ନମସ୍କାର ବନ୍ଧୁଗଣ ଆଜି ହେଉଛି ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଜନ୍ମଦିନ ତାଙ୍କର ଏହି ଜନ୍ମଦିନ ଅବସରରେ ଓଲିଉଡ ଜଗତର ଅନେକ ଅଭିନେତା ଅଭିନେତ୍ରୀ ମାନେ ଏହା ସହିତ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନମାନେ ତାଙ୍କୁ ତାଙ୍କ ଜନ୍ମଦିନର ହାର୍ଦ୍ଧିକ ଶୁଭକାମନା ଜଣାଇଛନ୍ତି |
ଏମିତିକି ତାଙ୍କୁ ତାଙ୍କ ଜନ୍ମଦିନର ଶୁଭେଛା ଜଣାଇବା ପାଇଁ ତାଙ୍କ ନିକଟରେ ପହଞ୍ଚିଛନ୍ତି ତେବେ ଆପଣମାନେ ମଧ୍ୟ ଏଠାରେ ଦେଖି ପାରୁଥିବେ ଯେ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଜନ୍ମଦିନକୁ କିପରି ପାଳନ କରିଛନ୍ତି। ଦର୍ଶକ ବନ୍ଧୁ ଆଜି ହେଉଛି ଆମର ପ୍ରିୟ ଅଭିନେତ୍ରୀ ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ସେ ନିଜର ଜନ୍ମଦିନରେ ଫ୍ୟାନମାନଙ୍କ ସହିତ ବେଶ୍ ଧୁମ୍ ଧାମ୍ ରେ ଜନ୍ମଦିନଟିକୁ ପାଳନ କରିଛନ୍ତି |
ଜନ୍ମଦିନରେ ଆଗୁଆ ଶୁଭେଛା ଜଣାଇବା ପାଇଁ ତାଙ୍କର ଫ୍ୟାନମାନେ ତାଙ୍କ ତାଙ୍କ ଘର ନିକଟରେ ପହଞ୍ଚିଥିଲେ ଏବଂ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ତେବେ ତାଙ୍କ ଜନ୍ମଦିନ ଅବସରରେ ଯେଉଁ ଫ୍ୟାନମାନେ ତାଙ୍କ ନିକଟକୁ ଆସିଥିଲେ ସେମାନେ ଆଜି ବୋହୁତ ଖୁସୀ ଥିବାର ମଧ୍ୟ କହିଛନ୍ତି।
ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ କି ଗତ କିଛି ବର୍ଷ ହେଲା ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କ ସ୍ଵାମୀ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ଲାଗି ରହିଛି ଆଉ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡି ଅଲଗା ରହୁଛନ୍ତି |
ଆଉ ସେମାନଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ଅବସ୍ଥାରେ ରହିଛି ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସ୍ଵାମୀ ଅନୁଭବ ମହାନ୍ତିଙ୍କ ବିନା ଏକୁଟିଆ ନିଜ ଫ୍ୟାନ ମାନଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଥିବାର ନଜର ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ।
ଅନୁଭବଙ୍କ ବିନା ଏକା ଏକା ଏମିତି ନିଜ ଜନ୍ମ ଦିନ ପାଳନ କରିଲେ ବର୍ଷା, ସାମ୍ନାକୁ ଆସିଲା Emiti କିଛି ଦୃଶ୍ୟ… ଦେଖିକି ଦୁଃଖ ଲାଗିବ
