ବଲିଉଡର ମହାନାୟକ ଅମିତାଭ ବଚ୍ଛନ ଙ୍କ ର ନାତୁଣୀ ଆରାଧ୍ୟକୁ ନେଇ ହେଲା ବଡ଼ ଭବିଷ୍ୟବାଣୀ, ଜାଣିକି ଆପଣବି ଆଶଙ୍କାରେ ପଡିଯିବେ

ବଲିଉଡ ରେ ମାନ ସଂମାନ ସହ ଅଭିଜାତ୍ୟ ଓ ପରମ୍ପରା କୁ ନେଇ ଯଦି କୌଣସି ଅଭିନେତା ଆଜି ବି ଖୁବ ଚର୍ଚିତ ରହିଥାନ୍ତି ତ ସେ ହେଉଛନ୍ତି ଅମିତାଭ ବଚ୍ଛନ | ଅମିତାଭ ଙ୍କ ର ପରିବାର ର ଅନେକ ସଦସ୍ୟ ତାଙ୍କ ପରିବାର ସହ ଜଡିତ ଅଛନ୍ତି | ଅମିତାଭ ଙ୍କ ର ପୁଅ ଅଭିଷେକ ବି ବଲିଉଡ ର ଜଣେ ଅଭିନେତା ଅଟନ୍ତି କିନ୍ତୁ ଆଜି ଆମେ ଅମିତାଭ ଙ୍କ ର ନାତୁଣୀ ସମ୍ପର୍କ ରେ କହିବାକୁ ଯାଉଛୁ |

ଅମିତାଭ ଙ୍କ ର ନାତୁଣୀ ଆରାଧ୍ୟ

ଏହା ତ ଆପଣ ଜାଣିଛନ୍ତି ଅମିତାଭ ଙ୍କ ର ପୁରା ପରିବାର ବଲିଉଡ ଜଗତ ସହ ଜଡିତ ଅଟନ୍ତି | ତେବେ ଏପରି ଭବିଷ୍ୟବାଣୀ ଶୁଣିବାକୁ ମିଳିଛି କି ଆରାଧ୍ୟ ବି ବଲିଉଡ ରେ ଖୁବ ସୁନାମ ଅର୍ଜନ କରିବାକୁ ଯାଉଛନ୍ତି | ତେବେ ଏହି ଯେଉଁ ବ୍ୟକ୍ତି ଭବିଷ୍ୟ ବାଣୀ କରିଛନ୍ତି ସେ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି ସେ ସୁପରଷ୍ଟାର ରଜନୀକାନ୍ତ ଓ ନରେନ୍ଦ୍ର ମୋଦି ଙ୍କୁ ନେଇ ବି ଭବିଷ୍ୟବାଣୀ କରିଛନ୍ତି |

ଆରାଧ୍ୟ ଙ୍କ ର କ୍ୟାରିୟର ବଲିଉଡ ରେ ନୁହେ

ସୂଚନା ଅନୁସାରେ ଜୋତିଷ ଡାକ୍ତର ଜ୍ଞାନେଶ୍ବର ଙ୍କ ଅନୁସାରେ ଅମିତାଭ ଙ୍କ ର ନାତୁଣୀ ଆରାଧ୍ୟ ବଡ଼ ହେଇ ରାଜନୀତି ରେ ପାଦ ଦେବେ | ଏବଂ ଆରାଧ୍ୟ ଙ୍କ ର ନାମ ପରିବର୍ତନ କରି ଯଦି ତାଙ୍କ ନାମ ରୋହିଣୀ ରଖାଯାଇଥାଏ ତ ସେ ନିଶ୍ଚିତ ଭାବ ରେ ଭାରତ ର ପ୍ରଧାନମନ୍ତ୍ରୀ ବି ହେଇ ପାରନ୍ତି |

ଜୋତିଷଶାସ୍ତ୍ର ଅନୁସାରେ ଆରାଧ୍ୟ ଙ୍କ ର କ୍ୟାରିୟର ବଲିଉଡ ରେ ନୁହେ ରାଜନୀତି ରେ ଭଲ |

ଆହୁରି ବି ଅନେକ ଭବିଷ୍ୟବାଣୀ କରିଥିଲେ ଏହି ଜୋତିଷ

ଏହା ପୂର୍ବ ରୁ ଜ୍ଞାନେଶ୍ବର ରଜନୀକାନ୍ତ ଙ୍କ ବାବଦ ରେ ବି ଭବିଷ୍ୟବାଣୀ କରିଥିଲେ କି ସେ ଆଗାମୀ ଜୀବନ ରେ ରାଜନୀତି ରେ ପାଦ ରଖିବେ |

ସେ ଏହା ବି ଭବିଷ୍ୟବାଣୀ କରିଛନ୍ତି କି ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ପଦବୀ ରେ ବସିବାକୁ ଯାଉଛନ୍ତି | ଏହା ବି ଭବିଷ୍ୟବାଣୀ କରିଛନ୍ତି କି 2024 ରେ ଭାରତ ଓ ପାକିସ୍ତାନ ମଧ୍ୟ ରେ ଯୁଧ୍ୟ ହେଇପାରେ |

ମା ଙ୍କ ର ସ୍ନେହ ରେ ଆରାଧ୍ୟ

ଏହା ତ ସମୟ କହିବ କି ଏହି ଭବିଷ୍ୟବାଣୀ ରେ କେତେ ସତ୍ୟତା ରହିଛି | ବର୍ତମାନ ତ ଆରାଧ୍ୟ ଖୁବ ଛୋଟ ଅଛନ୍ତି ଏବଂ ଐଶ୍ୱର୍ଯ୍ୟ ବି ଅନେକ ସମୟ ରେ ତାଙ୍କ ଝିଅ ଆରାଧ୍ୟ ର ଫୋଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି |

Share Your Views In Comments Below

comments