ନମସ୍କାର ବନ୍ଧୁଗଣ ଆଜି ହେଉଛି ଓଡ଼ିଆ ଫିଲ୍ମ ଜଗତର ଚୁଲୁବୁଲି ନାୟିକାଙ୍କ ଜନ୍ମଦିନ ତଥା ଆଜି ହେଉଛି ଓଲିଉଡର ଜବରଦସ୍ତ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ତେବେ ତାଙ୍କ ଜନ୍ମଦିନରେ ଆଜି ଅନୁଭବ ମହାନ୍ତି ତାଙ୍କୁ କଣ ଗିଫ୍ଟ ଦେଲେ ଆସନ୍ତୁ ଜାଣିବା।
ଦର୍ଶକ ବନ୍ଧୁ ଆଜି ହେଉଛି ଓଲିଉଡର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ଆଉ ତାଙ୍କ ଜନ୍ମଦିନରେ ତାଙ୍କର ଅନେକ ଫ୍ୟାନମାନେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଛା ଜଣାଇଛନ୍ତି | ଆଉ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ତେବେ ଅନୁଭବ ମହାନ୍ତି ମଧ୍ୟ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଛା ଜଣାଇଛନ୍ତି |
ତେବେ ଆପଣମାନେ ସମସ୍ତେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ କଳି ବିଷୟରେ ତ ନିଶ୍ଚିତ ଭାବରେ ଜାଣିଥିବେ ତାଙ୍କର ଡେଲି କିଛି ନୂଆ ନୂଆ ଖବର ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ପ୍ରକାଶ ପାଉଛି |
କିନ୍ତୁ ଆପଣମାନେ ଜାଣିଛନ୍ତି କି ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନରେ ଅନୁଭବ ମହାନ୍ତି କଣ କହିଛନ୍ତି ତେବେ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନରେ ଅନୁଭବ ମହାନ୍ତି ତାଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟ୍ ରେ ଶୁଭେଛା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ସେ ଲେଖିଛନ୍ତି କି ବର୍ଷା ପ୍ରିୟଦର୍ଶିନୀ ସବୁବେଳେ ଖୁସିରେ ରୁହନ୍ତୁ |
ସେ ଜଣେ ପରିଶ୍ରମୀ ଝିଅ ଯିଏକି ନିଜ ଗୋଡରେ ଏତେ ବାଟ ଆସି ପାରିଛି ତେବେ ତାଙ୍କ ଜନ୍ମଦିନରେ ମୁଁ ତାଙ୍କ ଦୀର୍ଘାୟୁ କାମନା କରିଛୁ ଏବଂ ସେ ଆଗକୁ ଆହୁରି ନାଁ କମାନ୍ତୁ ତେବେ ଏହା ଲେଖି ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଏତେ ସମ୍ମାନ ଦିଅନ୍ତି ତେବେ କଣ ପାଇଁ ତାଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଚାହୁଁଛନ୍ତି।
ବର୍ଷାଙ୍କ ଜନ୍ମ ଦିନରେ ଅନୁଭବ ଦେଲେ ଏମିତି Bada ଉପହାର… ଦେଖିକି ସମସ୍ତେ ଚମକି ପଡିଲେ, ଏମିତି କେମିତି ହେଲା
