ବାହାଘରରେ କିନ୍ନରକୁ ଦେଖି ଫିଦା ହେଇଗଲା ଯୁବକ, ତାପରେ ଏପରି କିଛି ହେଲା ଯାହା କେହିବି ଭାବି ନଥିଲେ ….

ଅନେକ ସମୟ ରେ କିଛି ଏପରି ମାମଲା ନଜର କୁ ଆସିଥାଏ ଯାହା କି ଆଶ୍ଚଯ୍ୟକର ଘଟଣା ହେଇଥାଏ | ଦୁନିଆ ରେ କିଛି ଭି ଘଟଣା ଘଟିପାରେ ଏବଂ ଦୁନିଆ ରେ କିଛି ବି ହେବା ସମ୍ଭବ ଅଟେ | ଏହିପରି ଏକ ମାମଲା ଦେଖିବା କୁ ମିଳିଛି ଯେଉଁଥିରେ ପୁଅ ପୁଅ ପରସ୍ପର ସହ ବିବାହ କରିଛନ୍ତି | ଘଟଣା ଟି ଉତ୍ତର ପ୍ରଦେଶ ର ଜାଲୋନ ର ଅଟେ |

ଏଠାକାର କୁଠୋଦ ଥାନା ହାଦ୍ରୁଙ୍କ ଗ୍ରାମ ରେ ବିଗତ 2 ବର୍ଷ ହେବ ଏକ କିନ୍ନର ଙ୍କ ସହ ପ୍ରେମ ସମ୍ବନ୍ଧ ରହିଥିଲା ଜଣେ ଯୁବକ ଙ୍କର | ଯୁବକ ଙ୍କ ର ପରିବାର ଲୋକେ ଏହି ବିବାହ ରେ ରାଜି ନ ଥିଲେ I ତେଣୁ ଦୁହେଁ ମେହଗ୍ରାମ ରେ ଏକ ମନ୍ଦିର କୁ ଯାଇ ବିବାହ କରିଥିଲେ |

ଉତ୍ତର ପ୍ରଦେଶ ର ଜାଲୋନ ଜିଲ୍ଲା ରେ କୁଠୋଦ ଥାନା ରେ ହାଦ୍ରୁଙ୍କ ଗ୍ରାମ ରେ ସିଂ ସେଗର 2 ବର୍ଷ ପୂର୍ବ ରେ ଏକ ବିବାହ ସମାରୋହ ରେ ଅନୁଷ୍କା ନାମ ଏକ କିନ୍ନର ଙ୍କୁ ସାକ୍ଷ୍ୟାତ କରିଥିଲେ | ଉଭୟ ଙ୍କ ର ବନ୍ଧୁତା ହେଇଯାଇଥିଲା | ଅନୁଷ୍କା କାନପୁର ଦେହରଦୁନ ରେ ରୁହନ୍ତି |

ତେବେ ଉଭୟ ଙ୍କ ମଧ୍ୟ ରେ ଏହି ବନ୍ଧୁତା ପ୍ରେମ ରେ ପରିଣତ ହେଇଥିଲା | ଦହେ ଏକାଠି ଜୀବନ ବିତାଇବା ଆରମ୍ଭ କରିଥିଲେ | ଏବଂ ନିଜ ପରିବାର ଲୋକ ଙ୍କୁ ଏହି ବିଷୟ ରେ ଜାଣିବା ପରେ ଦୁହେଁ ମେହଗ୍ରାମ ରେ ବିବାହ କରିଥିଲେ |

Share Your Views In Comments Below

comments