
ମଣ୍ଡପରେ ବରକୁ ଛାଡିକି ଚାକିରୀର କାଉନସେଲିଂରେ ପହଞ୍ଚିଲେ କନିଆ, ସରକାରୀ ଶିକ୍ଷକ ହୋଇ ହେଲେ ଖୁସି ଖୁସି ବିଦା…
ଗୋଣ୍ଡାର ରାମନଗରର ବାରବାଙ୍କି ନିବାସୀ ପ୍ରଜ୍ଞା ତିୱାରୀ ମେହେନ୍ଦି ଲଗା ତାଙ୍କ ହାତରେ ଚାକିରି ପାଇଁ ଫର୍ମ ପୂରଣ କରୁଥିବା ଏବଂ ଦଲିଲଗୁଡ଼ିକୁ ପ୍ରସ୍ତୁତ କରୁଥିବାର ଦେଖାଯାଇଥିଲେ। ପ୍ରଜ୍ଞାଙ୍କ କେଶ ଫୁଲରେ ସୁସଜ୍ଜିତ ହୋଇଥିଲା କିନ୍ତୁ ପ୍ରଜ୍ଞା ତାଙ୍କ ଚାକିରେ ସାକ୍ଷାତକାର …
Read More