22 ବର୍ଷ ବୟସରେ 108 କୋଟି ଟଙ୍କାର ମାଲିକ ହେଇଗଲେ କଂଗ୍ରେସ ନେତାଙ୍କର ସୁନ୍ଦରୀ ଝିଅ, ତାପରେ ଯାହା ହେଲା…

ଆଜିକା ସମୟ ରେ ଲୋକେ ଟଙ୍କା ରୋଜଗାର ର କରିବା ର ନିଶା ରେ ଅନେକ ଭୁଲ ପଦକ୍ଷପ ମଧ୍ୟ ନେଇଥାନ୍ତି | ଆଜିକା ସାମାଜିକ ଚଳଣି କୁ ନେଇ ପ୍ରତୋକ କାର୍ଯ୍ୟ ରେ ଟଙ୍କା ର ଅତ୍ୟନ୍ତ ଆବଶ୍ୟକ ରହିଥାଏ | ବିଗତ ଦିନ ରେ କଂଗ୍ରେସ ନେତା ଡିକେ ଶିବକୁମାର ଙ୍କ ର ଝିଅ ଙ୍କ ସହ ଜଡିତ ଏକ ତଥ୍ୟ ପଦାକୁ ଆସିଛି | ଏହି ଯୁବତୀ ଙ୍କ ର ବୟସ 22 ବର୍ଷ ଅଟେ ଏବଂ ସେ 108 କୋଟି ଟଙ୍କା ର ମାଲିକ ଅଟନ୍ତି I ଏତେ ସମ୍ପତି ତାଙ୍କ ପାଖ କୁ କିପରି ଆସଛି ଏହା ର ତଦନ୍ତ ଜାରି ରହିଛି |

22 ବର୍ଷ ବୟସ ରେ 108 କୋଟି ଟଙ୍କା ର ମାଲିକ ଅଟନ୍ତି

କର୍ଣ୍ଣାଟକ ର କଂଗ୍ରେସ ନେତା ଡିକେ ଶିବକୁମାର ଙ୍କ ପରେ ତାଙ୍କ ଝିଅ ଙ୍କ ନାମ ରେ ମଧ୍ୟ ଟଙ୍କା ହେରଫେର ମାମଲା ଲାଗିଛି | ପୂର୍ବରୁ ଡିକେ ଶିବକୁମାର ଙ୍କୁ ଇଡି ଗିରଫ କରିସାରିଛି | ବର୍ତମାନ 13 ସେପ୍ଟେମ୍ବର 2019ରେ ଇଡି ଗିରଫ ରେ ଅଛନ୍ତି | ମିଡ଼ିଆ ରିପୋର୍ଟ ଅନୁସାରେ ଶିବକୁମାର ନିଜ ଝିଅ ନାମ ରେ ଅନେକ କମ୍ପାନୀ ଓ ସେଥିରେ କୋଟି କୋଟି ଟଙ୍କା ର ପୁଞ୍ଜି ନିବେଶ ମଧ୍ୟ କରିଛନ୍ତି | ଐଶ୍ୱର୍ଯ୍ୟ ଙ୍କ ର କେଫେ କଫି ରୁ 20 କୋଟି ର କରଜ ର ହିସାବ ମଧ୍ୟ ଆସିଛି | ତେବେ ଶିବକୁମାର ଙ୍କ ର ମୋଟ 618 କୋଟି ର ସମ୍ପତି ରହିଛି | ସେ ଜଣେ କଂଗ୍ରେସ ର ବରିଷ୍ଠ ନେତା ସହ ଜଣେ କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ ଙ୍କ ର ଜ୍ୱାଇଁ ମଧ୍ୟ ଅଟନ୍ତି | 2017 ରେ ସେ ସିଙ୍ଗାପୁର ମଧ୍ୟ ଯାଇଥିଲେ |

ପ୍ରବର୍ତନ ନିର୍ଦେଶାଳୟ ର ଶିବକୁମାର ଙ୍କ ର ଝିଅ ଐଶ୍ୱର୍ଯ୍ୟଙ୍କୁ ନୋଟିସ ପଠାଯାଇଥିଲା | ଡିକେ ଶିବକୁମାର 1990 ରେ ପ୍ରଥମ ଥର ମନ୍ତ୍ରୀ ହେଇଥିଲେ ଓ କର୍ଣ୍ଣାଟକ ରେ 4 ଅଲଗା ଅଲଗା ପଦବୀ ରେ ମନ୍ତ୍ରୀ ମଧ୍ୟ ଥିଲେ | ଇଡି ତାଙ୍କ ଝିଅକୁ ଜେରା କରିଥିଲା |

ଟ୍ୟାକ୍ସ ରେ ହେରଫେର ଓ ହବାଲା ଡ଼ିଲିଙ୍ଗ ମାମଲା ରେ ଶିବକୁମାର ଙ୍କ ବିରୋଧ ରେ ମାମଲା ରୁଜୁ ହେଇଥିଲା | ନୋଟବଂଦୀ ପରେ ସେ ସରକାର ଙ୍କ ନଜର କୁ ଆସିଥିଲେ | 2017 ରେ ତାଙ୍କ ଘରୁ 8.59 କୋଟିର କ୍ୟାସ ଜବତ କରାଯାଇଥିଲା | ଏବଂ ଧୀରେ ଧୀରେ ସେ ସେ ନିଜ ର ଭୁଲ ର ପୁନରାବୃତି ମଧ୍ୟ କରିଥିଲେ |

Share Your Views In Comments Below

comments