ନମସ୍କାର ବନ୍ଧୁଗଣ ବାପାଙ୍କୁ ଅଭିନୟ ଶିଖାଉଛନ୍ତି ଭିଓନା ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ କି ସୁଭାସିସ ଶର୍ମାଙ୍କର ଗୋଟିଏ କୁନି ଝିଅ ଜନ୍ମ ହୋଇଛନ୍ତି ଯାହାଙ୍କର ନାଁ ରହିଛି ଭିଓନା ଆଉ ଭିଓନା ଏବେ ସବୁବେଳେ ସୋସିଆଲ ମିଡିଆରେ ବୋହୁତ ଭାଇରାଲ ଅଟନ୍ତି ତାଙ୍କର ସୁନ୍ଦର କାର୍ଯ୍ୟକଳାପ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ଛୋଟ ବେଳରୁ ହିଁ ଭଲ ପାଇବା ଦେଇଛନ୍ତି |
ତେବେ ଗତ ଦିନମାନଙ୍କରେ ଶିଶୁ କଳାକାର ଭାବରେ ଗୋଟିଏ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ଭିଓନା। ତାହେଲେ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ କି ଭିଓନାଙ୍କ ମାଆ ଆନିଶା ଓ ତାଙ୍କ ବାପା ସୁଭାସିସ ଶର୍ମା ଦୁହେଁ ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତ ବାହାଘରର ୪ ବର୍ଷ ପରେ ଭିଓନା ଏବେ ଜନ୍ମ ନେଇଛନ୍ତି ଭିଓନାଙ୍କୁ ଏବେ ପ୍ରାୟ ୨ ବର୍ଷର ବୟସ ହୋଇ ଯାଇଛି ଆଉ ଏହି ୨ ବର୍ଷର ବୟସରେ ମଧ୍ୟ ସୁନ୍ଦର ଅଭିନୟ କରୁଛନ୍ତି |
ଭିଓନା ପିଲାଟି ବେଳରୁ ହିଁ ଅଭିନୟ ପ୍ରତି ତାଙ୍କର ବୋହୁତ ରୁଚି ରହିଛି ଯାହାକି ଆପଣମାନେ ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଦେଖିଥିବେ ତାହେଲେ ଏବେ ନିଜ ବାପାଙ୍କୁ ଅଭିନୟ ସିଖାଉ ଥିବାର ନଜର ଆସିଛନ୍ତି ଭିଓନା ବଡ଼ ହୋଇ ଭିଓନା ଜଣେ ଅଭିନେତ୍ରୀ ହେବେ ବୋଲି ତାଙ୍କ ମାଆ ଆନିଶା କହିଛନ୍ତି ତ ବର୍ତ୍ତମାନ ଆନିଶା ନିଜ କୁନି ଝିଅଙ୍କୁ ସମ୍ଭାଳୁ ଥିବାର ନଜର ଆସିଛନ୍ତି ଆଉ ଓଲିଉଡ ଇଣ୍ଡଷ୍ଟ୍ରିରୁ ସେ ଏବେ ଦୂରରେ ରହିଛନ୍ତି |
ଅନ୍ୟପକ୍ଷରେ ସୁଭାସିସ ଶର୍ମା ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜର କାମ ଜାରି ରଖିଛନ୍ତି ସେ ବୋହୁତ ସାରା ଧାରାବାହିକ ସିନେମା ଓ ୱେବ୍ ସିରିଜ୍ ରେ ଅଭିନୟ କରୁଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନେ ଆନିଶା ଓ ସୁଭାସିସଙ୍କ ଯୋଡିକୁ ତ ପୂର୍ବରୁ ବୋହୁତ ସାରା ସିନେମା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ତାହେଲେ ଆପଣମାନଙ୍କୁ ଆନିଶା ଓ ସୁଭାସିସଙ୍କ ଅଭିନୟ କେମିତି କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।
ବାପାଙ୍କୁ ଏମିତି ଅଭିନୟ ଶିଖେଇଲେ Viyona, ବାପା ସୁଭାଶିଷ ବି ଦେଖିକି ଆଶ୍ଚର୍ଯ୍ୟ ଏ ସବୁ କୋଉଠୁ ଶିଖିଲା…
