ସ୍ଵାମୀ ନିଜ ସ୍ତ୍ରୀ ଙ୍କର Purse ରୁ ବାହାର କରୁଥିଲେ Pen, କିନ୍ତୁ ବାହାରିଲା ଏପରି ଜିନିଷ କି ସ୍ଵାମୀ ସେଇଠି ହୋଇଗଲେ ବେହୋସ…

କୁହାଯାଇଥାଏ ପତି ପତ୍ନୀ ଙ୍କ ର ସମ୍ପର୍କ ଏକ ପବିତ୍ର ଓ ବିଶ୍ୱାସ ର ସମ୍ପର୍କ ଅଟେ | କିନ୍ତୁ ଅନେକ ସମୟ ରେ ଆପଣ ଦେଖିଥିବେ କି ପତି ପତ୍ନୀ ଙ୍କ ମଧ୍ୟ ରେ କିଛି ମନ ମାଳିନ୍ୟ ଅନେକ ସମୟ ରେ ହେଇଥାଏ | ଯଦି ପତି ପତ୍ନୀ ଙ୍କ ମଧ୍ୟ ରେ ଅବିଶ୍ୱାସ ରହିଥାଏ ତେବେ ପତି ପତ୍ନୀ ଙ୍କ ମଧ୍ୟ ରେ ସମ୍ପର୍କ ଖରାପ ରହିଥାଏ |

ଜାଣିରଖନ୍ତୁ କି ଜିମ୍ବାୱେ ର କୋର୍ଟ ରେ ଯେଉଁ ମାମଲା ନଜର କୁ ଆସିଛି ଏହା ହେଉଛି 30 ବର୍ଷୀୟ ନିଲଲଇ ସିମମ୍ଭ ନିଜ ପତି ଙ୍କ ଉପରେ ପ୍ରତାରିତ ର ଆରୋପ ଆଣିଥିଲେ | ପତି ଙ୍କୁ ଏହି ବିଷୟ ରେ ପଚରାଯାଇଥିଲା ତ ପତ୍ନୀ ଙ୍କୁ ଛାଡପତ୍ର ଦେବା ବିଷୟ ରେ ସେ କହିଥିଲେ | କାରଣ ପତି ଏହି ବିଷୟ ରେ ସ୍ପଷ୍ଟୀକରଣ କହିଥିଲେ କି ସେ ଯେତେବେଳେ ନିଜ ପତ୍ନୀ ଙ୍କ ର ପର୍ସ ରୁ ପେନ ବାହାର କରିଥିଲେ ତ ତାଙ୍କ ପର୍ସ ରୁ 2 ଗୋଟି କଣ୍ଡମ ବାହାର କରିଥିଲେ | ଏହା ଦେଖି ପତି ରାଗି ଯାଇଥିଲେ |

ଏହା ପରେ ପତ୍ନୀ ସିମଂକଵୋ କୋର୍ଟ ରେ କହିଛନ୍ତି କି ତାଙ୍କ ପତି ତାଙ୍କ ଉପରେ ଅଧିକ ସନ୍ଦେହ କରୁଥିଲେ ଯାହା କୁ ନେଇ ତାଙ୍କ ପତି ତାଙ୍କୁ ମାରପିଟ କରିଥିଲେ |

ଏହା ଘଟଣା କୁ ନେଇ ପତି କହୁଥିଲେ କି ତାଙ୍କ ପତ୍ନୀ ଙ୍କ ର ଅନ୍ୟତ୍ର ପୁରୁଷ ଙ୍କ ସହ ଅନୈତିକ ସମ୍ବନ୍ଧ ରହିଥିଲା | ଏବଂ ଅନେକ ଦିନ ଧରି ଏହି ସମ୍ପର୍କ ରହିଥିଲା | ତେଣୁ ଦିନେ ପତି ରାଗିକି ପତ୍ନୀ ଙ୍କ ର ଅଙ୍ଗ ବସ୍ତ୍ର ରେ ଲଙ୍କା ଲଗାଇ ଦେଇଥିଲେ |

ଅନ୍ୟ ପଟେ ସିମଂକଵୋ କୋର୍ଟ କୁ କହିଛନ୍ତି କି ତାଙ୍କ ପତି ତାଙ୍କୁ ମାରିବା କୁ ଚେଷ୍ଟା କରିଥିଲେ | ଏବଂ ଶୋଇବା ସମୟ ରେ ତାଙ୍କ ବେକ ଚିପି ମାରିବା କୁ ଚେଷ୍ଟା କରିଥିଲେ | ଏହା କୁ ନେଇ ପତି କହିଛନ୍ତି କି ତାଙ୍କ ପତ୍ନୀ ତାଙ୍କ ସହ ସମ୍ବନ୍ଧ ରଖିବା କୁ ଇଚ୍ଛା କରନ୍ତି ନାହିଁ | ଏବଂ ପତ୍ନୀ ଙ୍କ ର ପର୍ସ ରୁ ଏପରି ତାଙ୍କ ପତି କଣ୍ଡମ ପାଇବା କୁ ନେଇ ପତି ରାଗିଯାଇଥିଲେ |

ଏହି ବୟାନ କୁ ଶୁଣିବା ପରେ କୋର୍ଟ ପତି ପତ୍ନୀ ଙ୍କ ର ଛାଡପତ୍ର ପାଣି ରାଜି ହେଇଯାଇଥିଲେ | ଏବଂ ପତି ଙ୍କୁ ଏହା ମଧ୍ୟ ନିର୍ଦେଶ ଦିଆ ଯାଇଥିଲା କି ତାଙ୍କ ପିଲା ଓ ପତ୍ନୀ ଙ୍କ ର ଭରଣ ପୋଷଣ ଦାଇତ୍ୱ ପୁରା କରିବେ | ଏବଂ ପ୍ରତି ମାସ ରେ ଏକ ନିର୍ଧାରିତ ଟଙ୍କା ପତ୍ନୀ ଙ୍କୁ ଦେବାକୁ ହେବ |

କୋର୍ଟ ଏହି ନିଷ୍ପତି ପରେ ପତି ପତ୍ନୀ ଏକାଠି ରହିବା କୁ ମଧ୍ୟ ରାଜି ହେଇ ନ ଥିଲେ | କାରଣ ଦୁହେଁ ପରସ୍ପର କୁ ନିଜ ର ଶତ୍ରୁ ବୋଲି ମାନିଥିଲେ | ଏବଂ ଦୁହେଁ ପରସ୍ପର ଜୀବନ ପ୍ରତି ମଧ୍ୟ ବିପଦ ଥିଲେ |

Share Your Views In Comments Below

comments