ଦିଲ୍ଲୀର ସେହି ବଜାର ଯେଉଁଠାରେ କି ଧନୀ ଘରର ମହିଳା ମାନେ ଖୋଲାଖୋଲି ଭାବରେ ପୁଅଙ୍କୁ କିଣିଥାନ୍ତି, ଆଉ ତାପରେ ତାଙ୍କ ସହ …

ଦୁନିଆ ରେ ଆଜିକାଲି ଏପରି କିଛି ଖବର ଶୁଣିବାକୁ ମିଳୁଛି ଯାହା ଶୁଣିବା ପରେ ଆପଣ ଆଶ୍ଚଯ୍ୟ ହେଇ ରହିଯିବେ | କିଛି ଏପରି ଖବର ଯାହା ଆଜି ଆମେ ଆପଣ ଙ୍କୁ କହିବୁ | ଆପଣ ଏପରି ଅନେକ ଖବର ଯାହା କି ବେସ୍ୟା ବୃତି ଓ ରେଡି ଲାଇଟ ଏରିଆ ସମ୍ପର୍କ ରେ ଶୁଣିଥିବେ | ଯେଉଁଠାରେ କି ମହିଳା ଙ୍କ ର ଶରୀର ଦାମ ନିର୍ଧାରଣ କରାଯାଇଥାଏ କିନ୍ତୁ ଆଜି ଆମେ ମହିଳା ଙ୍କ ସମ୍ପର୍କ ରେ ନୁହେ ପୁରୁଷ ଙ୍କ ସମ୍ପର୍କ ରେ ଆଲୋଚନା କରିବାକୁ ଯାଉଛୁ |

ଏଠାରେ ପୁରୁଷ ଙ୍କ ର ଶରୀର ର ଦାମ ନିର୍ଧାରଣ ହେଇଥାଏ |

ଏହି ଘଟଣା ଟି ରାଜଧାନୀ ଦିଲ୍ଲୀ ର ସାମନାକୁ ଆସିଛି | ଦିଲ୍ଲୀ ର ପାଖାପାଖି ଅଂଚଳ ରେ କିହିଁ ପୁରୁଷ ମାନେ ଏପରି ବଜାର ରେ ଭାଗ ନେଇଥାନ୍ତି ଯେଉଁଠାରେ ତାଙ୍କ ର ଦାମ ନିର୍ଧାରଣ ହେଇଥାଏ |

10 ରୁ 4 ପର୍ଯ୍ୟନ୍ତ ଚାଲିଥାଏ କାରବାର

ଏହି କାରବାର ରାତି 10 ଟା ରୁ ଆରମ୍ଭ ହେଇ ଭୋର 4 ପର୍ଯ୍ୟନ୍ତ ଚାଲିଥାଏ , ଦିଲ୍ଲୀ ର ସରୋଜିନୀ ନଗର , ଲଜ୍ପତ ନଗର , ପାଳିକା ମାର୍କେଟ କମଳା ନଗର ମାର୍କେଟ ଆଦି ଅଂଚଳ ରେ ଏପରି ବ୍ୟବସାୟ ଚାଲିଥାଏ |

18000 ରୁ ନେଇ 15000 ପର୍ଯ୍ୟନ୍ତ ଲାଗିଥାଏ ରେଟ

ସୂଚନା ଅନୁସାରେ ଦେଖିବାକୁ ଗଲେ ଏହି ଅଂଚଳରେ ପୁରୁଷ ଙ୍କ ର ଶରୀର ର ଦାମ ଅଲଗା ଅଲଗା ନିର୍ଧାରଣ ହେଇଥାଏ |

20 ପ୍ରତିସଦ ଦେବାକୁ ପଡିଥାଏ ସେହି ସଂସ୍ଥା କୁ
ଏହି କାମ କରୁଥିବା ପ୍ରତୋକ ପୁରୁଷ ନିଜ ର 20 ପ୍ରତିସଦ ଭାଗ ସେହି କାର୍ଯ୍ୟ କୁ ବୁଝୁଥିବା ର ମୁଖ୍ୟ ବ୍ୟକ୍ତି ଙ୍କୁ ଦିଆ ଯାଇଥାଏ | ଏହି ପ୍ରକାର କାମ କୁ ବେସ୍ୟାବୃତି କୁହାଯାଇଥାଏ |

ଏହି ପରି ହେଇଥାଏ ସଉଦା
ଏହି ପରି ପୁରୁଷ ଙ୍କୁ ଜିଗୁଳୁ କୁହାଯାଇଥାଏ | ଏମାନେ ହାତ ରେ ରୁମଲ ବନ୍ଧୀକି ନିଜ ର ପରିଚୟ ସୃଷ୍ଟି କରିଥାନ୍ତି |

ବହୁତ ଦ୍ରୁତ ଗତି ରେ ଚାଲୁଚି ଏହି ବ୍ୟବସାୟ
ସୂଚନା ଅନୁସାରେ ସାରା ଭାରତ ରେ ଧୀରେ ଧୀରେ ଏହି ଜୋର ଧରିବାକୁ ଲାଗିଛି |

Share Your Views In Comments Below

comments