ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଖାଇଥାନ୍ତି ଏପରି ଖାଦ୍ୟ… ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ…

ମୁକେଶ ଅମ୍ବାନୀ ଭାରତ ର ଜଣେ ସବୁଠାରୁ ଅଧିକ ଧନୀ ବ୍ୟକ୍ତି ଙ୍କ ଶୁଚି ରେ ପ୍ରଥମ ରେ ଅଛନ୍ତି | ଆପଣ ଭାବୁଥିବେ ମୁକେଶ ଅମ୍ବାନୀ ଏତେ ଅରବ ଟଙ୍କା ର ମାଲିକ ହେଇ ବିଳାସପୁର୍ଣ ଜୀବନ ଅତିବାହିତ କରୁଥିବେ | ତେବେ ଆଜି ଚାଲନ୍ତୁ ଜାଣିବା ମୁକେଶ ଅମ୍ବାନୀ ଙ୍କ ର ଖାଦ୍ୟ ବିଷୟ ରେ |

ଖାସକରୀକି ଡାଲି ଭାତ , ରୁଟି ଆଦି ସେ ଖାଇବାକୁ ପସନ୍ଦ କରିଥାନ୍ତି | ମୁକେଶ ଅମ୍ବାନୀ ଖୁବ ସାଧାସିଧା ଖାଇବାକୁ ପସନ୍ଦ କରିଥାନ୍ତି | ତାଙ୍କ ଘର ପାଖ ରେ ଏକ ଖାଇବା ଷ୍ଟଲ ମଧ୍ୟ ଅଛି , ଯେତେବେଳେ ମଧ୍ୟ ମୁକେଶ ଅମ୍ବାନୀ ଙ୍କ ର ମନ ହେଇଥାଏ ସେତେବେଳେ ସେ ସେହି ରାସ୍ତା କଡ଼ ରେ ଥିବା ଷ୍ଟଲ ରେ କୋଲାବ ଚାଟ ଯାଇ ଖାଇଥାନ୍ତି | ସପ୍ତାହ କୁ ଗୋଟେ ଥର ମୁକେଶ ଅମ୍ବାନୀ ସେଠାରେ ଚାଟ ଖାଇଥାନ୍ତି | ଏତେ ଧନୀ ବ୍ୟକ୍ତି ହେଇ ମଧ୍ୟ ତାଙ୍କ ଘର ଏନ୍ଟିଲୀୟ କୁ ଆସୁଥିବା ଅତିଥି ଙ୍କୁ ମୁକେଶ ଅମ୍ବାନୀ ନିଜେ ସ୍ୱାଗତ କରିଥାନ୍ତି | ଏବଂ ସେହି ଗେଷ୍ଟ ଙ୍କ ପସନ୍ଦ ଅନୁସାରେ ହିଁ ଖାଦ୍ୟ ରୋଷେଇ ହେଇଥାଏ |

ମୁକେଶ ଅମ୍ବାନୀ ଙ୍କୁ ନିତା ଅମ୍ବାନୀ ଙ୍କ ର କ୍ଲାସିକାଲ ଡ୍ୟାନ୍ସ ବହୁତ ପସନ୍ଦ ଅଟେ | ଖାଲି ସମୟ ରେ ନିତା ଅମ୍ବାନୀ ଡ୍ୟାନ୍ସ କରିଥାନ୍ତି ଓ ମୁକେଶ ଅମ୍ବାନୀ ଙ୍କ ର ମନୋରଞ୍ଜନ କରିଥାନ୍ତି | ଖାଲି ସେତିକି ନୁହେ ମୁକେଶ ଅମ୍ବାନୀ ନିଜ ଜନ୍ମ ଦିନ ପାଳନ କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ | ଘରେ ଅନେକ ସମୟ ରେ ପୂଜା ଆଦିର ଆୟୋଜନ ମଧ୍ୟ ହେଇଥାଏ |

ମୁକେଶ ଅମ୍ବାନୀ ଙ୍କୁ ବ୍ରିଟେନ କାର ବହୁତ ପସନ୍ଦ ଅଟେ | ସେ ସର୍ବଦା ବେଟଲେ ଓ ମେବେକ ପରି କାର ରଖିବାକୁ ପସନ୍ଦ କରିଥାନ୍ତି | ମୁକେଶ ଅମ୍ବାନୀ ଙ୍କ ପାଖ ରେ ଅନେକ ଲଜ୍ଜରି କାର ରହିଛି | 2 ଗୋଟି ରଲସ ,ରୟଲସ 1 ମେବେଞ୍ଚ 62 , ଲମବର୍ଗଇନି କ୍ୟୁ 7, ମାର୍ସିଦିଜ ଏସ କ୍ଲାସ ଓ ମାର୍ସିଦିଜ ଏସଏଲ 500 ପରି ଦାମୀ କାର ତାଙ୍କ ପାଖ ରେ ରହିଛି | ମୁକେଶ ଅମ୍ବାନୀ ଆଇଆଇଟି ର ପ୍ରବେଶିକା ପରୀକ୍ଷ ମଧ୍ୟ ପାସ କରିଥିଲେ | କିନ୍ତୁ ସେ ମୁମ୍ବାଇ ଛାଡି ଡେଭଲପ୍ମେଣ୍ଟ ଅଫ କେମିକାଲ ଟେକ୍ନୋଲୋଜି ରେ ନିଜ ସାଙ୍ଗ ଙ୍କ ସହ ଆଡ଼ମିସନ ନେଇଥିଲେ |

ମୁକେଶ ଅମ୍ବାନୀ ଅନେକ ବର୍ଷ ପର୍ଯ୍ୟନ୍ତ ନିଜ ପିଲା ଙ୍କ ର ସ୍କୁଲ ସମୟ ରେ ପକେଟ ଖର୍ଚ୍ଚ 5 ଟଙ୍କା ହିଁ ଦେଉଥିଲେ | ମୁକେଶ ଅମ୍ବାନୀ ଙ୍କ ର କହିବା ଅନୁସାରେ ପିଲା ଙ୍କୁ ଟଙ୍କା ଦେବା ପରିବର୍ତେ ତାଙ୍କ ର ଆବଶ୍ୟକତା କୁ ପୁରା କର | ମୁକେଶ ଅମ୍ବାନୀ ଙ୍କ ର ଦାମୀ ଡ୍ରେସ ର ମଧ୍ୟ ସଉକ ନାହିଁ | ସେ ସର୍ବଦା ଏକ ଧଳା ସାର୍ଟ ଓ ଏକ ଡାର୍କ ରଙ୍ଗ ର ପ୍ୟାଣ୍ଟ ପିନ୍ଧିଥାନ୍ତି | ସେ ସାକାହାରୀ ଭୋଜନ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି |

Share Your Views In Comments Below

comments