ଛାତ୍ର କହିଲେ ପ୍ରଥମେ ଆମେ ମଦ ପିଇଲୁ, ତାପରେ ମ୍ୟାଡ଼ାମ ମୋଧୀରେ ଧୀରେ ମୋ କପଡା ଖୋଲିଲେ ଆଉ ବେଡ଼ ଉପରକୁ ନେଇ…

ଇଂଲଣ୍ଡ ରେ ଦରବିଶୱାର ର ଏକ ଅଦାଲତ ରହିଛି ଏବଂ ଏଠାରେ ପ୍ରାୟ ଦୀର୍ଘ 10 ବର୍ଷ ତଳ ର ଏକ ମାମଲା ର ଫଇସଲା ହେଇଚି | ଲାରି ସ୍ଫଳି (34) ନାମ ଜଣେ ବିବାହିତା ମହିଳା 2008 ରେ ଏକ ନାବାଳିକା ଯୁବକ ଙ୍କ ସହ ମଦ ନିଶା ରେ ସମ୍ବନ୍ଧ ରଖିଛନ୍ତି |

ଲାରି ଙ୍କ ଉପରେ ଦୁଇଜଣ ଯୁବକ ଙ୍କ ସହ ସମ୍ବନ୍ଧ ରଖିବାକୁ ନେଇ ଆରୋପ ଲାଗିଛି | 2008 ରେ ଲାରି ପ୍ରଥମେ ଯୁବକ ଙ୍କ ସହ ସମ୍ବନ୍ଧ ରଖିବା ପୂର୍ବ ରୁ ତାଙ୍କ ପ୍ରଚୁର ମଦ୍ୟପାନ କରାଇଥିଲେ | ଏବଂ ମହିଳା ଏହା ପରେ ଯୁବକ ଙ୍କୁ ନିଜ ଘର କୁ ନେଇଯାଇଥିଲେ ଏବଂ ଏହା ପରେ ନିଜ ବେଡ଼ କୁ ନେଇଯାଇଥିଲେ |

ଏହି ମାମଲା ରେ ଆରୋପି ମହିଳା ଙ୍କୁ ପୋଲିସ ପଚରା ଉଚରା କରୁଛି | କିନ୍ତୁ ତାଙ୍କ ବିରୋଧ ରେ କୌଣସି ବି ମାମଲା ରୁଜୁ ହେଇ ନାହିଁ | ଏବଂ ମାମଲା ଟି ଚିଲଡ୍ରେନ ବୋର୍ଡ କୁ ହସ୍ତାନ୍ତର କରାଯାଇଛି | କୋର୍ଟ ରେ ଶୁଣାଣି ସମୟ ରେ ଯୁବକ ଏହା କହିଥିଲେ କି ମହିଳା ପ୍ରଥମେ ତାଙ୍କୁ ମଦ ପାଇଦେଇଥିଲେ ଏବଂ ଏହା ପରେ ସେ ଆମ କିସ କରିଥିଲେ ଓ ରୁମ କୁ ନେଇ ଆମ ର କପଡା ବି କାଢି ଦେଇଥିଲେ ଏବଂ ଏହା ପରେ ଆମ ସହ ସମ୍ବନ୍ଧସ୍ଥାପନ କରିଥିଲେ | ଏହି ଯୁବକ ଉକ୍ତ ମହିଳା ଙ୍କ ଠାରୁ ରେକଡ଼ର ଶିଖନ୍ତି |

The Sun ର ରିପୋର୍ଟ ମୁତାବିକ 2008 ର ଏହି ମାମଲା ଅପରେ ଲାରି 2012 ରେ ଠାରେ ପୁଣି ଅନ୍ୟ ଜଣେ ଯୁବକ ଙ୍କ ସହ ସମ୍ବନ୍ଧ ରଖଥିଲେ | ପୋଲିସ ଘଟଣା ର ସତ୍ୟତା ସେତେବେଳେ ଜାଣିପାରିଲେ ଯେତେବେଳେ ଦ୍ୱିତୀୟ ଯୁବକ ଙ୍କ ର ଆରୋପ ଶୁଣିବାକୁ ମିଲିଥଲା | ଏହା ପରେ ସେପ୍ଟେମ୍ବର ରେ ଲାରି ଙ୍କୁ ଦଫାଇଲଡ ର Ecclesbourne ସ୍କୁଲ ରୁ ବାହାର କରାଯାଇଥିଲା | ଏବଂ କୋର୍ଟ ମହିଳା ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି କରିଛି |

Share Your Views In Comments Below

comments