ଛୁଟିରେ ଘରକୁ ଆସିଲେ ଯବାନ ତ ସ୍ତ୍ରୀ ହେଇଯାଇଥିଲେ ଗର୍ଭବତୀ, ତାପରେ ଯାହା ହେଲା ଜାଣିଲେ ସ୍ତବ୍ଦ ରହିଯିବ, କଣ ସେ ଠିକ କଲେ ଆପଣ କୁହନ୍ତୁ

ଦୁନିଆ ରେ ଏପରି ବି କିଛି ଘଟଣା ଘଟିଯାଇଥାଏ ଯାହା ବେଶ ଯନ୍ତ୍ରଣା ଦାୟକ ଅଟେ | ଆଜି ଆମେ ଏହିପରି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯିଏ କି ନିଜ ପତ୍ନୀ ଙ୍କ ର ହତ୍ୟା କରିଛନ୍ତି | ଏବଂ ଏହା ପରେ ସେହି ଯବାନ ବି ନିଜ ଜୀବନ ହାରିଚନ୍ତି | ମୃତକ ପ୍ରକାଶ ଙ୍କ ର ବୟସ 22 ବର୍ଷ ଅଟେ ଏବଂ ସେ ତାଙ୍କ ପତ୍ନୀ ଙ୍କୁ ଗର୍ଭବତୀ ଦେଖି ରାଗିଯାଇଥିଲେ | ସେ ଯେତେବେଳେ ଜାଣିବାକୁ ପାଇଲେ କି ତାଙ୍କ ପତ୍ନୀ 3 ମାସ ହେବ ଗର୍ଭବତୀ ଅଛନ୍ତି ତ ସେ ଆଶ୍ଚଯ୍ୟ ହେଇଯାଇଥିଲେ | ତାଙ୍କ ପତ୍ନୀ ଙ୍କ ର ନାମ ନିକିତା ଅଟେ |

ତାଙ୍କ ପତ୍ନୀ ଙ୍କ ର ଚରିତ୍ର ଉପରେ ଟନଙ୍କ ର ସନ୍ଦେହ ଥିଲା | ଏହି ଘଟଣା ଦିନ ପତିପତ୍ନୀ ଙ୍କ ମଧ୍ୟ ରେ ଖୁବ ଝଗଡା ହେଇଥିଲା ଏବଂ ଏହା ପରେ ଆକାଶ ଏକ ଟେଲିଫୋନ ତାର ରେ ନିଜ ପତ୍ନୀ ଙ୍କ ର ବେକ ଚିପି ହତ୍ୟା କରିଥିଲେ ଏବଂ ଏହା ପରେ ନିଜେ ଟ୍ରେନ ଆଗ ରେ ଡେଇଁ ମୃତ୍ୟୁବରଣ କରିଛନ୍ତି |

ତାଙ୍କ କହିବା ଅନୁସାରେ 17 ନଭେମ୍ବର ରାତି ରେ ଚଣ୍ଡେଲ ନିଶା ରେ ଥିଲେ ଏବଂ ନିଶା ରେ ହିଁ ସେ ଗାଡି ରେ ବୁଲୁଥିଲେ | ଜାଜଗିର ପାମଗଡ଼ ଥାନା ରେ ଆକାଶ ଚଣ୍ଡେଲ ଆର୍ମି ରେ ଚାକିରୀ ଆକରିଥିଲେ | ଏବଂ 3 ଦିନ ପୂର୍ବ ରୁ ହିଁ ସେ ଟନଙ୍କ ପତ୍ନୀ ଙ୍କୁ ତାଙ୍କ ବାପ ଘରୁ ନେଇ ଆସିଥିଲେ | ଏବଂ ଦୁହିଁଙ୍କ ମଧ୍ୟ ରେ କୌଣସି କଥା କୁ ନେଇ ଝଗଡା ହେଇଥିଲା |

ସେ ନିଜ ପତ୍ନୀ ଙ୍କ ର ହତ୍ୟା କରିବା ପରେ ନିଜ ଘରୁ ବାହାରୀ ଯାଇ ଷ୍ଟେସନ ରେ ପହଂଚିଥିଲେ ଓ ଷ୍ଟେସନ ର ପ୍ଲାଟ୍ଫର୍ମ ନମ୍ବର 2 ରେ ପହଂଚିଥିଲେ ଏବଂ ସେଠାରେ ଟ୍ରେନ ସମୁଖ ରେ ଜୀବନ ଦେଇଥିଲେ |

ମାରିବା ପୂର୍ବ ରୁ ସେ ଏକ ସୁସାଇଟ ନୋଟ ଲେଖିଥିଲେ | ଏବଂ ତାଙ୍କ ଲେଖିବା ଅନୁସାରେ ସେ ଟନଙ୍କ ପତ୍ନୀ ଙ୍କ ର ଇଚ୍ଛା ରେ ଆତ୍ମହତ୍ୟା କରିଛନ୍ତି ଏବଂ ତେଣୁ ସେ ପ୍ରଥମେ ନିଜ ପତ୍ନୀ ଙ୍କ ର ହତ୍ୟା କରିଲେ ଓ ଏହା ପରେ ସେ ନିଜେ ବି ମୃତ୍ୟୁବରଣ କରିଛନ୍ତି |

Share Your Views In Comments Below

comments