ବିବାହର 6 ବର୍ଷ ପରେବି ସ୍ୱାମୀ ଏକ ସନ୍ତାନ ଦେଇ ପାରିଲେ ନାହିଁ ତ ପତ୍ନୀ ରାଗିଯାଇ କରିଲେ ଏପରି କାମ କି ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବା

ପ୍ରତୋକ ମହିଳା ବିବାହ ପରେ ମା ହେବା ର ସ୍ବପ୍ନ ଦେଖିଥାନ୍ତି | କିଛି ଲୋକେ ତ ପୂର୍ବ ରୁ ହିଁ ତାଙ୍କ ପିଲା ଙ୍କ ର ନାମ କଣ ଦେବେ ଏହା ନିଷ୍ପତି ନେଇଥାନ୍ତି | କିନ୍ତୁ ଅନେକ ସମୟ ରେ ବି ଏପରି କିଛି ସମସ୍ୟା ଉପୁଜିଥାଏ ଯାହା ଦ୍ୱାରା କି ମହିଳା ମାନେ ମା ହେଇ ପାରନ୍ତି ନାହିଁ | ଅନେକ କିଛି ମହିଳା ତ ନିଜ ର ଶାରୀରିକ ଦୁର୍ବଳତା କାରଣ ରୁ ମା ହେଇ ପାରନ୍ତି ନାହିଁ |

ଆପଣ ଏପରି ଅନେକ ଘଟଣା ମଧ୍ୟ ଶୁଣିଥିବେ କି ଜଣେ ମହିଳା ଯଦି ମା ହେଇ ପାରନ୍ତି ନାହିଁ ତ ତାଙ୍କ ଶଶୁର ଘର ଲୋକେ ଅନେକ କଥା କହିଥାନ୍ତି ଏପରି କି ତାଙ୍କ ସ୍ୱାମୀ ଙ୍କୁ ଦ୍ୱିତୀୟ ବିବାହ କରାଇଥାନ୍ତି | କିନ୍ତୁ ବିହାର ରେ ସୀତାମାଢି ରେ ରହିଥିବା ସ୍ୱାମୀ ଏହା ର ଅପବାଦ ଅଟେ ଏଠାରେ ସେ ନପୁଂସକତାର ଶିକାର ଅଟନ୍ତି |

ସୂଚନା ଅନୁସାରେ ଆରୋପି ମହିଳା ବିହାର ର ସୀତାମାଢି ରେ ରିଗା ଥାନା ଅନ୍ତର୍ଗତ ନର୍ସମା ଗାଁ ରେ ରୁହନ୍ତି | ତାଙ୍କ ବିବାହ ର 6 ବର୍ଷ ହେଇଥିଲା କିନ୍ତୁ ତାଙ୍କ ପରିବାର ର ଲୋକେ ବିଗତ କିଛି ବର୍ଷ ହେବ ଦୁଖୀ ହେଇଯାଇଥିଲେ | ଦେଖିବାକୁ ଗଲେ ଏହି ମହିଳା ବିବାହ ପରେ ଏକ ସନ୍ତାନ ପ୍ରାପ୍ତି ନିମନ୍ତେ ଇଚ୍ଛା କରିଥିଲେ କିନ୍ତୁ ଏପରି କରିବା ରେ ସେ ଅସଫଳ ଥିଲେ ଏବଂ ଏହି ସମସ୍ୟା ର କାରଣ ହେଉଛି ତାଙ୍କ ସ୍ୱାମୀ ଙ୍କ ର ନପୁଂସକତା ର ଶିକାର |

କିନ୍ତୁ ବିଗତ ଦିନ ରେ ତାଙ୍କ ପତ୍ନୀ ଏତେ ରାଗିଯାଇଥିଲେ କି ରାଗିଯାଇ ସେ ତାଙ୍କ ସ୍ୱାମୀ ଙ୍କ ର ଗୁପ୍ତାଙ୍ଗ କୁ କାଟି ଦେଇଥିଲେ | ଘର ଲୋକେ ଯେତେବେଳେ ତାଙ୍କ ସ୍ୱମୀ ଙ୍କ ର ପାଟି ଶୁଣିଲେ ତ ସବୁ ଧାଇଁ ଆସିଥିଲେ ଓ ଦେଖିଲେ କି ତାଙ୍କ ପତ୍ନୀ ତାଙ୍କ ସ୍ୱାମୀ ଙ୍କ ର ଗୁପ୍ତାଙ୍ଗ କୁ କାଟି ଦେଇଛନ୍ତି | ସଙ୍ଗେ ସଙ୍ଗେ ମେଡିକାଲ ନିଆ ଯାଇ ଚିକିତ୍ସା କରାଯାଇଥିଲା |

ଏହି ଘଟଣା ର ଖବର ମିଳିବା ମାତ୍ରେ ପୋଲିସ ଘଟଣା ସ୍ଥଳ ରେ ପହଂଚିଥିଲେ | ଏବଂ ଘଟଣା ର ଅନୁସନ୍ଧାନ କରିଥିଲେ | ପରିବାର ବର୍ଗ ଘଟଣା ସମ୍ପର୍କ ରେ କହିବାକୁ ରାଜି ନ ଥିଲେ ଏବଂ ପୋଲିସ ନିରାଶ ହେଇ ଫେରିଥିଲା |

Share Your Views In Comments Below

comments