ବନ୍ଧୁଗଣ ଓଲିଉଡ଼ ଅଭିନେତ୍ରୀ ନିହାରିକା ବର୍ତ୍ତମାନ ବିଦେଶ ରେ ରହିଛନ୍ତି । ଓଲିଉଡ଼ ସିନେମା ଜଗତ ରେ ଅଭିନୟ କରନ୍ତି ନିହାରିକା। ଆଉ ସେ ବର୍ତମାନ ତାଙ୍କ ସ୍ଵାମୀ ଙ୍କ ସହିତ ଦୁବାଇ ରେ ରହୁଛନ୍ତି । କିଛି ଦିନ ପୂର୍ବରୁ ଅଭିନେତ୍ରୀ ନିହାରିକା ଙ୍କ ର ବିବାହ ହୋଇଥିଲା ଆଉ ତାଙ୍କ ବିବାହ ରେ ଓଲିଉଡ଼ ର ଅନେକ କଳାକାର ଯୋଗ ଦେଇଥିଲେ । ଆଉ ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ନିହାରିକା ଙ୍କ ର ବିବାହ ହୋଇଥିଲା।
ବିବାହ ପରେ ଅଭିନେତ୍ରୀ ନିହାରିକା କିଛି ଦିନ ପାଇଁ ତାଙ୍କ ଶାଶୁ ଘରେ ରହିଥିଲେ । ତାଙ୍କ ଶାଶୁ ଘର ଲୋକ ତାଙ୍କୁ ବହୁତ୍ ଭଲ ପାଆନ୍ତି। ନିହାରିକା କିଛି ଦିନ ତାଙ୍କ ଶାଶୁ ଘରେ ରହିବା ପରେ ତାଙ୍କ ସ୍ଵାମୀ ଙ୍କ ସହିତ ଦୁବାଇ ଚାଲି ଯାଇଥିଲେ । ଆଉ ବର୍ତ୍ତମାନ ଅଭିନେତ୍ରୀ ନିହାରିକା ତାଙ୍କ ସ୍ଵାମୀ ଙ୍କ ସହିତ ଦୁବାଇ ରେ ରହୁଛନ୍ତି।
ଅଭିନେତ୍ରୀ ନିହାରିକା ଙ୍କ ସ୍ଵାମୀ ହେଉଛନ୍ତି ଜଣେ ସଫ୍ଟଓୟାର୍ ଇଞ୍ଜିନୟର । ଦୁବାଇ ରେ ଅଭିନେତ୍ରୀ ନିହାରିକା ତାଙ୍କ ସ୍ଵାମୀ ଙ୍କ ସହିତ ବହୁତ୍ ଖୁସୀ ଥିବାର ନଜର ଆସିଛନ୍ତି। ଦୁବାଇ ରେ ସେ ଅନେକ ସୁନ୍ଦର୍ ଜାଗା ବୁଲିବାକୁ ଯାଇଛନ୍ତି । ସେଠୀ ଅନେକ ମଜା ମସ୍ତି କରିଥିବା ର ନଜର ଆସିଛନ୍ତି ଅଭିନେତ୍ରୀ ନିହାରିକା।
ଓଲିଉଡ଼ ରେ ଅନେକ ସିନେମା ରେ ଅଭିନୟ କରିଛନ୍ତି ନିହାରିକା। ସେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ରିଆଲିଟି ସୋ କିଏ ହେବ ମୋ ହିରୋଇନ୍ ରେ ୱିନର୍ ହୋଇଥିଲେ । ତା ପରେ ସେ ଅଭିନେତା ଅମ୍ଳାନ ଙ୍କ ସହିତ ତୁ କହିବୁ ନା ମୁଁ ଓଡ଼ିଆ ସିନେମା ରେ ଅଭିନୟ କରିଥିଲେ ।
ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଅନେକ ଲୋକପ୍ରିୟତା ପାଇ ପାରିଛନ୍ତି। ଅଭିନୟ ସହିତ ସେ ପେଶା ରେ ଜଣେ ଡକ୍ଟର । ଭୁବନେଶ୍ୱର ରେ ତାଙ୍କର କ୍ଲିନିକ୍ ଅଛି । ଆଉ ଏବେ ସେ ଅଭିନୟ ଛାଡ଼ି ଦୁବାଇ ରେ ରହୁଛନ୍ତି ।।