ବାହାଘରର ଦେଢ଼ ବର୍ଷ ପରେ ଅନୁଷ୍କା ଖୋଲିଲେ ବଡ ରହସ୍ୟ, କହିଲେ- କମ ବର୍ଷରେ ବିବାହ କଲି, କାହିଁକି ନା କୋହଲି …

ବଲିଉଡ ର ଟପ ଅଭିନେତ୍ରୀ ଙ୍କ ମଧ୍ୟ ରେ ଅନୁଷ୍କା ଶର୍ମା ନିଜ ବିବାହ ର ଦେଶ ବର୍ଷ ପରେ ଏକ ଗୋପନୀୟତା ର ପ୍ରକାଶ କରିଛନ୍ତି I 2017 ମସିହା ଡିସେମ୍ବର ରେ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲି ଙ୍କୁ ବିବାହ କରିଥିଲେ I ତେବେ ଦୁହେଁ ଏହି ବିବାହ ଏପରି ସମୟ ରେ କରିଥିଲେ ଯେଉଁ ସମୟ ରେ ଅନୁଷ୍କା ନିଜ କ୍ୟାରିୟର ରେ ସଫଳତା ପାଇବା ଆରମ୍ଭ କରିଥିଲେ I ତେବେ ବର୍ତମାନ ସେ ଏକ ଗୋପନୀୟତା ର ପ୍ରକାଶ କରିଛନ୍ତି I

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବିଗତ ଦିନ ରେ ମିଡ଼ିଆ ରେ ଏହା ଆଲୋଚନା ରେ କହିଛନ୍ତି କି ନିଜ ବିବାହ ରେ ସେ ଅନେକ ସିକ୍ରେଟ କଥା ରଖିଛନ୍ତି I ଅନୁଷ୍କା ଙ୍କ କହିବା ଅନୁସାରେ ସେ ଜଣେ ଅଭିନେତ୍ରୀ ରୂପେ ଖୁବ କମ ବୟସ ରେ ହିଁ ବିବାହ କରିଛନ୍ତି I ଅନୁଷ୍କା ମାତ୍ର 29 ବର୍ଷ ବୟସ ରେ ବିରାଟ ଙ୍କୁ ବିବାହ କରିଛନ୍ତି I

ଅନୁଷ୍କା କହିଛନ୍ତି

ଏକ ଇଣ୍ଟରଭିୟୁ ରେ ଅନୁଷ୍କା ଶର୍ମା କହିଛନ୍ତି ଜଣେ ଅଭିନେତ୍ରୀ ରୂପେ ମୁ ବହୁତ ଶୀଘ୍ର ବିବାହ କରିଦେଇଛି I ଯାହା କୁ ନେଇ ସୋସିଆଲ ମିଡ଼ିଆ ରେ ନାନା ଆଲୋଚନା ଜାରି ରହିଛି I କିଛି ଲୋକେ କହୁଛନ୍ତି ମୋର ଫିଲ୍ମ କ୍ୟାରିୟର ଶେଷ ହେଇଗଲା I କିନ୍ତୁ ଏହି ସବୁ କଥା ରେ ମୋତେ କିଛି ଫରକ ପଡୁନାହିଁ I ଅନୁଷ୍କା ଏହା ମଧ୍ୟ କହିଛନ୍ତି କମ ବୟସ ରେ ବିବାହ କରିବା ଅର୍ଥ କ୍ୟାରିୟର ଶେଷ ହେଇଯିବା I

ସମ୍ପର୍କ ର ମୂଲ୍ୟବୋଧ
ଅନୁଷ୍କା ଏହା ମଧ୍ୟ କହିଛନ୍ତି କି ସେ ବିରାଟ ଙ୍କୁ ବହୁତ ପ୍ରେମ କରନ୍ତି I ତେଣୁ ସେ ତାଙ୍କ ସମ୍ପର୍କ କୁ ଏକ ନୂତନ ପରିଚୟ ଦେବାକୁ ଯାଇ ବିବାହ କରିବା ର ନିଷ୍ପତି ନେଇଥିଲେ I ଅନୁଷ୍କା ଏହା ମଧ୍ୟ କହିଛନ୍ତି ସେ ଖୁବ ଭାଗ୍ୟଶାଲୀ କି ବିରାଟ ଙ୍କ ପରି ପାର୍ଟନର ତାଙ୍କୁ ମିଳିଛି I କାରଣ ବିରାଟ ମିଛ କହିବାକୁ ପସନ୍ଦ କରନ୍ତି ନାହିଁ I

ବିବାହ ପରେ ମଧ୍ୟ କାମ କରିବାକୁ ଡ଼ରୁନାହିଁ
ଅନୁଷ୍କା କହିଛନ୍ତି କି ପ୍ରତୋକ ବ୍ୟକ୍ତି ବିବାହ ପରେ ନିଜ କର୍ମମୟ ଜୀବନ କୁ ଯେପରି ଚଳାଇଥାନ୍ତି ଆମ କୁ ମଧ୍ୟ ସେହିପରି ନିଜ କର୍ମ କ୍ଷେତ୍ର କୁ ଓ ପରିବାର କୁ ଏକାଠି ଦେଖିବାକୁ ହେବ I ସୂଚନା ମୁତାବିକ 11 ଡିସେମ୍ବର 2017 ରେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ଙ୍କ ର ବିବାହ ହେଇଥିଲା I

Share Your Views In Comments Below

comments