ଦୋକାନ ଭିତରୁ ଆସୁଥିଲା ଖରାପ ଶବ୍ଦ, ଯେବେ ପୋଲିସ ଯାଇକି ଭିତରେ ଦେଖିଲେ ତ ଲାଜରେ ମୁହଁ ….

ସୋସିଆଲ ମିଡ଼ିଆ ଏକ ଏପରି ମାଧ୍ୟମ ହେଇଗଲାଣି ଯାହା କି ଆଜିକାଲି କ୍ଷଣିକ ରେ ଗୋଟେ ଜାଗା ର ଖବର କୁ ଅନ୍ୟ ଜାଗା ରେ ପହଞ୍ଚାଇଥାଏ | ତେବେ ଆପଣ ଏଠାରେ ଅନେକ ଲଜ୍ୟାଜନକ ଘଟଣା ବି ଶୁଣିବାକୁ ପାଇବେ , ତେବେ ଇତି ମଧ୍ୟ ରେ ଏପରି ଲଖନଉ ର ଏକ ଘଟଣା ସାମ୍ନାକୁ ଆସିଛି | ଏଠାରେ କେନାଲ ରୋଡ଼ ରେ ଥିବା କେମିଷ୍ଟ ଦୋକାନ ରେ ଏପରି ଘଟଣା ଘଟିତ ହେଇଥିଲା , ଯାହା କୁ ଦେଖି ଲୋକେ ଆଶ୍ଚଯ୍ୟ ହେଇଯାଇଥିଲେ | ତେବେ ଏହି ଦୋକାନ ମଧ୍ୟ ରେ ଜଣେ ଯୁବକ ଓ ଜଣେ ଯୁବତୀ ଙ୍କ ର ଖରାପ ସ୍ୱାବଦ ଶୁଣିବାକୁ ମିଳିଥିଲା ଧୀରେ ଧୀରେ ଏହି ଶବ୍ଦ ବଢିଥିଲା ମଧ୍ୟ | ଏହା ପରେ ପାଖ ରେ ଥିବା ଦୋକାନୀ ମାନେ ଏହି ଘଟଣା ସମ୍ପର୍କ ରେ ପୋଲିସ ରେ ସୂଚନା ଦେଇଥିଲେ | ଏବଂ ପୋଲିସ ଯେତେବେଳେ ଆସି ଦୋକାନ ସଟର ଖୋଲିଲା ତ ଆଶ୍ଚଯ୍ୟ ହେଇଗଲା |

ତେବେ ହରଦଇ କେନାଲ ପାଖ ରେ ଏକ ରାସ୍ତା ରେ ଏକ କସମେଟିକ ଦୋକାନ ଅଛି | ଦୋକାନ ଦିନ ରେ ଖୋଲା ରହିଥାଏ କିନ୍ତୁ ସେ ଦିନ ସଟର ବନ୍ଦ ଥିଲା | କିନ୍ତୁ ଲୋକେ ଯେତେବେଳେ ଏହି ଦୋକାନ ପାଖ ଦେଇ ଯାଇଥାନ୍ତି ତ ଏପରି କିଛି ଶବ୍ଦ ଶୁଣିବାକୁ ପାଇଥାନ୍ତି | ଏହା ପରେ ଦୋକାନ ବାହାରେ ଲୋକଙ୍କ ର ଭିଡ଼ ବି ଦେଖିବାକୁ ମିଳିଥିଲା ଏବଂ ଲୋକେ ସନ୍ଦେହ କରି ପୋଲିସ କୁ ଖବର ଦେଇଥିଲେ |

ପୋଲିସ ପହଂଚିବା ବେଳ କୁ ବି ଶବ୍ଦ ସେହିପରି ଶୁଭୁଥିଲା | ଏବଂ ପୋଲିସ ଯେତେବେଳେ ଦୋକାନ ର ସଟର ଉଠାଇଲେ ତ ସେହି ଦୃଶ୍ୟ ଦେଖି ଆଶ୍ଚଯ୍ୟ ହେଇଯାଇଥିଲେ | ଦୋକାନ ଭୀତ ରେ ଜଣେ ଯୁବକ ଓ ଜଣେ ଯୁବତୀ ଆପତ୍ତିଜନକ ଅବସ୍ଥା ରେ ଥିଲେ | ପୋଲିସ ଓ ଭିଡ଼ ଦେଖିକି ସେହି ଯୁବତୀ ଡରିଯାଇଥିଲେ |

ପୋଲିସ ଉଭୟ ଙ୍କୁ ରିମାଣ୍ଡ ରେ ନେଇଯାଇଛି ଏବଂ ଏହି ଘଟଣା ସମ୍ପର୍କ ରେ ଖବର ପାଇଁ ମିଡ଼ିଆ ବି ସେହତର ପହଞ୍ଚିଥିଲା | କିନ୍ତୁ ପୋଲିସ ବାସ୍ତବ ଘଟଣା ସମ୍ପର୍କ ରେ ମିଡ଼ିଆ ରେ କିଛି ବି ଆଲୋଚନା କରି ନ ଥିଲେ | ଏବଂ ପୋଲିସ ଏହା କହିଛନ୍ତି କି ସେ ଏହି ବାବଦ ରେ ଯାଞ୍ଚ ଜାରି ରଖିଛନ୍ତି | ପୋଲିସ ଏହି ଘଟଣା ସମ୍ପର୍କ ରେ ଲୁଚାଇବାକୁ ଚେଷ୍ଟା କରିଥିଲେ କାରଣ ଯୁବତୀ ଙ୍କ ର ଇମେଜ ଖରାପ ହେଇଥାନ୍ତା|

ପୋଲିସ ବର୍ତମାନ ସନ୍ଧାନ କରୁଛି କି ଏହି ଦୋକାନ ର ବାସ୍ତବ ମାଲିକ କିଏ | ଏବଂ ଏହି ଦୋକାନ ମାଲିକ ଙ୍କ ର ଏହି ଉଭୟ ପ୍ରେମୀଯୁଗଳ ଙ୍କ ସହ କଣ ସମ୍ପର୍କ ରହିଛି |

Share Your Views In Comments Below

comments