ଭାରତର ଏକମାତ୍ର ଏମିତି ବ୍ୟାଙ୍କ ଯେଉଁଠାରେ ଲାଗେ ନାହିଁ ତାଲା, ଭଗବାନ ଙ୍କର ଚମତ୍କାର ଆଗରେ RBI କୁ ବଦଳେଇବା ପାଇଁ ପଡିଲା ନିୟମ

ମହାରାଷ୍ଟ୍ର ର ସିଗନ୍ରପୁର ରେ କୌଣସି ବି ଘର ହେଉ କି ଦୋକାନ କାହାରି ଘରେ ତାଲା ଲାଗି ନ ଥାଏ | ସବୁ କବାଟ ପାଖ ରେ କେବଳ ଚଉକାଠ ରହିଛି କିନ୍ତୁ କବାଟ ନାହିଁ | ଏପରି କି ସେଠାରେ ଥିବା ବ୍ୟାଙ୍କ ରେ ବି ତାଲା ପଡି ନ ଥାଏ |

ଦିନ , ରାତି କିମ୍ଭା କୌଣସି ଛୁଟି ଦିନ କେବେ ବି ଏଠାରେ ତାଲା ପଡି ନ ଥାଏ | ଏଠାରେ ଚୋରି ହେବାର କୌଣସି ବି ଭୟ ନ ଥାଏ |

ବ୍ୟାଙ୍କ କର୍ମଚାରୀ ଙ୍କୁ ଥିଲା ଚୋରିର ଡର
ଦେଶ ରେ ଏହା ଏକମାତ୍ର ୟୁକୋ ବ୍ୟାଙ୍କ ର ବରଂ ଯାହା କି କେବେ ତାଲା ପଡି ନ ଥାଏ | ଏଠାରେ ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ଏକ ଛୋଟ ଗ୍ରାମ ରହିଛି ସିଙ୍ଗଣପୁର | ଏହି ବ୍ୟାଙ୍କ ର ଦୁଆର ର ରହିଛି କିନ୍ତୁ ଏହା କେବେ ବି ଚାବି ପଡି ନ ଥାଏ | ବ୍ୟାଙ୍କ ର କେବଳ କାଚ ଗେଟ ଲାଗିଥାଏ |

ଲୋକ ଙ୍କ ର ମାନ୍ୟତା ଅନୁସାରେ ଭଗବାନ ଙ୍କ ର ଏଠାରେ ଅସୀମ କୃପା ରହିଛି | ଏହି ଅଂଚଳ ର ଏପରି ମାନ୍ୟତା ରହିଛି କି କେହି ଯଦି ଚୋରି କରିବାକୁ ଚେଷ୍ଟା କରିଥାନ୍ତି ସେମାନେ ଅନ୍ଧ ହେଇଯାଇଥାନ୍ତି | ସିଙ୍ଗଣପୁର ର 15 କିମି ଅଂଚଳ ରେ କୌଣସି ବି ଲୋକ ଙ୍କ ର ଚୋରି ଭୟ ନ ଥାଏ |

ସରକାର ଓ ରିଜରବ ବ୍ୟାଙ୍କ ର ନିୟମ
ଏହି ଅଂଚଳ ରେ କୌଣସି ବି ଗେଟ ରେ ତାଲା ପଡି ନ ଥିବା ରୁ 2011 ପୂର୍ବ ରୁ କୌଣସି ବି ବ୍ୟାଙ୍କ ଏଠାରେ ବ୍ରାଞ୍ଚ ଖୋଳୁ ନ ଥିଲା | ସୁରକ୍ଷ୍ୟା ଦୃଷ୍ଟି ରୁ ସରକାର ଚିନ୍ତା ରେ ରହୁଥିଲେ କିନ୍ତୁ DGP ଓ RBI ର ସିନିୟର ଅଫିସର ଙ୍କ କହିବା ଅନୁସାରେ 2011 ରେ ୟୁକୋ ବ୍ୟାଙ୍କ ଏଠାରେ ବ୍ରାଞ୍ଚ ଖୋଲିଥିଲେ |

ଲୋକେ ବ୍ୟାଙ୍କ ରେ ତାଲା ପକାଇବାକୁ ରାଜି ନ ଥିଲେ
ଏହି ଅଂଚଳ ରେ ରହୁଥିଲେ ଲୋକେ ତାଲା ନ ପକାଇବା କୁ ନିଷ୍ପତି ନେଇଥିଲେ କିନ୍ତୁ ଏହା କୁ ନେଇ ସରକାର ଓ RBI ରାଜି ନ ଥିଲେ | ଆରମ୍ଭ ରୁ କିଛି କର୍ମଚାରୀ ଏହା କୁ ନେଇ ଦରିଥିଲେ |

ଧୀରେ ଧୀରେ ଏହି ସବୁ ସିକ୍ୟୁରିଟି ବାହାର କରାଯାଇଥିଲା | ବ୍ୟାଙ୍କ ର କେବଳ ଗ୍ଲାସ ଡୋର ହିଁ ରହିଛି | ଯେପରି କୌଣସି ଜୀବ ଜନ୍ତୁ ଭିତରକୁ ନ ଆସିବେ | ଯେତେ ବି ଟଙ୍କା ରଖନ୍ତୁ ନା କାହିଁକି ବ୍ୟାଙ୍କ ରୁ କେବେ ଚୋରି ହେଇ ନ ଥାଏ |

Share Your Views In Comments Below

comments