ବଡ ଖବର: ବାପାଙ୍କ ସମ୍ପତିରେ ପୁଅର ଯେତିକି ଅଧିକାର ରହିଛି ଝିଅର ମଧ୍ୟ ସେତିକି ଅଧିକାର ରହିବ, ସୁପ୍ରିମ କୋର୍ଟ ଦେଲେ ଆଦେଶ… ଏବେ

ବରେଲୀ ବିଧାୟକ ମିଶ୍ର ଙ୍କ ଝିଅ ବାଗୀ ହେବା ପରେ କିଛି ଲୋକ ଙ୍କ ମନ ରେ ଏହି ପ୍ରଶ୍ନ ଆସିଥିଲା କଣ ବିଧାୟକ ଙ୍କ ର ସମ୍ପତି ରେ ତାଙ୍କ ଝିଅ ର ଅଧିକାର ରହିବ କି ନାହିଁ I ତେବେ ଏହିପରି କିଛି ଘଟଣା କୁ ନେଇ ସୁପ୍ରିମ୍କୋର୍ଟ ନିୟମ ଲାଗୁ କରିଛି I

2005 ର ସଂଶୋଧନ କୁ ନେଇ ହିନ୍ଦୁ ଉତ୍ତରାଧିକାର ଅଧିନିୟମ 1956 ଅନୁସାରେ ପ୍ରପର୍ଟି ରେ ଝିଅ ଓ ପୁଅ ର ଅଲଗା ଅଲଗା ଥିଲା I ସେ ସମୟ ରେ ଝିଅ ଙ୍କ ର ବିବାହ ହେବା ପର୍ଯ୍ୟନ୍ତ ହିଁ ଅଧିକାର ରହୁଥିଲା ବିବାହ ପର୍ଯ୍ୟନ୍ତ ହିଁ ଝିଅ ଙ୍କୁ ପରିବାର ର ସଦସ୍ୟ ବୋଲି ମାନ୍ୟତା ରହୁଥିଲା I

ବର୍ତମାନ ର ନିୟମ – ହିନ୍ଦୁ ଉତ୍ତରଧିକାର ଅଧିନିୟମ 2005 ରେ ଝିଅ ଙ୍କ ର ଅଧିକାର ପ୍ରଥମେ ଝିଅ ର ବିବାହ ପରେ ଝିଅ ଙ୍କ ର ତାଙ୍କ ପିତା ଙ୍କ ର ସମ୍ପତି ରେ କୌଣସି ଅଧିକାର ନ ଥିଲା I ଏହା କୁ ବର୍ତମାନ ସଂଶୋଧନ କରାଯାଇଛି I ଏବଂ ବର୍ତମାନ ର ନିୟମ ଅନୁସାରେ ଝିଅ ବିବାହିତ ହେଉ କି ଅବିବାହିତ ପିତା ଙ୍କ ର ସମ୍ପତି ରେ ପୁଅ ର ଯେପରି ଅଧିକାର ରହିଛି ଝିଅ ଙ୍କ ର ମଧ୍ୟ ଠିକ ସେହିପରି ଅଧିକାର ରହିଛି I କିନ୍ତୁ ଝିଅମାନେ ତାଙ୍କ ଅଧିକାର ସେତେବେଳେ ପାଇପାରିବେ ଯେତେବେଳେ ତାଙ୍କ ପିତା ଙ୍କ ର ମୃତ୍ୟୁ ହେବ I ଏହି ବାବଦ ରେ ସୁପ୍ରିମ୍କୋର୍ଟ ଏହି ନିଷ୍ପତି ଶୁଣାଇଛି I

ସ୍ଵାହାଦେଇକ ରେ ସବୁଠାରୁ ବୃଦ୍ଧ ବ୍ୟକ୍ତି ଓ ପରିବାର ର ତିନି ପିଢ଼ି ମଧ୍ୟ ରେ ସେ ହେଇଥିବେ I ଉଦାହରଣ ପୁଅ , ପିତା ଦାଦା ଓ ପରଦାଦା ହେଇଥିବେ I ବର୍ତମାନ ପରିବାର ର ମହିଳାମାନେ ମଧ୍ୟ ସମାନ ଅଧିକାରିଣୀ ହେଇପାରିବେ I ପୈତୃକ ସମ୍ପତି ରେ ପ୍ରତୋକ ଲୋକ ଙ୍କ ର ଅଧିକାର ରହିଛି I ତେବେ ଏହି ସମ୍ପତି ର ଅଧିକାରୀ ଙ୍କ ମଧ୍ୟ ରୁ କେହି ଯଦି ଚାହିଁବେ ନିଜ ଭାଗ ରୁ କିଛି ବିକ୍ରୟ କରିବାକୁ ତେବେ ଅନ୍ୟ ଅଧିକାରୀ ଙ୍କ ର ସହମତି ରେ ବିକ୍ରୟ ମଧ୍ୟ କରିପାରିବେ I ବାହାର ର କୌଣସି ସଦସ୍ୟ ପରିବାର ସମ୍ପତି ର ସାମିଲ ହେଇପାରିବେ ନାହିଁ I କିନ୍ତୁ ଏକ ଝିଅ ନିଜ ପିତା ଙ୍କ ର ସମ୍ପତି ରେ ଭାଗ ମାଗି ପାରିବେ I

Share Your Views In Comments Below

comments