ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ଜବରଦସ୍ତ ଯୋଡି ରାଜେଶ୍ ଓ ଲୁମ୍ରାଇନା ତେବେ ଆପଣମାନେ ଓଲିଉଡର ଏହି ଜବରଦସ୍ତ ଯୋଡିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୁଇଜଣ ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍ କରି ଆସୁଥିବାର ନଜର ଆସିଛନ୍ତି ସୋସିଆଲ ମିଡିଆରେ ହେଉ ବା ରିୟଲ ଲାଇଫରେ ହେଉ ଦୁହେଁ ପରସ୍ପରଙ୍କ ସହିତ ସବୁ ଜାଗାରେ ଏକାଠି ଥିବାର ନଜର ଆସିଛନ୍ତି।
ତେବେ ଗତ ଦିନମାନଙ୍କରେ ରାଜେଶ୍ ଶ୍ରଦ୍ଧାଙ୍କୁ ଭଲ ପାଇଥିଲେ ଆଉ ଦୁହିଁଙ୍କ ମଧ୍ୟରେ ନିର୍ବନ୍ଧ ବି ସରିଥିଲା ହେଲେ ଦୁର୍ଭାଗ୍ୟ ବଶତଃ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା ଆଉ ଛାଡ଼ପତ୍ର ପରେ ଏବେ ରାଜ୍ ରାଜେଶ୍ ଲୁମ୍ରାଇନାଙ୍କୁ ଡେଟ୍ କରୁଥିବାର ନଜର ଆସିଛନ୍ତି ପ୍ରାୟ ୧ ବର୍ଷର ଏହି ସମ୍ପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଇଉନ୍ତି ଏହି ଯୋଡି ରାଜେଶ୍ ଓ ଲୁମ୍ରାଇନା ଦୁହେଁ ପରସ୍ପରକୁ ସୁଟିଂ ସେଟ୍ ରୁ ହିଁ ଭଲ ପାଇଛନ୍ତି ସୁଟିଂ ସେଟ୍ ରୁ ଭଲପାଇ ଏବେ ଦୁହେଁ ଆଗାମୀ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଯାଉଛନ୍ତି|
ତ ଆପଣମାନେ ଜାଣିଥିବେ ରାଜ୍ ରାଜେଶ୍ ୨୦୧୫ ମସିହାରୁ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି ଅନ୍ୟପକ୍ଷରେ ଲୁମ୍ରାଇନା ମଧ୍ୟ ଲୁମ୍ରାଇନା ମଧ୍ୟ ୨୦୧୭ ମସିହାରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି ଦୁହେଁ ପ୍ରଥମେ ସାଇଡ ହିରୋ ଓ ସାଇଡ ହିରୋଇନ୍ ଭୂମିକାରେ ନଜର ଆସିଥିଲେ ହେଲେ ଏବେ ଦୁହେଁ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବାର ଦେଖା ଦେଇଛନ୍ତି |
ଦୁହେଁ ବୋହୁତ ସାରା ଧାରାବାହିକ ଆଲବମ୍ ଓ ବୋହୁତ ସାରା ୱେବ୍ ସିରିଜରେ ଅଭିନୟ କରିଛନ୍ତି ରାଜେଶଙ୍କର ସିନେମା ମଧ୍ୟ ରିଲିଜ୍ ହୋଇ ସାରିଛନ୍ତି ସୁନ୍ଦର ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ଭଲପାଇବା ପାଇ ପାରିଛନ୍ତି ଓଲିଉଡର ଏହି ଜବରଦସ୍ତ ଯୋଡି |
ତେବେ ଦର୍ଶକ ବନ୍ଧୁ ଆପଣମାନେ ରାଜ୍ ରାଜେଶ୍ ଙ୍କ ବୋହୁତ ସାରା ସିନେମା ଓ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଆପଣମାନଙ୍କୁ ରାଜେଶ୍ ଓ ଲୁମ୍ରାଇନାଙ୍କ ଅଭିନୟ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ବାହା ହେଲେ ରାଜେଶ ଓ ଲୁମରାଇନା, ଭାଇରଲ ହେଲେ ଏମିତି ସବୁ ଫୋଟୋ…
