10ମ ଶ୍ରେଣୀର ଛାତ୍ରୀଙ୍କୁ ସାର ପ୍ରାଇଭେଟ ପାର୍ଟ ବିଷୟରେ ପଚାରିଲେ ଏମିତି ପ୍ରଶ୍ନ… ଝିଅମାନେ ବି ବହୁତ ଚାଲାକ ଥଲେ… ଦେଲେ ଏମିତି ଉତ୍ତର

ବିଗତ ଦିନ ରେ ନୂଆ ଦିଲ୍ଲୀ ରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଜାଣିବା ପରେ ଲୋକମାନେ ଆଶ୍ଚଯ୍ୟ ହେଇଯାଇଛନ୍ତି | ଏଠାରେ ଏକ ସରକାରୀ ସ୍କୁଲର ଛାତ୍ରୀ ମାନେ ଶିକ୍ଷକ ଙ୍କର କଳା କାର୍ନାମାକୁ ଧରା ପକାଇଛନ୍ତି | ଛାତ୍ରୀ ଙ୍କର ଅଭିଯୋଗ ଅନୁସାରେ ଶିକ୍ଷକ ତାଙ୍କୁ ଖରାପ ନଜରରେ ଦେଖୁଥିଲେ ଆଉ ଅଲଗା ପ୍ରକାର ଇସାରା ଦେଉଥଲେ ଏବଂ ଏହାକୁ ନେଇ ଛାତ୍ରୀମାନେ ଏକ ଚିଠି ମାଧ୍ୟମ ରେ ପ୍ରଧାନ ଗୁରୁଜୀ ଙ୍କୁ ବି ଜଣାଇଥିଲେ |

ତେବେ ଏହା କୁ ନେଇ ପ୍ରଧାନଶିକ୍ଷକ ତଦନ୍ତ ଆରମ୍ଭ କରିଦେଇଛନ୍ତି ଏବଂ ଏହି ଚିଠି ବାସ୍ତବ ରେ ତାଙ୍କ ସ୍କୁଲ ରେ 11 ଶ୍ରେଣୀ ର ଛାତ୍ରୀମାନେ ଲେଖିଛନ୍ତି କି ନାହିଁ ବି ଜାଣିବାକୁ ଚେଷ୍ଟା କରିଛନ୍ତି |କାରଣ ଆଗାମୀ ଭବିସ୍ୟତ ରେ ପିଲା ଙ୍କ ର ସୁରକ୍ଷା ବି ଦେଖିବାକୁ ପଡିବ | ହିନ୍ଦୀ ରେ ଲେଖା ଯାଇଥିବା ଚିଠି ଅନୁସାରେ ଶ୍ରେଣୀ ର ଶିକ୍ଷକ ଛାତ୍ରୀ ଙ୍କୁ ଗୁପ୍ତାଙ୍ଗ ବିଷୟ ରେ ଏପରି କିଛି ପ୍ରଶ୍ନ ପଚାରିଥାନ୍ତି ଯାହା କୁ ନେଇ ଛାତ୍ରୀମାନେ ନିଜ କୁ ଶ୍ରେଣୀଗୃହ ରେ ଅସାମଞ୍ଜୟ ମନେ କରିଥାନ୍ତି ଏବଂ ବିରୋଧ କରିବାରୁ ଶିକ୍ଷକ କହୁଛନ୍ତି ମୁ ପିଲା ଙ୍କର ଜ୍ଞାନର ପରୀକ୍ଷ ନେଉଥିଲି |

ତେବେ ଘଟଣା ଟି ପ୍ରଧାନ ଶିକ୍ଷକ ଙ୍କୁ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିଲା କାରଣ ଆଗାମୀ ବିଦ୍ୟାର୍ଥୀ ଙ୍କ ର ଭବିଷ୍ୟତ ର କଥା | ଏବଂ ପ୍ରଧାନ ଶିକ୍ଷକ ଏହା କୁ ଶିକ୍ଷ୍ୟା ବିଭାଗ କୁ ହସ୍ତାନ୍ତର କରିଛନ୍ତି |

Share Your Views In Comments Below

comments