ଦିଅରଙ୍କର ପ୍ରେମରେ ପଡିଗଲେ ଭାଉଜ, 2 ବର୍ଷ ପର୍ଯ୍ୟନ୍ତ ଲୁଚି ଲୁଚି ରଖିଲେ ସମ୍ବନ୍ଧ, ତାପରେ ଦିନେ…

ପଞ୍ଜାବ ରେ ମାଛିବଡା ଥାନା କୁମ୍ଭକାଳ ଅଧୀନ ରେ ଥିବା ଏକ ଗ୍ରାମ ରେ ଜଣେ ବିବାହିତା ନିଜ ଦିଅର ଉପରେ ଗମ୍ଭୀର ଆରୋପ ଆଣିଛନ୍ତି | ତାଙ୍କ ର ଆରୋପ ଅନୁସାରେ ତାଙ୍କ ଦିଅର ତାଙ୍କୁ ବିବାହ କରିବା ର ପ୍ରଲୋଭନ ଦେଖାଇ ତାଙ୍କ ର ଅଶ୍ଳୀଳ ଭିଡିଓ କରି ତାଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲା |

ମିଳିଥିବା ସୂଚନା ଅନୁସାରେ ମହିଳା ମନ୍ଦୀପ କୋର ଫତେହଗଡ ଜିଲ୍ଲା ରେ ରୁହନ୍ତି | ତାଙ୍କ ବିବାହ 2009 ମସିହା ରେ ଥାନା କୁମ୍ଭକଳା ରେ ଏକ ଗ୍ରାମ ରେ ହେଇଥିଲା | ତାଙ୍କ ପତି ବିଦେଶ ରେ ଚାକିରୀ କରିଥାନ୍ତି | ଏବଂ ତାଙ୍କ ର ଜଣେ ସମ୍ପର୍କୀୟ ଦିଅର ଘର କୁ ଯିବା ଆସିବା କରିଥାନ୍ତି | ତେବେ ଇତି ମଧ୍ୟ ରେ ଏହି ମହିଳା ଙ୍କ ର ତାଙ୍କ ଦିଅର ଙ୍କ ସହ ଅଣନୀତିକ ସମ୍ପର୍କ ଗଢି ଉଠିଥିଲା |ତେବେ ଏହି ସମ୍ପର୍କୀୟ ଦିଅର ତାଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ତାଙ୍କ ର କିଛି ଅଶ୍ଳୀଳ ଭିଡିଓ କୁ ରଖିଥିଲେ | ବିଗତ ଦୁଇ ବର୍ଷ ହେବ ଏହି ଦିଅର ତାଙ୍କୁ ଏପରି ଠକି ଆସୁଥିଲେ |

ଏହି ବିବାହିତା ମହିଳା ଏହି ଆରୋପ ଲଗାଇଛନ୍ତି କି ସେ ତାଙ୍କ ଦିଅର ଙ୍କ କଥା ରେ ପଡି ତାଙ୍କ ପତି ଙ୍କୁ ଛାଡପତ୍ର ଦେଇଦେଇଛନ୍ତି | କିନ୍ତୁ ଏହା ପରେ ମଧ୍ୟ ସେହି ଦିଅର ତାଙ୍କୁ ବିବାହ କରିବା କୁ ରାଜି ହେଉ ନାହାନ୍ତି | ଏବଂ ଏହି ଅଶ୍ଳୀଳ ଭିଡିଓ କୁ ନେଇ ତାଙ୍କୁ ଧମକ ଦେଇ ତାଙ୍କ ସହ ଅନେକ ଥର ଖରାପ ସମ୍ପର୍କ ମଧ୍ୟ ରଖୁଛନ୍ତି |

ବିବାହିତା ମହିଳା ଙ୍କ କହିବା ଅନୁସାରେ ତାଙ୍କ ର ଏହି ସମ୍ପର୍କିତ ଦିଅର ଅନେକ ଥର ତାଙ୍କ ଇଚ୍ଛା ବିରୁଧ ରେ ଯାଇ ତାଙ୍କ ସହ ସମ୍ପର୍କ ରଖିଛନ୍ତି | ଏବଂ ପୋଲିସ ରେ ଅଭିଯୋଗ ଦେଲେ ଜୀବନ ରେ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି | ଅଭିଯୋଗ ପାଇବା ପରେ ଲୁଧିଆନା ପୋଲିସ କମିଶନର ଏହି ଘଟଣା ର ତଦନ୍ତ ଆରମ୍ଭ କରିଦେଇଛନ୍ତି |

Share Your Views In Comments Below

comments