ଧୋନୀ ଚାହୁଁ ନ ଥିଲେ ସଚିନ ଓ ସେହବାଗ ଦଳରେ ରୁହନ୍ତୁ ବୋଲି, ବାହାର କରିବା ପାଇଁ କେଲିଥିଲେ ଏହି ମାଇଣ୍ଡ ଗେମ !

ମହେନ୍ଦ୍ର ସିଂ ଧୋନୀ ଅର୍ଥାତ ଲେଫ୍ଟନେନ କର୍ଣ୍ଣଲ ମହେନ୍ଦ୍ର ସିଂ ଧୋନି ଝାରଖଣ୍ଡ ରାଞ୍ଚି ରେ ତାଙ୍କ ପରିବାର ରୁହନ୍ତି | ଧୋନୀ ବିଗତ ଦିନ ରେ ପଦ୍ମ ଭୂଷଣ, ପଦ୍ମ ଶ୍ରୀ ଓ ରାଜୀବ ଗାନ୍ଧୀ ଖେଳ ରତ୍ନ ରେ ସଂନମାନିତ ଭାରତୀୟ କ୍ରିକେଟର ଅଟନ୍ତି | ଧୋନୀ ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ରିକେଟର ଅଟନ୍ତି |

ପୂର୍ବ ଭାରତୀୟ କ୍ୟାପଟେନ ଓ ଓପନର ବୀରେନ୍ଦ୍ର ସେହେବାଗ , ଧୋନୀ ଙ୍କ ଉପରେ ଏକ ଗମ୍ଭୀର ଆରୋପ ଆଣିଥିଲେ | ଏବଂ କହିଥିଲେ ଧୋନୀ କ୍ରିକେଟ ଟିମ ରେ ରାଜନୀତି ଖେଳିଥିଲେ | ଡ୍ରେସିଂ ରୁମ ରେ ତାଙ୍କ ର ବ୍ୟବହାର ଅଲଗା ହେଉଥିଲା ଓ ମିଡ଼ିଆ ସମୁଖ ରେ ବ୍ୟବହାର ଅଲଗା ହେଉଥିଲା | ଏବଂ ତାଙ୍କ ସମୟ ରେ ଯେଉଁ ଖେଳାଳି ବାହାରୁ ଥିଲେ ଏହା ର କାରଣ ସେମାନେ ନିଜେ ମଧ୍ୟ ଜାଣୁ ନ ଥିଲେ |

ଧୋନୀ ତାଙ୍କ କ୍ୟାପଟେନ ଥିବା ସମୟ ରେ ଏହି କଥା ର ଫାଇଦା ନେଇ ଥିଲେ ଓ ଅନେକ ଖେଳାଳି ଙ୍କୁ ଡ୍ରେସିଂ ରୁମ ରେ ବ୍ୟବହାର ମଧ୍ୟ ଖରାପ କରୁଥିଲେ | ସେହେବାଗ ଙ୍କ କହିବା ଅନୁସାରେ ଧୋନୀ ମିଡ଼ିଆ ସମୁଖ ରେ ଏକ ପ୍ରକାର ବ୍ୟବହାର କରୁଥିଲେ ଓ ଡ୍ରେସିଂ ରୁମ ରେ ଅଲଗା ପ୍ରକାର ର ବ୍ୟବହାର କରୁଥିଲେ | ସେହେବାଗ ଏହା ମଧ୍ୟ କହିଛନ୍ତି ଏହି କ୍ରିକେଟ ର ପଲିସୀ କୁ ନେଇ ସେ ସଚିନ ଏବଂ ମୋତେ ମଧ୍ୟ ଟିମ ରୁ ବାହାର କରିଥିଲେ | କାରଣ ସେ ଚାଁହୁଥଲେ ରୋହିତ ଶର୍ମା ଙ୍କୁ ସୁଯୋଗ ଦେବାକୁ | କିନ୍ତୁ ମିଡ଼ିଆ ସମୁଖ ରେ ସେ କହୁଥିଲେ କି ଖରାପ ଫିଲଡିଂ କୁ ନେଇ ସେ ଖେଳାଳି ଙ୍କୁ ଟିମ ରୁ ବାହାର କରିଥିଲେ |

ଧୋନୀ ଙ୍କ ର ଏହି ବ୍ୟବହାର କୁ ନେଇ ଧୋନୀ ବହୁତ ଦୁଖୀ ଥିଲେ | ଏହି ବିଷୟ ରେ ହିଁ ସ୍ପଷ୍ଟୀକରଣ ଦେଇଛନ୍ତି ସେହେବଗ | ଏହିପରି ସେହେବାଗ ଙ୍କୁ ବିନା କୌଣସି ସୂଚନା ରେ ଟିମ ରୁ ବାହାରେ ବସିବା କୁ ପଡୁଥିଲା |

Share Your Views In Comments Below

comments