ଅନଲାଇନ ନିଲାମୀରେ ଏକ କୋଟି ଟଙ୍କାର ଘରକୁ ମାତ୍ର 6 ଲକ୍ଷ ଟଙ୍କା ଦେଇ କିଣିଲେ, ଜାଗାକୁ ଯାଇ ଘର ଦେଖିଲେ ତ ହୋଇଗଲେ ବେହୋସ…

ପ୍ରତୋକ ବ୍ୟକ୍ତି ଚାହିଁଥାନ୍ତି ଏକ ସୁନ୍ଦର ଘର କିଣିବେ | ପ୍ରତୋକ ଲୋକେ ନିଜ ର ଘର ଚାହିଁଥାନ୍ତି | କିନ୍ତୁ ତରବାରିବା ଭାବ ରେ ଘର କିଣି ଅନେକ ଲୋକେ ଠକାମୀ ରେ ପଡ଼ିଥାନ୍ତି | ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମେରିକା ର ଫ୍ଲୋରୀଡା ରେ | ସେଠାରେ ଜଣେ ବ୍ୟକ୍ତି ଘର କିଣିଥିଲେ କିନ୍ତୁ ମିଳିଥିଲା ଆଉ କିଛି | ସେ ଏହି ଘର ଅନଲାଇନ ରେ କିଣିଥିଲେ |

ସେ ଦେଖିବାକୁ ପାଇଥିଲେ ଖୁବ କମ ଅର୍ଥାତ 6 ଲକ୍ଷ୍ୟ ଟଙ୍କା ରେ ଏକ ଭଲ ଘର ରହିଛି | ଖୁସି ହେଇ ସେ ଜାଗା କିଣିଦେଇଥିଲେ | ଏବଂ ଯେତେବେଳେ ଘର ଦେଖିବାକୁ ଯାଇଥିଲେ ତ ହୋସ ଉଡିଯାଇଥିଲା | ସେ ଦେଖିବାକୁ ପାଇଥିଲେ ସେହି ଘର ନୁହେଁ ଘର ସମୁଖ ରେ ଥିବା କିଛି ଫୁଟ ର ଜାଗା କୁ ସେ କିଣିଛନ୍ତି | ଏହି ନିଲାମୀ ରେ ଘର ନୁହେଁ ଘର ସମୁଖ ରେ ଥିବା ଏହି ସବୁଜ ରଙ୍ଗ ର ସ୍ଥାନ କୁ ସେ କିଣିଛନ୍ତି |

ସେ ଯେତେବେଳେ ଏହା ଜାଣିବାକୁ ପାଇଲେ ତ ଆଶ୍ଚଯ୍ୟ ହେଇଯାଇଥିଲେ | ସେ କହିଲେ ମୋର ଏହି ଜାଗା ଦରକାର ନାହିଁ | କିନ୍ତୁ ଘର ମାଲିକ କହିଲେ ଆପଣ କିଣିସାରିଛନ୍ତି ଆଉ ଫେରାଇ ହେବ ନାହିଁ | ଆପଣ ରଖିବେ କି ନାହିଁ ଆପଣ ଙ୍କ ଇଚ୍ଛା | ବ୍ୟକ୍ତି ଜଣଙ୍କ କୋର୍ଟ ର ଧମକ ମଧ୍ୟ ଦେଖାଇଥିଲେ |

ତେବେ ବ୍ୟକ୍ତି ଏହି ଜାଗା କୁ କିଣିବା ରେ ତାଙ୍କ ର ସପକ୍ଷ ରେ ମଧ୍ୟ କେହି ନାହାନ୍ତି | ଏବଂ ସେ ଉକ୍ତ ବ୍ୟକ୍ତି ଙ୍କୁ ଦୋଷ ମଧ୍ୟ ଦେଇପାରିବେ ନାହିଁ | ତେଣୁ ଅନଲାଇନ ରେ କିଛି ବି କିଣିବା ପୂର୍ବ ରୁ ଧ୍ୟାନ ପୂର୍ବ କ ଦେଖିବା ଉଚିତ |

Share Your Views In Comments Below

comments