ଚତୁର୍ଥୀ ରାତିର ସେଜରେ ନେଲେ ସେଲ୍ଫି… ତାପରେ ହେଲା କିଛି ଏପରିକି ସକାଳୁ ବରର ଶବ ଓ କନିଆଁ ବେହୋସ ମିଳିଲେ …ଜାଣନ୍ତୁ ସମ୍ପୂର୍ଣ ଘଟଣା ..

କେଉଁ ସମୟ ରେ କଣ ହେବ କିଛି ବି କହିବା ସମ୍ଭବ ହେଇ ନ ଥାଏ | ହରିୟାଣା ର ଗୁଡ଼ଗାଁଓ ରେ ଏପରି ଏକ ଆଶ୍ଚଯ୍ୟକର ମାମଲା ଦେଖିବାକୁ ମିଳିଛି | ବିବାହ ପରେ 8 ଘଣ୍ଟା ବି ନ ବିତୁଣୁ ପତି ଙ୍କ ର ମୃତ୍ୟୁ ହେଇଚି | ଏବଂ ବିବାହ ର ପହିଲି ରାତି ରେ ପତି ପତ୍ନୀ ଏକ ସେଲ୍ଫି ନେଇଥିଲେ ଯାହା କି ତାଙ୍କ ର ଶେଷ ସେଲ୍ଫି ଥିଲା |

ପୁହାନ ଖଣ୍ଡ ର ଗ୍ରାମ ବାଦଲି ନିବାସୀ ମହମ୍ମଦ ସାହିଦ ଙ୍କ ର ବିବାହ ନୁହଁ ରେ ରହୁଥିବା ଜମସିଦା ଙ୍କ ସହ ହେଇଥିଲା | ଗ୍ରାମ ର ସବୁ ଲୋକେ ଏହି ନୂଆ ଯୋଡି କୁ ଅଶରିବାଦ ଦେବାକୁ ମଧ୍ୟ ଆସିଥିଲେ | ଏବଂ ଦିନ ରେ ବିବାହ ସାରି କରଣ ମହମ୍ମଦ ସାହିଦ ପତ୍ନୀ ଙ୍କୁ ନେଇ ଘର କୁ ମଧ୍ୟ ଅସିଜାଇଥିଲେ | ଏବଂ ଏକ ନୂତନ ଜୀବନ ର ଆରମ୍ଭ କରିବାକୁ ଯାଇ ସେ ରାତି ରେ ପତ୍ନୀ ଙ୍କ ସହ ଏକ ସେଲ୍ଫି ନେଇଥିଲେ କିନ୍ତୁ ସେ ଜାଣି ନ ଥିଲେ କି ଏହା ତାଙ୍କ ଜୀବନ ର ଶେଷ ସେଲ୍ଫି ଅଟେ | ସାହିଦ ଷୋମବାର ସକାଳୁ ପ୍ରାୟ 5 ଘଂଟିକା ସମୟ ଗାଧୋଇବା ପାଁଇ ଉଠିଥିଲେ |

ସେ ଗରମ ପାଣି କରିବାକୁ ଯେମିତି କି କରେଣ୍ଟ ର ସେହି ରଡ଼ କୁ ଧରିଥିଲେ କରେଣ୍ଟ ଆଘାତ ରେ ତାଙ୍କ ର ମୃତ୍ୟୁ ହେଇଥିଲା | ଏବଂ ଦୁଲହନ ତାଙ୍କ ପତି ମୃତ ଜାଣିବା ପରେ ବେହୋସ ଏବଂ ଏକ ଖୁସି ର ବାତାବରଣ ରେ ଅଚାନଙ୍କ ଶୋକ ର ଛାୟା ଖେଳିଯାଇଥିଲା |

Share Your Views In Comments Below

comments