ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ସାରା ଓ ସାଇ ଆଉ ବାହାଘର ପରେ ସାରା ନିଜ ଶାଶୁଘରେ କେମିତି ଚଳୁଛନ୍ତି ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ତେବେ ଦର୍ଶକ ବନ୍ଧୁ ଆପଣମାନେ ଜନିଥିବେ ଗତ ଦିନମାନଙ୍କରେ ସାଇ ବା ମିଲନକୁ ଜେଲ୍ ପଠାଇଥିଲେ ସାରା ତ ସାରା ଓ ସାଇ ପରସ୍ପରକୁ ଭଲ ପାଇ ଆସିଛନ୍ତି ଦୁହେଁ ପରସ୍ପରକୁ ସୁଟିଂ ସେଟରୁ ଭଲ ପାଇଥିଲେ |
ଦୀର୍ଘ ୨ ବର୍ଷ ଧରି ଭୁବନେଶ୍ୱର ଏକ ଭଡ଼ାଘରେ ଲିଭିନ୍ ରିଲେସନରେ ରହି ଆସୁଥିଲେ କିନ୍ତୁ ସାଇ ବା ମିଲନ ଗୋଟିଏ ନୂଆ ଧାରାବାହିକରେ ଅଭିନୟ କରିଥିଲେ ସେତେବେଳେ ସେ ଅନ୍ୟଏକ ହିରୋଇନ୍ ଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ ଆଉ ସାରାଙ୍କ ପାଖକୁ ଫେରି ନଥିଲେ କିମ୍ବା ତାଙ୍କୁ ପଚାରି ନଥିଲେ ତ ଏହି କାରଣରୁ ସାରା ପୋଲିସ୍ ଥାନାରେ ଅଭିଯୋଗ କରିଥିଲେ ଯାହାଦ୍ଵାରା ସାଇ ଗିରଫ ହୋଇଥିଲେ |
ଆଉ ଓଲିଉଡ ଜଗତରୁ ମଧ୍ୟ ତାଙ୍କୁ ବାହାର କରିଦିଆଯାଇଥିଲା ଆଉ ପରବର୍ତ୍ତୀ ସମୟରେ ଯେତେବେଳେ ସାଇ ଜେଲ୍ ରୁ ଆସିଥିଲେ ପୁଣିଥରେ ସେ ସାରାଙ୍କ ପାଖକୁ ଆସିଥିଲେ ଆଉ ସାରାଙ୍କ ପାଖକୁ ଫେରି ତାଙ୍କୁ ବିବାହ କରିଥିବାର ନଜର ଆସିଛନ୍ତି।
ତେବେ ବାହାଘର ପରେ ସାଇ ଓ ସାରା ଦୁହେଁ ଭୁବନେଶ୍ଵରର ଏକ ଭଡ଼ାଘରେ ଏକାଠି ରହୁଥିବାର ନଜର ଆସିଛନ୍ତି ତାହେଲେ ବାହାଘର ପରେ ବର୍ତ୍ତମାନ ସମୟରେ ସାଇ ଗୋଟିଏ ଚାକିରୀ କରିଛନ୍ତି ସେ ଇଞ୍ଜିନୟର ହୋଇଥିବାରୁ ସେ ବର୍ତ୍ତମାନ ଭୁବନେଶ୍ୱରର ଏକ କମ୍ପାନୀରେ ଚାକିରୀ କରିଛନ୍ତି ଆଉ ଅଭିନୟ ଜଗତକୁ ସେ କମବ୍ୟାକ୍ କରିବେ କି ନାହିଁ ତାହା ତ ସମୟ ହିଁ କହିବ ହେଲେ ସାରା ଓ ସାଇ ବର୍ତ୍ତମାନ ବାହା ହୋଇ ସାରିଛନ୍ତି ସାରା ସାଇଙ୍କୁ ବୋହୁତ ଭଲ ପାଆନ୍ତି |
ତାଙ୍କ ବିନା ସେ ବଞ୍ଚିପରିବେ ନାହିଁ ବୋଲି ଗତ ଦିନମାନଙ୍କରେ ସେ ସୋସିଆଲ ମିଡିଆରେ କହିଥିଲେ ତ ବାହାଘର ପରେ ବର୍ତ୍ତମାନ ଦୁହେଁ ନିଜର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଚଲାଉ ଥିବାର ନଜର ଆସିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ସାରା ଓ ସାଇ କେମିତି ଲାଗନ୍ତି ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ବାହାଘର ପରେ ଏବେ Kemiti ଅଛନ୍ତି ସାରା ଓ ସାଇ, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ… ଏତେ ସବୁ ହେବା ପରେ ବି
