ବାହାଘରର 12 ଘଣ୍ଟା ପରେ ହିଁ କନିଆଁ ଦେଲା ଛୁଆକୁ ଜନ୍ମ, ବାପାର ନାଁ ଶୁଣିକି ଶାଶୁ ଘରର ଲୋକମାନେ ହେଇଗଲେ ବେହୋସ

ଏହି ଘଟଣା ଟି ଇଂଲଣ୍ଡ ରେ ରହୁଥିବା ଦୁଇ ପ୍ରେମୀ ଙ୍କ ର ଅଟେ | ଯୁବତୀ ଙ୍କ ର ନାମ ଡେନି ମୌତପର୍ଡ ଅଟେ ଯିଏ କି କେବଳ 19 ବର୍ଷ ବୟସ ର ଅଟନ୍ତି | ଏବଂ ପୁଅ ଟି ର ନାମ କାର୍ଲ ଅଟେ ଯିଏ କି ମାତ୍ର 18 ବର୍ଷ ବୟସ ର ଅଟନ୍ତି | ଏହି ପ୍ରେମୀ ଯୁଗଳ ଙ୍କ ର ବିବାହ ପୂର୍ବ ରୁ ଶାରୀରିକ ସମ୍ପର୍କ ରହିଥିବା କାରଣ ରୁ ଯୁବତୀ ଗର୍ଭବତୀ ହେଇଯାଇଥିଲେ | ତେବେ ବିବାହ ପରେ ଦୁହେଁ ବେଶ ଖୁସି ରେ ଅଛନ୍ତି |

ନିୟମ ଦୃଷ୍ଟି ରୁ ବାପ ମା ହେବା ପାଁଇ ଦୁହେଁ ବିବାହ କରିବା କୁ ଚାହୁଁଥିଲେ | ଯୁବତୀ ନିଜ ର ଡେଲିଭରି ପାଁଇ ଡାକ୍ତର ଙ୍କୁ ସାକ୍ଷ୍ୟାତ କରିଥିଲେ ତ ଡାକ୍ତର କହିଥିଲେ ଜାନୁୟାରୀ ମାସ | ତେଣୁ ଦୁହେଁ ଡିସେମ୍ବର ମାସ ରେ ବିବାହ କରିବା ର ଯୋଜନା କରିଥିଲେ | ଯେଉଁ ଦିନ ବିବାହ ଥିଲା ସେହି ରାତି ରେ ହିଁ ତାଙ୍କ ର ରିସେପ୍ସନ ରହିଥିଲା |

ସବୁ ଅତିଥି ଅସିଜାଇଥିଲେ ଓ ପାର୍ଟି ର ଆୟୋଜନ ଆରମ୍ଭ ହେଇଯାଇଥିଲା | ଦୁହେଁ ଦୁଲହ ଓ ଦୁଲହନ ଷ୍ଟେଜ ରେ ଡ୍ୟାନ୍ସ କରିଥିଲେ ଏବଂ ଦୁଲହନ ଙ୍କ ର ପେଟ ରେ ଅଚାନକ ଯନ୍ତ୍ରଣା ହେଇଥିଲା I ଏହା ପରେ ତାଙ୍କୁ ସଂଗେ ସଂଗେ ହସ୍ପିଟାଲ ନେଇଯାଇଥିଲେ | ଏହିପରି ବିବାହ ଦିନ ରାତି ରେ ହିଁ ଦୁଲହନ ସନ୍ତାନ ଜନ୍ମ ଦେଇଥିଲେ | ଏଠାରେ ଆସିଥିବା ଅତିଥି ଏହା ଜାଣି ବେଶ ଆଶ୍ଚଯ୍ୟ ହେଇଥିଲେ |

ତାଙ୍କ ର ୱାଟର ବ୍ୟାଗ ଫାଟିଯାଇଥିଲା ଏବଂ ପିଲାଟି ବାହାର କୁ ଆସିଜାଇଥିଲେ | ତେଣୁ ତାଙ୍କ ପେଟ ରେ ଯନ୍ତ୍ରଣା ହେଇଥିଲା | ଏବଂ ହସ୍ପିଟାଲ ରେ ସେ ଏକ ସୁସ୍ଥ ପିଲାଟି କୁ ଜନ୍ମ ଦେଇଥିଲେ | ମା ହେବା ପରେ ଡେନି କହିଛନ୍ତି ବିବାହ ପରେ ଏହା ତାଙ୍କ ପାଁଇ ଏକ ସୁନ୍ଦର ଉପହାର ଅଟେ | ଦୁହିଁଙ୍କ ର ଏହି ସୁନ୍ଦର ଝିଅ ହେଇଚି ଏବଂ ଏହି ପିଆଲାଟି ର ନାମ ଯଶମାନ ରହିଛି |

Share Your Views In Comments Below

comments