ବିବାହ କରିଲେ ଓଡ଼ିଆ TV ସିରିଏଲର ଏହି ଅଭିନେତ୍ରୀ, ବାହାଘର ଫୋଟୋ ଆସିଲା ସାମ୍ନାକୁ…

ଜୀ ସାର୍ଥକ ରେ ପ୍ରସରିତ ହେଉଥିବା ଦିବ୍ୟଦୃଷ୍ଟି ଧାରାବାହିକ ସାରା ଓଡିଶା ବାସୀଙ୍କ ହୃଦୟକୁ କିଣିନେଇଛି | ଏହି ଧାରାବାହିକ ରେ ଥିବା ଦିବ୍ୟ ଏବଂ ଦୃଷ୍ଟି ଦୁଇଟି ଚରିତ୍ର ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ଅଧିକାର କରିଛି | ନିକଟରେ ଖବର ଆସିଥିଲା ଯେ, ଏହି ଧାରାବାହିକରେ ଅଭିନୟ କରୁଥିବା ଦୃଷ୍ଟି ବିବାହ କରିନେଇଛନ୍ତି | ତେବେ ଆସନ୍ତୁ ଦୃଷ୍ଠିଙ୍କ ବିବାହ ଖବର କେତେ ସତ କେତେ ମିଛ ଜାଣିବା |


ବାସ୍ତବରେ ନିକଟରେ ଏହି ଧାରାବାହିକରେ ଏକ ଟୁଇଷ୍ଟ ଆସିଛି | ଯେଉଁଥିରେ ଦିବ୍ୟ ଦୃଷ୍ଟିଙ୍କୁ ଗ୍ରହଣ କରିଛନ୍ତି | ଯେଉଁଥିପାଇଁ ଧାରାବାହିକରେ ସମସ୍ତଙ୍କ ସାମ୍ନାରେ ଉଭୟଙ୍କ ବିବାହ କରାଯାଇଛି | ଯେଉଁଥିରେ ଦୃଷ୍ଟି ଜଣେ ନୂଆ ବୋହୂର ବେଶ ଧାରଣ କରିଛନ୍ତି | ତାକୁ ଦେଖି ଲୋକଙ୍କ ମନରେ ଏକ ଭୁଲ ଧାରଣା ଆସିଯାଇଛି | ସେମାନେ ଭାବୁଛନ୍ତି ଯେ, ସତରେ ଦୃଷ୍ଟି ବିବାହ କରିନେଇଛନ୍ତି | କିନ୍ତୁ ଏହା ସତ ନୁହେ |

ବାସ୍ତବରେ ଦୃଷ୍ଠିଙ୍କ ପ୍ରକୃତ ନାମ ହେଉଛି ଅନନ୍ୟା ଦାସ | ସେ ଏକ ରିଆଲିଟି ଶୋ ମାଧ୍ୟମରେ ଅଭିନୟ କରିବାର ସୁଯୋଗ ପାଇଥିଲେ | ଯାହାର ଏବେ ସେ ନିଜ ଅଭିନୟ ମାଧ୍ୟମରେ ସଦୁପଯୋଗ କରୁଛନ୍ତି |

Share Your Views In Comments Below

comments