ବାପା ନିଜ ଝିଅ ବାହାଘର କାର୍ଡରେ ଲେଖିଦେଲେ ଏପରି କିଛି କି, ଜୀଏବି ପଢିଲା ରହିଗଲା ସ୍ତବ୍ଦ… Zoom କରି ଦେଖନ୍ତୁ

ସାଧାରଣ ଭାବ ରେ ବିବାହ କାର୍ଡ ସମସ୍ତଙ୍କ ର ଏକାପରି ହିଁ ରହିଥାଏ ଏବଂ ଏହି କାର୍ଡ ରେ ଦୁଲହ ଦୁଲହନ ଙ୍କ ର ନାମ ଓ ଠିକଣା ଆଦି ଉଲେଖ ରହିଥାଏ | ଆଜି କିନ୍ତୁ ଆମେ ଯେଉଁ ବିବାହ କାର୍ଡ ବିଷୟ ରେ କହିବାକୁ ଯାଉଛୁ ସେହି ବିବାହ କାର୍ଡ ରେ ଏପରି କିଛି ଉଲେଖ ରହିଛି ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ |

ବର୍ତମାନ ସମୟ ରେ ବିବାହ ରେ ଲୋକେ କିଛି ଭିର୍ନ ଧରଣ ର କରିବାକୁ ଚାହିଁଥାନ୍ତି | ଲୋକେ ଡେଷ୍ଟିନେସନ ବିବାହ ରୁ ନେଇ ଡ୍ରେସିଂ ପର୍ଯ୍ୟନ୍ତ ଅନେକ କିଛି କୁ ଧ୍ୟାନ ଦେଇଥାନ୍ତି | ତେବେ ବିଗତ କିଛି ଦିନ ହେବ ୟୁପି ରେ ଏକ ବିବାହ କାର୍ଡ ବେଶ ଚର୍ଚା ରେ ରହିଛି |

ୟୁପି ର କଣ୍ଣେଜ ଜିଲ୍ଲା ରେ ଜଣେ ପିତା ନିଜ ଝିଅ ବିବାହ କାର୍ଡ ରେ କିଛି ଆବଶ୍ୟକ ସୂଚନା ଲେଖିଛନ୍ତି | କଣ୍ଣେଜ ର ତାଳଗ୍ରାମ ରେ ଜଣେ ଯୁବତୀ ଙ୍କର ପିତା ଯିଏ କି ଜଣେ ଚାଷୀ ନିଜ ଝିଅ ବିବାହ ରେ କିଛି ଏପରି ସମାଜର ଲୋକ ଙ୍କୁ ସନ୍ଦେଶ ଦେଇଥିଲେ | ବିବାହ କାର୍ଡ ରେ ଉଲେଖ ରହିଛି – ମଦ୍ୟପାନ କରି ବିବାହ କୁ ଆସିବା ମନା | ଜଣେ ଚାଷୀ ଭାବ ରେ ଏପରି କିଛି ସନ୍ଦେଶ ଦେଇ ଲୋକ ଙ୍କୁ ଜାଗୃତ କରିଛନ୍ତି | ଏବଂ ବିବାହ କାର୍ଡ ଟି ବେଶ ଚର୍ଚା ରେ ରହିଛି |

କଣ୍ଣେଜ ର ତାଳଗ୍ରାମ ରେ ଅବଧେସ ଚନ୍ଦ୍ର ଙ୍କ କହିବା ଅନୁସାରେ ତାଙ୍କ ଝିଅ ବିବାହ କାର୍ଡ ରେ ସେ ଏପରି ଲେଖିବା ର କାରଣ ଏହା କି ଅଧିକାଂଶ ଲୋକେ ବିବାହ ସମାରୋହ କୁ ମଦ୍ୟପାନ କରି ଆସି ନାନା ସମସ୍ୟା ସୃଷ୍ଟି କରିଥାନ୍ତି |

ଏପରି ପଦକ୍ଷପ କୁ ନେଇ ସବୁ ଲୋକେ ଅବଧେସ ଚନ୍ଦ୍ର ଙ୍କ ର ପ୍ରଶଂସା କରିଛନ୍ତି | ଯଦି ସବୁ ଲୋକ ଙ୍କ ର ଏପରି ଚିନ୍ତାଧାରା ଆସିବ ତେବେ ଆଗାମୀ ସମୟ ରେ ସମାଜ ରେ ଏକ ନୂତନ ପରିବର୍ତନ ନିଶ୍ଚିତ ରୂପେ ଦେଖିବାକୁ ମିଳିବ |

Share Your Views In Comments Below

comments