ନମସ୍କାର ବନ୍ଧୁଗଣ ଏତେବଡ ଘଟଣା ଘଟେଇ ଦେଲା ଏହି ଜହ୍ଲାଦ ଡ୍ରାଇଭର ଭଲକରି ଦେଖି ନିଅନ୍ତୁ ଏହି ଡ୍ରାଇଭରକୁ ଏହି ଡ୍ରାଇଭର କାଳେ ଜାଣିଶୁଣି ଦୁଇଜଣଙ୍କ ଜୀବନ ନେଇ ଯାଇଛି ନିଜ ଅପମାନର ପ୍ରତିଶୋଧ ନେବା ପାଇଁ ମାଆ ଝିଅକୁ ଟ୍ରକ୍ ଚଢାଇ ମାରି ଦେଇଛି ଏହି ଜହ୍ଲାଦ ଡ୍ରାଇଭର।
ବର୍ତ୍ତମାନ ଯାହା ବିଶେଷ ସୂତ୍ରରୁ ଖବର ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଦେବ ନିଶ୍ଚୟ ଦର୍ଶକ ବନ୍ଧୁ ଏହି ଅଭିଯୁକ୍ତ ଡ୍ରାଇଭର ଅମର ସ୍ୱାଇଁ ମନରେ ଏବେବି ଟିକେ ବି ଅନୁସୂଚନ ନାହିଁ ଟିକେ ବି ଦୁଃଖ ନାହିଁ ଟିକେ ବି ଅବଶୋଷ ନାହିଁ ନିଜେ କରିଥିବା ଭୁଲ୍ ପାଇଁ ଟିକେ ବି ଅନୁତାପ କରୁନି ଏହି ଜହ୍ଲାଦ ଡ୍ରାଇଭର ଅମର ସ୍ୱାଇଁ ଯାହାକୁ କୋର୍ଟ ଚାଲାଣ କରାଯାଇ ସାରିଛି |
ଆଉ ସଫେଇ ଦେବାକୁ ଯାଇ ଏହି ଅମର ସ୍ୱାଇଁ କହୁଛି କି ଗାଡ଼ିର ବ୍ରେକଫେଲ୍ ହୋଇଗଲା ଦୁର୍ଘଟଣା ହୋଇଗଲା ଆଉ ସୋନାଲି ଆଉ ତା ମାଆର ଜୀବନ ଚାଲିଗଲା ଏଥିରେ ମୋର କିଛି ଭୁଲ ନାହିଁ ହେଲେ ପ୍ରତ୍ୟେକ୍ଷଦର୍ଶିଙ୍କ କହିବା କଥା କିପରି ଜାଣିଶୁଣି ମନ୍ଥର ଗତିରେ ଯାଉଥିବା ସ୍କୁଟି ଉପରେ ଚଢ଼ି ଯାଇଥିଲା |
ଟ୍ରକ୍ ଆଉ ପରେ ଜାଣିବାକୁ ମିଳିଲା ଯେଉଁ ଗାଡ଼ି ସହ ପୂର୍ବରୁ ସୋନାଲି ଆଉ ତାଙ୍କ ମାଆଙ୍କର ଯୁକ୍ତିତର୍କ ହୋଇଥିଲା ଆଉ ସେହି ଗାଡ଼ି ହିଁ ସୋନାଲି ଆଉ ତାଙ୍କ ମାଆଙ୍କ ଉପରେ ଚଢ଼ି ଯାଇଥିଲା। ଦର୍ଶକ ବନ୍ଧୁ କ୍ଷଣିକ ରାଗ ପ୍ରତିଶୋଧର ନିଆଁ ଗୋଟିଏ ପରିବାରକୁ ଛାରଖାର କରିଦେଇଛି ଦୁଇଟି ଅମୂଲ୍ୟ ଜୀବନ ଅକାଳରେ ଝଡି ପଡ଼ିଛି ପୁରା ଫିଲ୍ମ ଷ୍ଟାଇଲରେ ହତ୍ୟାକାଣ୍ଡ ପୁରା ରାଜ୍ୟରେ ଆଜି ଚାଞ୍ଚଲ୍ୟ ଖେଳାଇ ଦେଇଛି |
ଆଉ ସବୁଠାରୁ ବଡ଼ କଥା ହେଉଛି ଏତେସବୁ ପରେ ବି ସେହି ଜହ୍ଲାଦ ଡ୍ରାଇଭର ଅମର ସ୍ୱାଇଁ ମୁହଁରେ ଟିକେ ବି ଅବଶୋଷ ନାହିଁ ଟିକେ ବି ଦୁଃଖ ନାହିଁ କି ଏହି ଘଟଣା ପାଇଁ ଟିକେ ବି ସେ ଅନୁତାପ କରୁନାହିଁ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ତେବେ ଦେଖିବାକୁ ବାକି ରହିଲା ଅଭିଯୁକ୍ତ ଡ୍ରାଇଭର ଅମର ସ୍ୱାଇଁ ବିରୋଧରେ କଣ ନିଆଯାଉଛି କାର୍ଯ୍ୟାନୁଷ୍ଠାନ।
ଡ୍ରାଇଭର କହିଲା ଏମିତି କଥା… ଗାଡ଼ି ବ୍ରେକଫେଲ ହେଇଗଲା ମୁଁ Kana କରିଥାନ୍ତି, ପୁରା ସତ ଶୁଣିକି ଥରି ଉଠିବେ… ବାଟରେ କାହା ସହ
