12 ବର୍ଷ ସାନ ସ୍ତ୍ରୀ ସହ ସ୍ଵିମିଙ୍ଗ ପୁଲରେ ଏମିତି ରୋମାନ୍ସ କରୁଥିବାର ନଜର ଆସିଲେ ଏହି ଭିଲିଆନ, ଦେଖିଲେ ନିଜକୁ ସମ୍ଭାଳି ପାରିବେ ନାହିଁ ଆପଣ

ବଲିଉଡ ରେ ଯଦି କୌଣସି ଦମଦାର ଖେଳାଳି ଙ୍କ ର ନାମ ଆସିଥାଏ ତ ସେ ହେଲେ ପ୍ରକାଶରାଜ | ପ୍ରକାଶରାଜ ଫିଲ୍ମ ଦୁନିଆ ସହ ଅନେକ ଦିନ ହେବ ଯୋଡିହେଇରହିଛନ୍ତି | ତେବେ ବଲିଉଡ ରେ ତାଙ୍କ ର ପ୍ରଥମ ଫିଲ୍ମ ୱାଣ୍ଟେଡ ଥିଲା | ଏବଂ ତାଙ୍କ ର ଅଭିନୟ ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଥିଲା |

ତେବେ ଆଜିକାଲି ପ୍ରକାଶ ରାଜ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚା ରେ ଅଛନ୍ତି | କାରଣ ବିଗତ କିଛି ଦିନ ତଳେ ସେ ନିଜ ପତ୍ନୀ ଙ୍କ ସହ ମସ୍ତି କରୁଥିବା ର ଫୋଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ | ତେବେ କିଛି ଦର୍ଶକ ତାଙ୍କ ର ମଜାକ ଉଡ଼ାଇଥିଲେ |

କିଛି ଦର୍ଶକ ତ ତାଙ୍କୁ ବୁଢା ବି କହିଥିଲେ ଏବଂ ବୟସ କୁ ନେଇ ଅନେକ କମେନ୍ଟ ବି ଦେଇଥିଲେ ତ ଆଉ ଜଣେ ଦର୍ଶକ କହିଥିଲେ କଣ ସେ ଆପଣ ଙ୍କ ର ଝିଅ କି |

ପ୍ରକାଶ ରାଜ ଦୁଇଟି ବିବାହ କରିଥିଲେ ଏବଂ ତାଙ୍କ ର ପ୍ରଥମ ପତ୍ନୀ ଙ୍କ ନାମ ଲଳିତା ଅଟେ | ସେ 1994 ରେ ତାଙ୍କ ସହ ବିବାହ କରିଥିଲେ କିନ୍ତୁ 2009 ରେ ଦୁହିଁଙ୍କ ର ଛାଡପତ୍ର ହେଇଥିଲା |ତେବେ ପ୍ରକାଶ ରାଜ ଓ ଲଳିତ କୁମାର ଙ୍କ ର ଦୁଇଟି ଝିଅ ମେଘନା ଓ ପୂଜା ଏବଂ ପୁଅ ର ନାମ ସିଂଧୁ ଅଟେ | ସେ 2010 ରେ ନିଜ ପତ୍ନୀ ବର୍ମା ଙ୍କ ସହ ବିବାହ କରିଥିଲା |

ପନି ବର୍ମା ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ରହିଥାନ୍ତି | ଏବଂ ସର୍ବଦା ନିଜ ସ୍ୱାମୀ ଙ୍କ ସହ ସୁନ୍ଦର ସୁନ୍ଦର ଫୋଟୋ ସେୟାର କରିଥାନ୍ତି |

Share Your Views In Comments Below

comments