ଡାକ୍ତର Richa ପାଠକଙ୍କର ଚମତତ୍କାର, ତିଆରି କଲେ ଏପରି ଔଷଧ ଯାହା ପୁରା ଚନ୍ଦା ମୁଣ୍ଡରେ ବି ଉଠେଇ ଦେବ ବାଳ, ମାଗଣାରେ ଦେଉଛନ୍ତି ଔଷଧ…

ବାଳ ଝାଡ଼ିବା ଆଦି ସମସ୍ୟା ଆଜିକା ସମୟ ରେ ସାମାନ୍ୟ ହେଇଗଲାଣି | ଆଜିକାଲି ଯୁବାବସ୍ଥା ସମୟ ରେ ହିଁ ଲୋକ ଙ୍କ ର ବାଳ ଝାଡ଼ିବା ସମସ୍ୟା ଦେଖିବାକୁ ମିଳିଥାଏ | ଡାକ୍ତର ରିଚା ପାଠକ ଙ୍କ କହିବା ଅନୁସାରେ ଏହି ରିସର୍ଚ୍ଚ କରିବା ପରେ ଜଣାପଡିଛି କି ଲୋକ ଙ୍କ ର ଏହି ଚନ୍ଦାପନ ଜନିତ ସମସ୍ୟା ର ସମାଧାନ ହେଇପାରିବ |

ଏକ ରିପୋର୍ଟ ଅନୁସାରେ ସେ 550 ଜଣ ଲୋକ ଙ୍କ ଉପରେ ଏହି ଔଷଧ ବ୍ୟବହାର କରିଛନ୍ତି | ଏବଂ ଏହା ବି ମାଗଣା ବିତରଣ କରିଛନ୍ତି | ଏହି କାମ ପାଁଇ ତାଙ୍କ ର ନାମ ଗୋଲଡେନ ବୁକ ଅଫ ରେକର୍ଡ ରେ ସାମିଲ ହେଇଚି |

ଡାକ୍ତର ରିଚା ଚନ୍ଦାପନ ରୁ ରକ୍ଷ୍ୟା ପାଇବାକୁ ପ୍ରଥମ ରୁ ଯେଉଁ ଔଷଧ ପ୍ରଚଳିତ ଥିଲା ସେହି ସବୁ ଔଷଧ ର ମିଶ୍ରଣ ରେ ଏକ ଔଷଧ ବାହାର କରିଛନ୍ତି ଏହି ଔଷଧ କୁ ମୁଣ୍ଡ ରେ ଲଗାଇବା ଦ୍ୱାରା ଏକ ମାସ ମଧ୍ୟ ରେ ଲୋକ ଙ୍କ ର ଚନ୍ଦାପନ ସମସ୍ୟା ଦୂର ହେଇଥାଏ | ଦେଖିବାକୁ ଗଲେ ଏହି ଔଷଧ ଖୁବ ଶସ୍ତା ଅଟେ |

ଯଦି ଆପଣ ବି ଏହି ଔଷଧ ପାଇବାକୁ ଚାହୁଁଛନ୍ତି ତେବେ 971- 302- 1228 ଏହି ନମ୍ବର ରେ କଲ କରନ୍ତୁ | ହୋମିୟୋପଥିକ ଡାକ୍ତର ପାଠକ କିଛି ଦିନ ପୂର୍ବ ରୁ ମଧ୍ୟପ୍ରଦେଶ ର ୱିଣ୍ଡୋର ସହର ରେ କାହ୍ନ ବଟିକା ର ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ 20 ମିନିଟ ରେ ସେ 550 ଜଣ ଲୋକ ଙ୍କୁ ଏହି ଔଷଧ ବିଷୟ ରେ ପରାମର୍ଶ ଦେଇଥିଲେ ଏବଂ ଏହି କାର୍ଯ୍ୟ ପାଁଇ ତାଙ୍କ ନାମ ଗୋଲଡେନ ବୁକ ରେ ସ୍ଥାନ ପାଇଛି |

Share Your Views In Comments Below

comments