ପପୁ ପମ ପମଙ୍କ ପରିବାରରେ କିଏ କିଏ ଅଛନ୍ତି, ଆସନ୍ତୁ ଦେଖିବା ପପୁ ଙ୍କର Family Album

ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ହାସ୍ୟାଭିନେତା ପପୁ ପମ ପମଙ୍କ ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ | କିନ୍ତୁ ଆପଣମାନେ ତାଙ୍କର ପରିବାର ବିଷୟରେ ଜାଣିନଥିବେ | ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ତାଙ୍କର ପରିବାର ବିଷୟରେ ଆଲୋଚନା କରିବୁ |

ପପୁ ପମ ପମ ଜଣେ କେବଳ କମେଡିଆନ ନୁହନ୍ତି ଯେଣେ ଭଲ ନାୟକ ମଧ୍ୟ ଅଟନ୍ତି | ସେ ଅଭିନୟ ବ୍ୟତୀତ ଭଲ ଗୀତ ମଧ୍ୟ ଗାଇପାରନ୍ତି | ସେ ଗାନକରିଥିବା ଗୀତ ମଧ୍ୟରୁ ଷ୍ଟେସନ ବଜାର ଝିଅଟି ଗୀତଟି ସୁପରହିଟ ହୋଇଥିଲା | ସେ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ନିକଟସ୍ଥ ନୁଆସାହି ଠାରେ ଜନ୍ମ ଗ୍ରହଣ କରିଥିଲେ | ସେ 2005 ମସିହାରେ ଓଲିଉଡରେ ପାଦ ଦେଇଥିଲେ | ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ତୁ ମୋ ଆଖିର ତାରା |

ତାଙ୍କ ପରିବାର ବିଷୟରେ କହିବାକୁ ଗଲେ, ତାଙ୍କ ବାପା ଜଣେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ | ଏବେ ତାଙ୍କ ପରିବାରରେ ତାଙ୍କର ବାପା-ମାଆ ସମେତ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି | ସେ 2004 ମସିହାରେ ରାଜନୀତିରେ ପାଦ ଦେଇଥିଲେ | ସେ ବିଜେଡି ତରଫରୁ ନିର୍ବାଚନ ଲଢ଼ିଥିଲେ | କିନ୍ତୁ ଏଥିରେ ପରାସ୍ତ ହୋଇଥିଲେ |

Share Your Views In Comments Below

comments