ଏ ହେଉଛନ୍ତି ଟିଭି ସରିଏଲ Ramayanaର ରାମ ଙ୍କର ପ୍ରକୃତ ସ୍ତ୍ରୀ, ଯାହାଙ୍କୁ ଦେଖିବା ପରେ ଚମକି ଯିବେ ଆପଣ ଆପଣ, ଦେଖନ୍ତୁ ..

ନମସ୍କାର ବନ୍ଧୁଗଣ, ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛୁ। ଆମର ପୋଷ୍ଟ ରେ ଆଜି ରାମାୟଣର ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତିଙ୍କ ସହ ଜଡିତ ଖବର କହିବାକୁ ଯାଉଛୁ | ଛୋଟ ପରଦାରେ ଧାର୍ମିକ ଗ୍ରନ୍ଥ ରାମାୟଣକୁ ବିଭିନ୍ନ ଢଙ୍ଗରେ ପ୍ରସାରିତ କରାଯାଇଛି | କିନ୍ତୁ ଟେଲିଭିଜନ ଦୁନିଆର ସବୁଠାରୁ ଭଲ ରାମାୟଣ ଏବଂ ସବୁଠାରୁ ଭଲ ରାମ ଚରିତ୍ର କହିଲେ ସବୁଠାରୁ ପ୍ରଥମ ଅଭିନେତା ଅରୁଣ ଗଭିଲଙ୍କ ନାମ ସମସ୍ତଙ୍କ ମୁହଁରେ ଆସିଥାଏ |

ସେହି ରାମାୟଣରେ ଥିବା ସମସ୍ତ ଚରିତ୍ରର ଅଭିନେତା ମାନଙ୍କୁ ଭୁଲି ହେବ ନାହିଁ | ଏହି ଏଭିନେତା ମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ଥିଲେ ରାମ ଚରିତ୍ର ରେ ଅଭିନୟ କରିଥିବା ଅରୁଣ ଗଭୀଲ |

ରାମଙ୍କ ବିଷୟରେ ଜାଣିବାକୁ ଯେତିକି ଲୋକ ଗ୍ରନ୍ଥ ପଢିନାହାନ୍ତି, ତା ଠାରୁ ଅଧିକ ଲୋକ ଟିଭି ରେ ଦେଖିଛନ୍ତି | ଏହି ପ୍ରଥମ ରାମାୟଣରେ ପ୍ରଥମ ରାମ ଚରିତ୍ରରେ ଅରୁଣ ଗଭୀଲ ନଜର ଆସିଥିଲେ | ସେ ସମୟରେ ଲୋକୋକମାନେ ଅରୁଣଙ୍କ ଫୋଟୋ ନିଜ ଘରେ ଲଗାଉଥିଲେ ଏବଂ ତାଙ୍କର ପୂଜା ମଧ୍ୟ କରୁଥିଲେ | ସେ ଯୁଆଡେ ଯାଉଥିଲେ ତାଙ୍କୁ ଦେଖିବା ପାଇଁ ଲୋକମାନେ ଭିଡ ଜମାଉଥିଲେ | ଏଥିରୁ ଜଣାପଡେ ଯେ ସେ ସମୟରେ ସେ କେତେ ଲୋକପ୍ରିୟତା ହାସଲ କରିଥିଲେ | ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସୁଟିଂ ସମୟରେ ଅନେକ ଲୋକ ତାଙ୍କ ପାଖକୁ ଆସି ତାଙ୍କର ଅସୁବିଧା ଗୁଡିକ ଜଣାଉଥିଲେ |

ଅରୁଣ ଗୋଭିଲ 1958 ମସିହାରେ ମେରଟରେ ଜନ୍ମଗ୍ରହଣ କରିଥିଲେ, ଅରୁଣ ଗୋଭିଲଙ୍କ ପରିବାରରେ ଅନେକ ମହାନ ଅଭିନେତା ଅଛନ୍ତି | ଅରୁଣ ଗୋବିଲଙ୍କ ଭାଇ ବିଜୟ ଗୋଭିଲଙ୍କ ପତ୍ନୀ ତବାସୁମ ନାମକ ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ।

ଅରୁଣ ଗୋବିଲଙ୍କ ପତ୍ନୀଙ୍କ ନାମ ଶ୍ରୀଲେଖା, ଅରୁଣ ଗୋଭିଲଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ | ତେବେ ଅରୁଣ ଗୋବିଲଙ୍କ ଝିଅ ବିବାହିତ ଏବଂ ତାଙ୍କ ପୁଅ ଏବେ ମଧ୍ୟ ଅଧ୍ୟୟନ କରୁଛନ୍ତି।

Share Your Views In Comments Below

comments