ଭାଇ-ଭଉଣୀ ମନ୍ଦିରରେ କରିଦେଲେ ବିବାହ, କହିଲେ ଭାଇର ଛୁଆର ମା ହେବାକୁ ଯାଉଛି, କହିଲେ ସେଇ ରାତିର ପୁରା ଘଟଣା

ଦୁନିଆ ବହୁତ ବଡ଼ ଏବଂ ପ୍ରତୋକ ଦିନ ଆମେ କିଛି ନା କିଛି ଶୁଣିବାକୁ ପାଇଥାଉ | ଯେଉଁଥିରେ ଆଜିକାଲି ବଳାତ୍କାର ଘଟଣା ମାନ ଦିନ କୁ ଦିନ ବଢିବା ରେ ଲାଗିଛି | ପ୍ରତୋକ ଦିନ କେହି ନା କେହି ବଳାତ୍କାର ର ଶିକାର ହେଇଥାନ୍ତି |

ଆଜି ଆମେ ଆପଣ ଙ୍କୁ ଏକ ଏପରି ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ସମ୍ପର୍କ ରେ କେବେ ବି ଚିନ୍ତା କରି ନ ଥିବେ | ଏହା ଏକ ଲଜ୍ୟାକର ଘଟଣା ଅଟେ | ଏଠାରେ ଜଣେ ଭାଇ ତାଙ୍କ ଭଉଣୀ ଙ୍କ ସହ ଅନେକ ବର୍ଷ ପର୍ଯ୍ୟନ୍ତ ସମ୍ବନ୍ଧ ରଖିଥିଲେ | ଏପରି ଯେତେବେଳେ ଯୁବତୀ ତାଙ୍କ ପିଲା ର ମା ହେବାକୁ ବସିଲେ ତ ଏହି କଥା କୁ ଯୁବତୀ ଉକ୍ତ ଯୁବକ ଙ୍କୁ ଜଣାଇଥିଲେ |

ପୁଅ ଝିଅ ଉଭୟ ଙ୍କୁ ଶପଥ କରିଥିଲେ ଜୀବନସାରା ବିବାହ କରି ଏକାଠି ରହିବେ ବୋଲି | ଏହି କାରଣ ରୁ ଦୁହେଁ ଘରୁ ଫେରାର ହେଇଯାଇଥିଲେ | ଯୁବତୀ ଘରୁ ପଳାଇବା ପରେ ତାଙ୍କ ଘର ଲୋକେ ଥାନା ରେ ଏକ ଏତଲା ଦେଇଥିଲେ ଏବଂ ପୋଲିସ ଦୁହିଁଙ୍କ ର ଗିରଫ କରିବାକୁ ସନ୍ଧାନ ଆରମ୍ଭ କରିଥିଲା | ଏହା ପରେ ଦୁହେଁ ଥାନା ରେ ଯାଇ ଆତ୍ମସମର୍ପଣ କରିଥିଲେ |

ଯୁବତୀ ଥାନା ରେ ପହଂଚି କହିଥିଲେ ଏ ମୋର ଭାଇ ନୁହେଁ ଏ ମୋର ସ୍ୱାମୀ | ଏପରି କଥା ଯୁବତୀ ଙ୍କ ର ମୁହଁ ରୁ ଶୁଣି ପୋଲିସ କର୍ମୀ ଙ୍କ ର ବି ହୋସ ଉଡିଯାଇଥିଲା | ତେବେ ସେଠାରେ ଉପସ୍ଥିତ ଗାଁ ଲୋକେ ଏହି ସମ୍ପର୍କ କୁ କଳଙ୍କିତ କହି ଗ୍ରହଣ କରି ନ ଥିଲେ | ଯୁବତୀ ଙ୍କ ର ବୟାନ ଅନୁସାରେ ଦୁହିଁଙ୍କ ମଧ୍ୟ ରେ ଅନେକ ବର୍ଷ ରୁ ସମ୍ପର୍କ ଚାଲିଥିଲା ଏବଂ ଯୁବତୀ ଯେତେବେଳେ ଜାଣିପାରିଲେ ସେ ତାଙ୍କ ପିଲା ର ମା ହେବାକୁ ଯାଉଛନ୍ତି ତ ଦୁହେଁ ବିବାହ କରିଥିଲେ |

ଏହି କାରଣ ରୁ ସେ ଦୁହେଁ ଘରୁ ଚାଲିଯାଇ ବିବାହ କରିଥିଲେ | ଭଗବାନ ଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ | ତେବେ ଏହା ପରେ ଯୁବତୀ ଙ୍କ ର ପତି ଅର୍ଥାତ ତାଙ୍କ ଭାଇ ଙ୍କୁ ଗିରଫ କରାଯାଇଛି |ଏବଂ ପୋଲିସ ର କହିବା ଅନୁସାରେ ଯୁବତୀ ଙ୍କ ର ପିତା ତାଙ୍କ ଝିଅ ଅପହରଣ ର ମାମଲା ରୁଜୁ କରିଥିଲେ ଏହି ଆଧାର ରେ ସେ ଯୁବକ ଙ୍କୁ ଗିରଫ କରିଛନ୍ତି |

ବର୍ତମାନ ସମୟ ରେ ଯୁବକ ଙ୍କୁ ଗିରଫ କରାଯାଇଛି ଓ ଯୁବତୀ ଙ୍କୁ କୋର୍ଟ ରେ ହାଜିର କରାଯାଇଛି | କୋର୍ଟ ର ଆଦେଶ ଅନୁସାରେ ଦୁହିଁଙ୍କ ର ବିଚାର କରାଯିବ | ଗ୍ରାମବାସୀ ଏହି ସମ୍ପର୍କ କୁ ଗ୍ରହଣ କରିନାହାନ୍ତି | ଏବଂ ଗାଁ ରେ ରଖିବାକୁ ବି ମନା କରିଛନ୍ତି | ଏ ଦୁହେଁ ଗ୍ରାମ ରେ ରହିଲେ ତାଙ୍କ ପରିବେଶ ରେ ଏହା ର ଖରାପ ପ୍ରଭାବ ପଡିବ |

Share Your Views In Comments Below

comments