ଦୀପାବଳି ରାତିରେ କରନ୍ତୁ ଏହି ଖାସ କାମ, ବର୍ଷ ସାରା ରହିବ ନାହିଁ ଘରେ ପଇସାର ଅଭାବ…

ଆଗାମୀ କିଛି ଦିନ ପରେ ସାରା ଦେଶ ରେ ଦୀପାବଳି ପର୍ବ ପାଳିତ ହେବ | ଦୀପାବଳି ପର୍ବ କୁ ଲୋକେ ବିଶେଷ ଆଡମ୍ବର ସହକା ରେ ପାଳନ କରିବେ | ଏହି ଦିନ ରେ ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀ ଙ୍କ ର ବିଶେଷ ପୂଜା ଅର୍ଚନା କରିବେ ସେ ମାତା ଲକ୍ଷ୍ମୀ ଙ୍କ ର କୃପା ପ୍ରାପ୍ତି କରିବେ | ଧନ ର କୌଣସି ଅଭାବ ରହିବ ନାହିଁ | ତେବେ ଆପଣ ଙ୍କୁ ଏହି ଦିନ ରେ କିଛି ଉପାୟ ଆପଣେଇବାକୁ ହେବ |

ପ୍ରଥମ କାମ
ଦୀପାବଳି ରାତି ରେ ଆପଣ ନିଜ ଛାତ ରେ ଯାଇ ଚାରି ଗୋଟି ଦୀପ ଲଗାନ୍ତୁ ଧ୍ୟାନ ରଖନ୍ତୁ ପ୍ରତୋକ ଦୀପ ର ମୁହଁ ଅଲଗା ଅଲଗା ଦିଗ କୁ ହେଇଥିବ | ଏଥିରେ ଗୋଟେ ଗୋଟେ ଧାନ ପକାଇ ଦିଅନ୍ତୁ | ଏହି ଦୀପ ଲଗାଇବା ଦ୍ୱାରା ସକାରାତ୍ମକ ଉର୍ଜା ର ସଂଚାର ହେଇଥାଏ |

ଦ୍ୱିତୀୟ କାମ
ଆପଣ ଦୀପାବଳି ରାତି ରେ ଏକ ସାମାନ୍ୟ ସିକ୍କା ନେବେ | ଏହା କୁ ମାତା ଲକ୍ଷ୍ମୀ ଙ୍କ ର ପ୍ରତିମା ତଳେ ରଖି କୁମକୁମ ଓ ଚାଉଳ ରେ ପୂଜା କରିବେ | ସାରା ରାତି ଏହି ସିକ୍କା ସେହିଠାରେ ରଖିଦିଅନ୍ତୁ | ଏବଂ ଆଗାମୀ ଦିନ ନେଇ ଆପଣ ଏହା କୁ ଆଲମାରୀ ରେ ରଖି ଦିଅନ୍ତୁ |

ଏହି ଉପାୟ ଆପଣ ମଧ୍ୟ ଦୀପାବଳି ଦିନ ରେ ଆପଣେଇ ବିଶେଷ ସୁଭତ୍ୱ ପ୍ରାପ୍ତି କରିବେ |

Share Your Views In Comments Below

comments