ ପୁଅ ଜେନ ଜନ୍ମ ହେଇଛନ୍ତି |

Share Your Views In Comments Below

comments