ରାତି ଭାରି ପାଗଳଙ୍କ ପରି ଗାତ ଖୋଲୁଥିଲା ହାତୀ, ସକାଳୁ ଲୋକେ ପାଖକୁ ଯାଇ ଦେଖିଲେ ତ କାନ୍ଦି ପକାଇଲେ…

ମା କୁ ଭଗବାନ ଙ୍କ ର ଦ୍ୱିତୀୟ ଅବତାର ବୋଲି କୁହାଯାଇଥାଏ | ପୃଥିବୀ ରେ ଭଗବାନ ସବୁ ସମୟ ରେ ନ ଥାନ୍ତି | ଅନେକ ସମୟ ରେ ଆପଣ ଦେଖିଥିବେ କି ଯେତେବେଳେ ପିଲାଟି ଉପରେ କୌଣସି ବିପତି ଆସିଥାଏ ତ ମା ପିଲାଟି ର ରକ୍ଷା କରିଥାଏ | ଏପରି ସହାୟତା ଆପଣ ମଣିଷ ପାଖ ରେ ଯେପରି ଦେଖିବେ ଏକ ଜୀବଟି ପାଖ ରେ ଦେଖିବାକୁ ପାଇବେ | ମା ର ମମତା ଏହି ହାତୀ ଟି ର ଏପରି କାମ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି |

ପିଲାଟି କୁ ଉଦ୍ଧାର କରିବାକୁ 11 ଘଣ୍ଟା ମାଟି ଖୋଲିବା ରେ ଲାଗିଥିଲା ଏହି ହାତୀଆଜିକାଲି ଏକ ହାତୀ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି | ଏହି ହାତୀ ଟି ଗାତ ରେ ପଡ଼ିଯାଇଥିବା ନିଜେ ପିଲାଙ୍କୁ ଉଦ୍ଧାର କରିବାକୁ ମାଟି ଖୋଲୁଥିଲା | ଛୁଆ ହାତୀ ଟି ଏକ ବଡ଼ ଗାତ ରେ ପଡିଯାଇଥିଲା ଏବଂ ପିଲାଟି କୁ ଉଦ୍ଧାର କରିବାକୁ ହାତୀ ଖୁବ ପ୍ରୟାସ କରିଥିଲା | ଏପରି କି ଲଗାତାର 11 ଘଣ୍ଟା ପର୍ଯ୍ୟନ୍ତ ସେ ସେଠାରେ ମାଟି ଖୋଲିଥିଲା |

ହାତୀ ର ପାଟି ଶୁଣି ଗ୍ରାମବାସୀ ସେଠାରେ ପହଁଚିଲେ | ରାତି ସମୟ ରେ ଜଙ୍ଗଲ ପାର ହେବା ସମୟ ରେ ହିଁ ଛୁଆ ହାତୀ ଟି ଗତ ରେ ପଡିଯାଇଥିଲା | ହାତୀ ପିଲାଟି କୁ ବାହାର କରିବାକୁ ଅନେକ ସଂଘର୍ଷ କରିଥିଲା କିନ୍ତୁ ସଫଳ ହେଇ ନ ଥିଲା | କିନ୍ତୁ ଏସ ହାର ବି ମାନି ନ ଥିଲା | କିଛି ଗ୍ରାମବାସୀ ସାହସ କରି ସେଠାକୁ ଯାଇଥିଲେ ତ ଦେଖିବାକୁ ପାଇଲେ ଗାତ ରେ ଏକ ଛୁଆ ହାତୀ ଟି ପଡିଯାଇଛି |

ହାତୀ ର ଏପରି ଅସୁବିଧା ଦେଖି ଲୋକେ କରିଲେ ସହାୟତାହାତୀ ବ୍ୟସ୍ତତା ର ସହ ନିଜ ପିଲାଟି ଉପରେ ଆହୁରି ମାଟି ପକାଉଥିଲା ଏବଂ ଛୁଆ ହାତୀ ଟି ଅଧିକ ପଙ୍କ ରେ ପଶିଯାଇଥିଲା ଏହା ଦେଖି ଗ୍ରାମବାସୀ ଏକ ଯୋଜନା ପ୍ରସ୍ତୁତ କରିଥିଲେ | ରାତି ସାରା ମାଟି ଖୋଲି ଥକିପଡ଼ିଥିଲା ତ ଗ୍ରାମସବସି ମାନେ ଯେତେବେଳେ କଦଳୀ କିଛି ନେଇ ସେଠାକୁ ଯାଇଥିଲେ ତ ଏହା ଦେଖି ହାତୀ ତାଙ୍କ ପଛେ ପଛେ ଯାଇଥିଲା I ଏବଂ ଅନ୍ୟପଟେ ଗ୍ରାମବାସୀ ହାତୀ ଛୁଆ କୁ ବାହାର କରିବାକୁ ପ୍ରୟାସ କରିଥିଲେ ଏବଂ ଗାତ ରୁ ବାହାର ବି କରିଦେଇଥିଲେ | ଏହା ପରେ ହାତୀ ସେଠାକୁ ଆସି ବେଶ ଖୁସି ହେଇଯାଇଥିଲା ଏବଂ ନିଜ ଛୁଆ କୁ ନେଇ ଜଙ୍ଗଲ କୁ ଚାଲିଯାଇଥିଲା |

ତେବେ ଆପଣ ବି ଏଠାରେ ଦେଖିଲେ ତ କିପରି ଯିବ ହେଲେ ବି ସେ ନିଜ ଛୁଆ ର ଅସମୟ ରେ କିପରି ସହାୟତା ପାଁଇ ବ୍ୟାକୁଳ ହେଇଉଠିଥାଏ |

Share Your Views In Comments Below

comments