ଧୋନିଙ୍କୁ ପଚରାଗାଲା ପାଣ୍ଡିଆ ଓ ପଂଥ ଙ୍କ ମଧ୍ୟରୁ କିଏ ଅଧିକ ଆକ୍ରମକ ଖେଳାଳି, ଧୋନିଙ୍କ ଉତ୍ତର ଶୁଣିକି ହୋଇଯିବେ ଆଶ୍ଚର୍ଯ୍ୟ …

ଏକ ପ୍ରେମ କନ୍ଫରେନ୍ସ ସମୟ ରେ ଧୋନି ଙ୍କୁ ପଚରାଯାଇଥିଲା ଭାରତୀୟ ଖେଳାଳି ଙ୍କ ମଧ୍ୟ ରେ ଋଷବ ଓ ହାର୍ଦିକ ଙ୍କ ମଧ୍ୟ ରେ କିଏ ଅଧିକ ଆକ୍ରମକ ଖେଳାଳି | ଧୋନି କହିଲେ ଏହି ପ୍ରଶ୍ନ ର ଉତ୍ତର ବହୁତ କଷ୍ଟ ଅଟେ |

କାରଣ ଏହି ଦୁଇ ଖେଳାଳି ଯୁବା ଖେଳାଳି ଓ ଦୁହେଁ ବେଶ ଭଲ ଖେଳ ପ୍ରଦର୍ଶନ କରିଥାନ୍ତି | ଦୁହେଁ ଅଲ୍ରାଉଣ୍ଡର ଖେଳାଳି ପରି ମୈଦାନ ରେ ନିଜ ର ଶକ୍ତି ପ୍ରଦର୍ଶନ କରିଥାନ୍ତି | ଦୁହେଁ ଫିଟ୍ନେସ ମାମଲା ରେ ମଧ୍ୟ ପରଫେକ୍ଟ ଅଟନ୍ତି |

ହାର୍ଦିକ ପାଣ୍ଡିଆ IPL 2019 ରେ ଖେଳିଥିବା 15 ଗୋଟି ମ୍ୟାଚ ରେ 198.95 ଷ୍ଟ୍ରାଇକ ରେଟ ରେ 386 ରନ କରିଥିଲେ | ଏହି ସମୟ ରେ ସେ 29 ଗୋଟି ଛକ୍କା ମାରିଥିଲେ | ମ୍ୟାଚରେ ହାର୍ଦିକ ଙ୍କ ର ସର୍ବାଧିକ ସ୍କୋର 91 ଥିଲା |

ଏହି ମ୍ୟାଚ ରେ 14 ଗୋଟି ଵିକେଟ ମଧ୍ୟ ନେଇଛନ୍ତି | ଯଦି ଋଷବ ପଂତ ଙ୍କ କଥା ଦେଖିବା ତେବେ ସେ ମୋଟ 16 ମ୍ୟାଚ ରେ 162 ଷ୍ଟ୍ରାଇକ ରେଟରେ 488 ରନ କରିଛନ୍ତି | ମ୍ୟାଚ ରେ ସେ ମୋଟ 26 ଗୋଟି ଛକ୍କା କରିଛନ୍ତି କିନ୍ତୁ ତାଙ୍କ ସର୍ବାଧିକ ସ୍କୋର 78 ରହିଛି |

Share Your Views In Comments Below

comments