ଛାତ୍ର ସହିତ ସବୁଦିନ ସମ୍ବନ୍ଧ ରଖୁଥିଲେ ମହିଳା ଶିକ୍ଷୟତ୍ରୀ, ଆଉ ଗୋଟେ ଦିନ …

ଅନେକ ସମୟ ରେ ଆପଣ ଏପରି ଅନେକ ଘଟଣା ରେ ଶୁଣିଥିବେ ସ୍କୁଲ ରେ ଛାତ୍ର ଙ୍କ ସହ ଶିକ୍ଷୟତ୍ରୀ ମାନେ ଅନେକ ଅନୈତିକ ସମ୍ବନ୍ଧ ରଖିଥାନ୍ତି | ଏହିପରି ଏକ ଆଶ୍ଚଯ୍ୟକର ମାମଲା ଦେଖିବା କୁ ଗାନ୍ଧିନଗର ରେ | ଏଠାରେ 26 ବର୍ଷୀୟ ଶ୍ରେଣୀ ଶିକ୍ଷୟତ୍ରୀ ନିଜ ର 8 ଶ୍ରେଣୀ ର ଛାତ୍ର ଙ୍କ ସହ ଅନୈତିକ ସମ୍ବନ୍ଧ ରଖୁଥିଲେ | 14 ବର୍ଷୀୟ ଯୁବକ ମହିଳା ଶିକ୍ଷୟତ୍ରୀ ଙ୍କୁ ବେଶ ଅଧିକ ପସନ୍ଦ ଆସିଥିଲେ I

ଏହି ମାମଲା ବିଷୟ ରେ 14 ବର୍ଷୀୟ ଯୁବକ ଙ୍କ ର ପିତା ଶୁକ୍ରବାର ଦିନ କଲୋକ ସିଟି ପୋଲିସ ଷ୍ଟେସନ ରେ ଅଭିଯୋଗ ଦେଇଥିଲେ | ପୋଲିସ ଷ୍ଟେସନ ରେ ଯୁବକ ଙ୍କ ର ପିତା ତାଙ୍କ ଶ୍ରେଣୀ ର ସେହି 26 ବର୍ଷୀୟ ମହିଳା ଶିକ୍ଷୟତ୍ରୀ ଙ୍କ ଉପରେଯୌନ ଶୋଷଣ ର ଆରୋପ ଆଣିଥିଲେ | ପୋଲିସ ସେହି ଶିକ୍ଷୟତ୍ରୀ ଙ୍କ ର ଘର ଯାଞ୍ଚ କରିବା ରୁ ମଧ୍ୟ ସେ ମିଳି ନ ଥିଲେ |

ପୋଲିସ ଅଧିକାରୀ ଏହା କହିଛନ୍ତି ଏପରି ମାମଲା ଖୁବ କମ ଦେଖିବା କୁ ମିଳିଥାଏ | ତେବେ ଏହି ମାମଲା ରେ ମହିଳା ଶିକ୍ଷୟତ୍ରୀ ଙ୍କୁ ନେଇ ଫେରାର ହେଇ ଯାଇଛନ୍ତି | ଘରୁ ପଳାଇଯିବା ପୂର୍ବ ରୁ ମଧ୍ୟ ଦୁହେଁ ଅନେକ ଥର ଏପରି ଅନୈତିକ ସମ୍ବନ୍ଧ ରଖିଥାନ୍ତି I 14 ବର୍ଷୀୟ ଛାତ୍ର ଙ୍କ ର ପିତା ଗାନ୍ଧିନଗର ରେ ଉଦ୍ୟୋଗ ଭବନ ରେ ସରକାରୀ କର୍ମଚାରୀ ଅଟନ୍ତି | ପୋଲିସ ଅଧିକାରୀ ଙ୍କ କହିବା ଅନୁସାରେ ଏହି ମହିଳା ଶିକ୍ଷୟତ୍ରୀ ଙ୍କ ଉପରେ ଧାରା 363 ରେ କେଶ ଦାଖିଲ ହେଇଚି |

ଛାତ୍ର ଙ୍କ ର ପିତା କହିଛନ୍ତି ଶୁକ୍ରବାର ରେ ଯେତେବେଳେ ସେ 7 ଘଟିକା ସମୟ ରେ ଘରେ ପହଂଚିଥିଲେ ତ ତାଙ୍କ ପତ୍ନୀ କହିଥିଲେ ପୁଅ ଘରେ ନାହିଁ | ସବୁ ଆଡେ ମୁ ଖୋଜି ସାରିଛି ହେଲେ କେଉଁଠାରେ ମଧ୍ୟ ପୁଅ ନାହିଁ | ପୋଲିସ ଅଧିକାରୀ ଙ୍କ କହିବା ଅନୁସାରେ ସେ ଶିକ୍ଷୟତ୍ରୀ ଓ ଉକ୍ତ ଛାତ୍ର ଉଭୟ ଙ୍କ ପାଖ ରେ ମୋବାଇଲ ଫୋନ ମଧ୍ୟ ନାହିଁ | ତେଣୁ ତାଙ୍କ ର ଲୋକେସନ ଜାଣିବା କଷ୍ଟକର ଅଟେ | ଯୁବକ ଙ୍କ ର ପିତା ଯେତେବେଳେ ସ୍କୁଲ ଯାଇ ତଦନ୍ତ କରିଥିଲେ ତ ଜାଣିବା କୁ ପାଇଥିଲେ କି ଉକ୍ତ ଶିକ୍ଷୟତ୍ରୀ ଓ ତାଙ୍କ ପୁଅ ଙ୍କ ମଧ୍ୟ ରେ ଦୀର୍ଘ ଦିନ ହେବ ଅନୈତିକ ସମ୍ବନ୍ଧ ରହିଛି |

Share Your Views In Comments Below

comments