ନମସ୍କାର ବନ୍ଧୁଗଣ ଆମେ ଏହି ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଆମର ଏହି କଳାକାରମାନେ ଭରପୁର ରହିଛନ୍ତି ତେବେ କଳାକାରମାନଙ୍କର ଏମିତି ଅଚାନକ ମୃ-ତ୍ୟୁ ସବୁଠି ଶୋକର ଲହରୀ ଖେଳାଇ ଦେଇଥାଏ ଏମିତି ଏକ ବୋହୁତ ବଡ଼ ଦୁଃଖଦାୟକ ଖବର ଆପଣମାନଙ୍କ ପାଇଁ ଚଳଚ୍ଚିତ୍ର ଜଗତରୁ ଆସିଛି ଯାହା ସମସ୍ତ ଫ୍ୟାନମାନଙ୍କ ମନରେ ଶୋକର ଲହରୀ ଖେଳାଇ ଆପଣଙ୍କ ପ୍ରିୟ ଅଭିନେତ୍ରୀଙ୍କର ମୃ-ତ୍ୟୁ ଘଟିଛି |
ତାଙ୍କର ଏମିତି ଅଚାନକ ମୃ-ତ୍ୟୁରେ ସବୁଠି ଶୋକର ଲହରୀ ଖେଳିଯାଇଛି ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀ ମାନେ ଏହାକୁ ନେଇ ବେଶ୍ ଦୁଃଖ ପ୍ରକାଶ କରିଛନ୍ତି ଏମିତିକି ତାଙ୍କ ଶେଷ ଦର୍ଶନରେ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ମାତ୍ର ୩୮ ବର୍ଷ ବୟସରେ ସେ ଏହି ଦୁନିଆକୁ ଅଲବିଦା କରି ଆରପାରିକୁ ଚାଲି ଯାଇଛନ୍ତି ତେବେ ହଠାତ୍ ଏମିତି ତାଙ୍କର କଣ ଘଟିଲା ଅଚାନକ ସେ ଡାକ୍ତରଖାନାରେ କଣ ପାଇଁ ଗୁରୁତର ହୋଇ ପଡିଲେ |
ତାଙ୍କ ସହିତ ଏମିତି କଣ ହୋଇଥିଲା ଅଚାନକ ତାଙ୍କର ମୃ-ତ୍ୟୁ ପାଖରେ କଣ ରହିଛି ପ୍ରକୃତ କାରଣ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ କଳାକାର ମାନଙ୍କର କଳାକୁ ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି ସେ କଣ୍ଠଶିଳ୍ପୀ ହୁଅନ୍ତୁ କିମ୍ବା ଅଭିନେତା ଅଭିନେତ୍ରୀ ସେମାନଙ୍କ ଅଭିନୟକୁ ତ ଆପଣମାନେ ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି ତାଙ୍କର ପର୍ସ୍ନାଲ ଲାଇଫ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ସମୟରେ ଇଚ୍ଛା ପ୍ରକାଶ କରିଥାନ୍ତି |
ଏବଂ ସେ ଆଜି ଆଉ ଆମ ଗହଣରେ ନାହାଁନ୍ତି ରିପୋର୍ଟ ମୁତାବକ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ୧୨ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲା କିନ୍ତୁ ଶେଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି |
ଆମେ କଥା ହେଉଛି ଆପଣଙ୍କ ସେହି ପ୍ରିୟର ଅଭିନେତ୍ରୀ ଆଣ୍ଡ୍ରିଆ ଶର୍ମା ସେ ନିଜର ଅଭିନୟ ପାଇଁ ନିଜ ଲୋକପ୍ରିୟତା ହାସଲ କରିଛନ୍ତି ନିକଟରେ ମଧ୍ୟ ତାଙ୍କର ସୁସ୍ଥ କାମନା ପାଇଁ ଅର୍ମାନ୍ ମାଲିକ ମଧ୍ୟ ତାଙ୍କୁ ମ୍ୟାସେଜ୍ କରିଥିଲେ ତେବେ ସେ କ୍ୟାନ୍ସରରେ ଆକ୍ରାନ୍ତ ଥିଲେ ଏବଂ ଏହାପରେ ସେ ଚିକିତ୍ସା ହେଉଥିଲେ ଶେଷରେ ବ୍ରେନଷ୍ଟୋକ୍ କାରଣରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।