ଭଡୁଆ ପ୍ରଯୋଜକଙ୍କ ପାଖରେ ନ ଶୋଇଲେ କାମ ମିଳିବନି… ଏମିତି ଖୋଲିକି ସବୁ କହିଲେ Nisa ମହାରଣା

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଅଭିନୟ ଫଳ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି। ଏହି ଅଭିନୟ ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି । ଅନେକ ପରିଶ୍ରମ କରିବା ପରେ ବର୍ତ୍ତମାନ ସମୟ ରେ ସେ ଲୋକ ପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ସମୟ ରେ କିଛି ଲୋକ ପ୍ରିୟ କଳାକାରଙ୍କୁ ଆଉ ସେତେ ପରିଶ୍ରମ କରିବା କୁ ପଡୁ ନାହିଁ |

ଲୋକ ପ୍ରିୟ ହେବା ପାଇଁ କାରଣ ସମାଜ କୁ କୁ ଯେଉଁ ନୃତ୍ୟ ପରିବେଷଣ ର ପ୍ରଭାବ ପଡ଼ିବ ଅର୍ଥାତ୍ ଅଶ୍ଳୀଳ ନୃତ୍ୟ ଦେଖାଇ ଲୋକ ପ୍ରିୟ ହେଉଛନ୍ତି ଯାହାକି ସମାଜ ଉପରେ ପ୍ରଭାବ ପଡିଥାଏ । କିଛି ଯୁବତୀ ମାନେ ନିଜକୁ ଆଇଟମ ନାଚ ବାଲି ଭାବି ଏହି ନୃତ୍ୟ ପରିବେଷଣ କରୁଛନ୍ତି । ଏହାକୁ ଦର୍ଶକ ମାନେ ମଧ୍ୟ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି|

ବର୍ତ୍ତମାନ ସମୟ ରେ ଯେତେବେଳେ ଅଶ୍ଳୀ-ଳ ନୃତ୍ୟ ବିଷୟ ଆଲୋଚନା ହେଉଛି ତେବେ ତାକୁ ସମସ୍ତେ ନିନ୍ଦା କରୁଛନ୍ତି ତଥାପି ଏହା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି । ବର୍ତ୍ତମାନ ସମୟ ରେ ସମସ୍ତେ ନିଶା ମହାରଣା ଙ୍କ ନୃତ୍ୟ ଦେଖିବାକୁ ପସନ୍ଦ କରନ୍ତି । ନିଶା ମହାରଣା ଙ୍କ ସମସ୍ତେ ବିରୋଧ କରିଥିଲେ ମଧ୍ୟ ତାଙ୍କ ନୃତ୍ୟ ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି । ଏହି ଲୋକ ପ୍ରିୟ ଅଭିନେତ୍ରୀ ଙ୍କୁ ଷ୍ଟେଜ ରେ ଦର୍ଶକ ମାନେ ନ ଦେଖିଲେ ହଂଗାମା କରୁଛନ୍ତି ।

ନିଶା ମହାରଣା ନିଜ ନୃତ୍ୟ ପାଇଁ ଆଜି ମହଙ୍ଗା ହୋଇଛନ୍ତି । ଆଇଟମ ନୃତ୍ୟ ପରିବେଷଣ କରି ଆଜି ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଅନେକ ଷ୍ଟେଜ ସୋ ରେ ନଜର ଆସିଛନ୍ତି । ବର୍ତ୍ତମାନ ସମୟ ରେ ନିଶା ମହାରଣା ଙ୍କୁ ଅନେକ ଧାରାବାହିକ ରେ ଅଭିନୟ କରିବା ର ସୁଯୋଗ ଆସିଛି ।

ବର୍ତ୍ତମାନ ସମୟ ରେ ସେ ନିଜ କାର୍ଯ୍ୟ ରେ ବ୍ୟସ୍ତ ଥିବାରୁ , ଧାରାବାହିକ ରେ ଅଭିନୟ କରିବେ ନାହିଁ କି ସେ କୌଣସି ପ୍ରଯୋଜକ ଙ୍କ ସହ ରାତି ରେ ଶୋଇବେ ନାହିଁ ବୋଲି ସିଧା ସଳଖ ଗଣ ମାଧ୍ୟମ ନିକଟ ରେ କହିଛନ୍ତ ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।

Share Your Views In Comments Below

comments