ନମସ୍କାର ବନ୍ଧୁଗଣ ଅଲଗା ହେବା ପାଇଁ ଯାଉଛନ୍ତି ବାବୁସାନ୍ ଓ ତୃପ୍ତି ଶତପଥୀ ତେବେ ଆପଣମାନେ ଜାଣିଥିବେ କି ଗତ ଦିନମାନଙ୍କରେ ପ୍ରକୃତି ମିଶ୍ରଙ୍କର ସହିତ ବାବୁସାନ୍ ଙ୍କୁ ଏକାଠି ଧରିଥିଲେ ତୃପ୍ତି ଆଉ ଏହା ପରଠାରୁ ତୃପ୍ତି ନିଜ ବାପଘରକୁ ଚାଲି ଯାଇଛନ୍ତି ଆଉ ବାବୁସାନ୍ ଙ୍କର ଯେତେ ବୁଝାଇବା ସତ୍ତ୍ବେ ସେ ନିଜ ଶାଶୁଘରକୁ ଆଉ ଫେରୁ ନାହାଁନ୍ତି ଅନ୍ୟପକ୍ଷରେ ବାବୁସାନ୍ ମହାନ୍ତିଙ୍କ ଘରର ଗୁରୁଜନ ବ୍ୟକ୍ତିମାନେ ମଧ୍ୟ ତାଙ୍କୁ ବୋହୁ ମାତ୍ରାରେ ବୁଝାଇ ଥିବାର ନଜର ଆସିଛନ୍ତି |
ହେଲେ ତୃପ୍ତି ଏପର୍ଯ୍ୟନ୍ତ ବାବୁସାନ୍ ଙ୍କ ପାଖକୁ ଫେରି ନାହାଁନ୍ତି। ତେବେ ଦର୍ଶକ ବନ୍ଧୁ ବାବୁସାନ୍ ଓ ତୃପ୍ତି ପରସ୍ପରକୁ ଅଷ୍ଟମ ଶ୍ରେଣୀରୁ ଭଲ ପାଇଥିଲେ ଆଉ ଭଲ ପାଇ ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତ ଘରାଲୋକ ମାନେ ଦୁହିଁଙ୍କୁ ଅଲଗା କରିବା ପାଇଁ ବୋହୁତ ଚେଷ୍ଟା କରିଥିଲେ ହେଲେ ସେମାନଙ୍କ ଭଲ ପାଇବା ଏତେ ଅଧିକ ଥିଲା ଯେ ଶେଷରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ |
କିନ୍ତୁ ବାହାଘରର ୬ ବର୍ଷ ପରେ ଦୁହେଁ ପ୍ରକୃତି ମିଶ୍ରଙ୍କ ପାଇଁ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ୨୦୨୦ ମସିହାରୁ ବାବୁସାନ୍ ପ୍ରକୃତି ମିଶ୍ରଙ୍କୁ ଭଲପାଇ ଆସୁଥିଲେ ଆଉ ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ବୋହୁତ ଝଗଡ଼ା ହୋଇଥିଲା। ତେବେ ବାବୁସାନ୍ ପ୍ରକୃତି ମିଶ୍ରଙ୍କ ସହିତ ଏକାଠି ଧରା ପଡ଼ିଥିଲେ ତୃପ୍ତିଙ୍କ ଦ୍ଵାରା ତୃପ୍ତି ବାବୁସାନ୍ ଙ୍କୁ ପ୍ରକୃତି ମିଶ୍ରଙ୍କ ସହିତ ଦୁଇରୁ ତିନିଥର ଆଗରୁ ଧରି ଆସିଥିଲେ |
ଆଉ ବର୍ତ୍ତମାନ ପ୍ରକୃତି ମିଶ୍ରଙ୍କ ସହିତ ବାବୁସାନ୍ ଙ୍କୁ ଧରିବା ପରେ ବାବୁସାନ୍ ଙ୍କୁ ମାଡ଼ ମାରିଥିଲେ ତୃପ୍ତି ଆଉ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ମାରିଥିଲେ ତୃପ୍ତି ଆଉ ଏହା ପରଠାରୁ ତୃପ୍ତି ରାଗିଯାଇ ନିଜ ବାପଘରକୁ ଚାଲି ଯାଇଛନ୍ତି ତ ବାବୁସାନ୍ ଯଦି ତୃପ୍ତିଙ୍କୁ ଫେରାଇ ଆଣିବେ ତ ସେ ନିଶ୍ଚିତ ଭାବରେ ନିଜ ଶାଶୁ ଘରକୁ ଆସିବେ ବୋଲି କହିଥିଲେ ତୃପ୍ଟିଙ୍କ ବାପା ହେଲେ ବାବୁସାନ୍ ଏପର୍ଯ୍ୟନ୍ତ ତୃପ୍ତିଙ୍କୁ ଆଣିବା ପାଇଁ ତାଙ୍କ ଘରକୁ ଯାଇ ନାହାଁନ୍ତି କିମ୍ବା ତୃପ୍ତି ମଧ୍ୟ ନିଜ ଶାଶୁ ଘରକୁ ଆସିବା ପାଇଁ ଚାହିଁ ନାହାଁନ୍ତି |
ତ ଏଭଳି ପରିସ୍ଥିତିରେ ଦୁହିଁଙ୍କ ମଧ୍ୟରେ ଯେତେଦିନ ପର୍ଯ୍ୟନ୍ତ ଗ୍ୟାପ୍ ବଢିବ ସେତେ ଅଧିକ ଅଧିକ ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢିବ ବୋଲି କିଛି ବିଶେଷଜ୍ଞ ମାନେ କହିଛନ୍ତି ଆଉ ବର୍ତ୍ତମାନ ସମୟରେ ତୃପ୍ତି ବାବୁସାନ୍ ଙ୍କ ଠାରୁ ଛାଡ଼ପତ୍ର ନେବା କଥା ମଧ୍ୟ ସାମ୍ନାକୁ ଆସୁଛି ତ ତୃପ୍ତି ବାବୁସାନ୍ ଙ୍କ ସହ ଆଉ ରହି ପାରିବେ ନାହିଁ ଆଉ ବାବୁସାନ୍ ଯାହାକୁ ଭଲ ପାଉଛନ୍ତି ତାହା ସହିତ ରୁହନ୍ତୁ ବୋଲି କହିଛନ୍ତି ତୃପ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ କଣ ଲାଗୁଛି କଣ ତୃପ୍ତି ଆଉ ବାବୁସାନ୍ ଅଲଗା ହୋଇଯିବେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ଆସିଲା ବଡ ଦୁଃଖର ଖବର… ଶେଷରେ ଅଲଗା ହେବେ ବାବୁଶାନ ଓ ତୃପ୍ତି, ଦେଖନ୍ତୁ କଣ Rahichi ପୁରା ଖବର, ହେ ଭଗବାନ ଏମିତି କାହିଁକି…
