ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଲାଗିଲା ତହସିଲଦାରଙ୍କ ଗାଡ଼ି… ପୁରା ଘଟଣା ଜାଣିଲେ ପ୍ରସଂଶା ନ କରିକି ରହିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ଗୋଟିଏ ପରେ ଶଙ୍ଖ ଚିହ୍ନ ବ୍ୟବହାର କରି ଅନୁଗୁଳ ଜିଲ୍ଲା କିଶୋରନଗର ବିଡ଼ିଓ ଚର୍ଚ୍ଚାରେ ଅନ୍ୟପଟେ କେନ୍ଦୁଝର ଜିଲ୍ଲା ତହସିଲଦାର ବି ଚର୍ଚ୍ଚାରେ ଦୁଇଜଣ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କେବଳ ଏତିକି ଫରକ୍ ଯେ ବିଡ଼ିଓ ମହାଶୟ ଦଳିତ ଚିହ୍ନ ବ୍ୟବହାର କରି ଚର୍ଚ୍ଚାରେ ତହସିଲଦାର ମହାଶୟ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସହଯୋଗ ଚର୍ଚ୍ଚାରେ ତହସିଲଦାର ମହାଶୟ ଜଣଙ୍କ ସହଯୋଗର ହାତ ନ ବଢ଼ାଇଥିଲେ ହୁଏତ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇ ଯାଇଥାନ୍ତା |

ବିଶେଷ କରି ଦଶମ ବୋର୍ଡ ପରୀକ୍ଷା ହିଁ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତ ନିର୍ଧାରଣ କରିଥାଏ ସେଇଥିପାଇଁ ଛାତ୍ରଛାତ୍ରୀମାନେ ମଧ୍ୟ ଯଥା ସମ୍ଭବ କଠିନ ପରିଶ୍ରମ କରିଥାନ୍ତି ଛାତ୍ରୀଙ୍କ ମନ ମଉଳି ଯାଇଥିଲା ଆଉ ସମସ୍ତେ ଭାବିଥିଲେ ୧୦ ବର୍ଷର ପରିଶ୍ରମ ସବୁ ପାଣିରେ ମିଶିଯିବ ଏହି ଟିକିଏ ସହଯୋଗ ତାଙ୍କ ମନରେ ଭରି ଦେଇଛି ଅସୁମାରୀ ଖୁସୀ।

କେନ୍ଦୁଝର ଜିଲ୍ଲା କୁଣ୍ଢେଇହୁତା ଗାଁର ଦଶମ ଶ୍ରେଣୀ ଛାତ୍ରୀ କପିନ ମିଶ୍ର ଦଶମ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଥିଲେ ଗତମାସ ଡିସେମ୍ବର ମାସରେ ସ୍କୁଲର ବାର୍ଷିକ ଉତ୍ସବରେ ଖେଳିବା ସମୟରେ ତାଙ୍କ ବାମଗୋଡ ଜଙ୍ଘ ଭାଙ୍ଗି ଯାଇଥିଲା ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କପିନ ଘରେ ବିଶ୍ରାମ ନେଉଥିଲେ ଆଗକୁ ମେଟ୍ରିକ୍ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଥିଲା କିନ୍ତୁ କପିନଙ୍କ ଘରଠାରୁ ବିଦ୍ୟାଳୟର ଦୂରତା ୨୦ କିଲୋମିଟର ତେଣୁ କେମିତି ପରୀକ୍ଷା ଦେବେ ବୋଲି ଚିନ୍ତାରେ ପଡ଼ି ଯାଇଥିଲେ |

ପରିବାର ଲୋକେ କିନ୍ତୁ ତେଲକୋଇ ତହସିଲଦାରଙ୍କ ଉଦ୍ୟମରେ ଅଶ୍ଵିନୀ କୁମାର ନାୟକଙ୍କ ଉଦ୍ୟମରେ କପିନ ପରୀକ୍ଷା ଦେଇ ପାରିଛନ୍ତି ତହସିଲଦାର ବ୍ୟବହାର କରୁଥିବା ଗାଡ଼ି ସେଠାରେ ଲାଗିଲା ସେଇଥିରେ ବସି କପିନ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଆଉ ପରୀକ୍ଷା ଦେଇ ବେଶ୍ ଖୁସୀ ଅଛନ୍ତି କପିନ୍ ଛାତ୍ରୀ ଜଣଙ୍କ ବୋହୁତ ଆଗକୁ ଯାଇ ପାରନ୍ତି |

କିନ୍ତୁ ସେ କେବେବି ଭୁଲି ପାରିବେ ନାହିଁ ତହସିଲଦାରଙ୍କ ସାହାଯ୍ୟ ଓ ସହଯୋଗ ଲୋକସେବା ଉଦ୍ଦେଶ୍ୟରେ ଗାଦିରେ ବସିଥିବା ଏମିତି ବୋହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ କଷ୍ଟ ଦେଖି ସେହି ପାରନ୍ତି ନାହିଁ ତାଙ୍କୁ ତୁରନ୍ତ ସହଯୋଗର ହାତ ବଢାନ୍ତି ସେମାନଙ୍କ ଭିତରେ ଜଣେ ପ୍ରଶାସନିକ ଅଧିକାରୀ ହେଉଛନ୍ତି ଅଶ୍ଵିନୀ କୁମାର ନାୟକ।

Share Your Views In Comments Below

comments