ନମସ୍କାର ବନ୍ଧୁଗଣ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଦେହ ବେପାର ଦେହ ବ୍ୟାପାରରେ ଲାଗିଛି ଭିଡ ସୋସିଆଲ ମିଡିଆରେ ଚାଲିଛି ଟଙ୍କା ଲେଣଦେଣ ଏମିତିକି ଭିଡିଓ ମଧ୍ୟ ଛଡ଼ା ଯାଉଛି ଇଏ ହେଉଛି ସେହି ଯୁବତୀ ଯାହାର ରେଟ୍ ହେଉଛି ଏତିକି ଇଚ୍ଛା ହେଲେ ଏହି ନମ୍ବରରେ ଫୋନ୍ ପେ କର ଏମିତି କିଛି ଖବର ଏବେ ରାଜ୍ୟ ରାଜଧାନୀ ଭୁବନେଶ୍ବରକୁ ଦୋହଲାଇ ଦେଇଛି ଦେହ ଦଲାଲଙ୍କ ପାଖକୁ ହ୍ୱାଟସ୍ଅପ୍ ମ୍ୟାସେଞ୍ଜ ଆସିଛି ସର୍ଭିସ୍ ଆଭେଲେବୁଲ୍ |
ଏହା ସହିତ ଲୋକେଶନ୍ କେତେ ଦରକାର କେତେ ଘଣ୍ଟା ପାଇଁ ନେବେ ୨ ଘଣ୍ଟା ପାଇଁ ନେଲେ ୩ ହଜାର ୩ ଘଣ୍ଟା ପାଇଁ ନେଲେ ୪ ହଜାର ଆଉ ଯଦି ରଖିବେ ୬ ହଜାର ତାପରେ ହ୍ୱାଟସ୍ଅପ୍ କୁ ଆସୁଛି ୪ଟି ଫଟୋ ଆପଣଙ୍କର ଯେଉଁ ଫଟୋ ପସନ୍ଦ ହେବ ସେହି ଫଟୋର ଠିକ୍ କରିବେ ତାପରେ ଆପଣଙ୍କୁ ଦଲାଲ୍ ଲେଖିଦେବ ରେଟ୍ ବାସ୍ ଗୋଟିଏ ନମ୍ବର୍ ଆଉ ଆପଣ ଟଙ୍କା ପଠାଇ ଦେବେ ସମୟ ଆଉ ସ୍ଥାନ ଅନୁସାରେ ଯୁବତୀ ବି ରେଡ୍ଡୀ ଆଉ ଆପଣ ସେଠି ଯାଇ ପହଞ୍ଚିବେ।
ଦର୍ଶକ ବନ୍ଧୁ ଏମିତି କିଛି ଢଙ୍ଗରେ ଚାଲିଛି ରାଜ୍ୟ ରାଜଧାନୀରେ ଦେହ ବେପାର ଆଉ ତାପରେ ଠିକଣା ସ୍ଥାନରେ ଯେତେବେଳେ ଯାଇ ଗ୍ରାହକ ପହଞ୍ଚୁଛି ଟଙ୍କା ନେଲେ ମାଡ ମାରିଲେ ଆଉ ଫେରାର ହୋଇଗଲେ ଏମିତି କିଛି ଅଭିଯୋଗ ହୋଇଛି ବର୍ତ୍ତମାନ ଆପଣ ଦେଖୁଥିବା ଏହି ଭିଡ଼ିଓଟି ହେଉଛି ଏକ ଦଲାଲର ଯିଏ ବଙ୍ଗୀୟ ଯୁବତୀମାନଙ୍କ ପାଇଁ ଗ୍ରାହକ ଯୋଗାଡ କରୁଛି ଆଉ ନିଜର ଯେତେବେଳେ ଇଚ୍ଛା ହେଉଛି ନିଜ ଭାବନାକୁ ଚରିତାର୍ଥ କରୁଛି |
ଇଏ ହେଉଛି ସେହି ସମୟରେ ଭିଜୁଆଲ ଆଉ ଏଇ ହେଉଛି ସେହି ସମୟର ଦଲାଲ ଯିଏକି ଯୁବକଙ୍କ ଠାରୁ ଟଙ୍କା ନେଉଛି ଭିଡିଓ ଦେଉଛନ୍ତି ଫଟୋ ଦେଖାଉଛନ୍ତି ମାତ୍ର ଲୋକେସନ୍ କୁ ଆସିଲା ବେଳକୁ ମାଡ ମାରି ଫେରାର ହୋଇ ଯାଉଛନ୍ତି ହଜାରେ କି ଦୁଇ ହଜାର ନୁହେଁ ୧୫ ହଜାର ଟଙ୍କା ନେଇ ମାଡ ମାରି ଫେରାର ହୋଇ ଯାଇଥିବା ଅଭିଯୋଗ ଯାଉଛି ଆଉ ସେପଟେ ଲଜ୍ୟା ଭୟରେ ମୁହଁ ଖୋଲୁ ନାହାଁନ୍ତି ଗ୍ରାହକ ଯାହା ଗଲା ଗଲା କାନ ମୁଣ୍ଡ ଆଉସିଁ ହୋଇ ଏହାଠୁ ଦୂରେଇ ରହିଲେ ହେଲା।