ବଲିଉଡ ର ଆଜିକାଲି ଅନେକ ପ୍ରକାର ର ଘଟଣା ସମ୍ପର୍କ ରେ ଆମେ ଶୁଣିବାକୁ ପାଇଥାଉ | ଯାହା କି ବେଶ ଲୋକଲୋଚନା ରେ ଚର୍ଚା ରେ ରହିଥାଏ | ତେବେ ସେହି କଳାକାର ଙ୍କ ର ଭିତିରି ଦୁନିଆ ଅନ୍ଧକାର ମୟ ଅଟେ ଏବଂ ଅନେକ ପ୍ରକାର ର ସେକ୍ସ ରିଅକେଟ ରେ ସେମାନଙ୍କ ର ସମ୍ପୁର୍କ୍ତି ରହିଥାଏ | ଏବଂ କିଛି ଯୁବତୀ ମାନେ ସାମାନ୍ୟ କିଛି ପଇସା ପାଁଇ ନିଜ ର ଇଜତ କୁ ନିଲାମୀ କରିଥାନ୍ତି | ତେବେ ଆଜି ଆମେ ଏହି ସଂକ୍ରାନ୍ତରେ ସମ୍ପର୍କତ ଥିବା କିଛି ଅଭିନେତ୍ରୀ ଙ୍କ ସମ୍ପର୍କ ରେ ଆଲୋଚନା କରିବା |
ଥରେ ପୋଲିସ କୁ ସୂଚନା ମିଳିଥିଲା କି ପଞ୍ଚତାରକା ହୋଟେଲ ରେ ସେକ୍ସ ସ୍କ୍ୟାଣ୍ଡଲ ଚାଲିଛି ବୋଲି ଏବଂ ପୋଲିସ ଏହା ର ଅନୁଧ୍ୟାନ କରିଥିଲେ | ଏବଂ ଏହି ଘଟଣା ରେ ବଲିଉଡ ର ବି କିଛି ଅଭିନେତ୍ରୀ ଙ୍କ ନାମ ସାମ୍ନାକୁ ଆସିଛି | ଏବଂ ସେ ସବୁ ବୟସ ର ଝିଅ ଙ୍କୁ ଏହି ସ୍କ୍ୟାଣ୍ଡଲ ରେ ନିୟୋଜିତ କରିଥାନ୍ତି |
ଏହି ଦୁଇ ଅଭିନେତ୍ରୀ ଙ୍କ ର ହାତ ଏତେ ଆଗକୁ ଥିଲା କି ସେମାନେ ଅନେକ ଦିନ ରୁ ଏହା ଚଳାଉଥିଲେ | ଜଣଙ୍କ ର ନାମ ଟ୍ରିଚ ଅଟେ | ହାଇଦ୍ରାବାଦ ର ପୋଲିସ ଖବର ପାଁଇ ସଂଗେ ସଂଗେ ଅନୁସଂଧାନ ଆରମ୍ଭ କରିଥିଲେ |
ଏଥିମଧ୍ୟ ଟିଭି ଜଗତର ପରିଚିତ ଅଭିନେତ୍ରୀ ଙ୍କ ର ନାମ ବି ସାମିଲ ଅଛି | ତେବେ ଏହି ଅଭିନେତ୍ରୀ ଙ୍କୁ ଗୋଆ ରେ ପୋଲିସ ଏକ ପଞ୍ଚତାରକ ହୋଟେଲ ରେ ଧରିଥିଲେ | ପୋଲିସ ସୂତ୍ରରୁ ପ୍ରକାଶ କି ଅଭିନେତ୍ରୀ ମାନେ ଏହି ବ୍ୟବସାୟ ରେ ଅଧିକ ଅର୍ଥ ଉପାର୍ଜନ କରୁଥିବା ରୁ ଏହି ରାସ୍ତା କୁ ଆପଣେଇଥିଲେ |
ଆପଣ ଜାଣି ଆଶ୍ଚଯ୍ୟ ହେବେ କି 2010 ର ସାଉଥ ର ଜଣେ ଅଭିନେତ୍ରୀ ବି ଏହି ବ୍ୟବସାୟ ରେ ଧରା ପଡ଼ିଥିଲେ | ଏବଂ ବହୁତ କଷ୍ଟ ରେ ନିଜ ଖସିଥିଲେ |
ଫିଲ୍ମ ମକଡୀ ର ଅଭିନେତ୍ରୀ ଶ୍ଵେତା ବସ୍ତୁ ପ୍ରସାଦ ଙ୍କୁ ବି ଏହି କଳାକାରନାମା ରେ ହାଇଦ୍ରାବାଦ ରୁ ଗିରଫ କରାଯାଇଥିଲା |