ନମସ୍କାର ବନ୍ଧୁଗଣ, ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛୁ। ଆମର ପୋଷ୍ଟ ରେ ଆଜି ରାମାୟଣର ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତିଙ୍କ ସହ ଜଡିତ ଖବର କହିବାକୁ ଯାଉଛୁ | ଛୋଟ ପରଦାରେ ଧାର୍ମିକ ଗ୍ରନ୍ଥ ରାମାୟଣକୁ ବିଭିନ୍ନ ଢଙ୍ଗରେ ପ୍ରସାରିତ କରାଯାଇଛି | କିନ୍ତୁ ଟେଲିଭିଜନ ଦୁନିଆର ସବୁଠାରୁ ଭଲ ରାମାୟଣ ଏବଂ ସବୁଠାରୁ ଭଲ ରାମ ଚରିତ୍ର କହିଲେ ସବୁଠାରୁ ପ୍ରଥମ ଅଭିନେତା ଅରୁଣ ଗଭିଲଙ୍କ ନାମ ସମସ୍ତଙ୍କ ମୁହଁରେ ଆସିଥାଏ |
ସେହି ରାମାୟଣରେ ଥିବା ସମସ୍ତ ଚରିତ୍ରର ଅଭିନେତା ମାନଙ୍କୁ ଭୁଲି ହେବ ନାହିଁ | ଏହି ଏଭିନେତା ମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ଥିଲେ ରାମ ଚରିତ୍ର ରେ ଅଭିନୟ କରିଥିବା ଅରୁଣ ଗଭୀଲ |
ରାମଙ୍କ ବିଷୟରେ ଜାଣିବାକୁ ଯେତିକି ଲୋକ ଗ୍ରନ୍ଥ ପଢିନାହାନ୍ତି, ତା ଠାରୁ ଅଧିକ ଲୋକ ଟିଭି ରେ ଦେଖିଛନ୍ତି | ଏହି ପ୍ରଥମ ରାମାୟଣରେ ପ୍ରଥମ ରାମ ଚରିତ୍ରରେ ଅରୁଣ ଗଭୀଲ ନଜର ଆସିଥିଲେ | ସେ ସମୟରେ ଲୋକୋକମାନେ ଅରୁଣଙ୍କ ଫୋଟୋ ନିଜ ଘରେ ଲଗାଉଥିଲେ ଏବଂ ତାଙ୍କର ପୂଜା ମଧ୍ୟ କରୁଥିଲେ | ସେ ଯୁଆଡେ ଯାଉଥିଲେ ତାଙ୍କୁ ଦେଖିବା ପାଇଁ ଲୋକମାନେ ଭିଡ ଜମାଉଥିଲେ | ଏଥିରୁ ଜଣାପଡେ ଯେ ସେ ସମୟରେ ସେ କେତେ ଲୋକପ୍ରିୟତା ହାସଲ କରିଥିଲେ | ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସୁଟିଂ ସମୟରେ ଅନେକ ଲୋକ ତାଙ୍କ ପାଖକୁ ଆସି ତାଙ୍କର ଅସୁବିଧା ଗୁଡିକ ଜଣାଉଥିଲେ |
ଅରୁଣ ଗୋଭିଲ 1958 ମସିହାରେ ମେରଟରେ ଜନ୍ମଗ୍ରହଣ କରିଥିଲେ, ଅରୁଣ ଗୋଭିଲଙ୍କ ପରିବାରରେ ଅନେକ ମହାନ ଅଭିନେତା ଅଛନ୍ତି | ଅରୁଣ ଗୋବିଲଙ୍କ ଭାଇ ବିଜୟ ଗୋଭିଲଙ୍କ ପତ୍ନୀ ତବାସୁମ ନାମକ ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ।
ଅରୁଣ ଗୋବିଲଙ୍କ ପତ୍ନୀଙ୍କ ନାମ ଶ୍ରୀଲେଖା, ଅରୁଣ ଗୋଭିଲଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ | ତେବେ ଅରୁଣ ଗୋବିଲଙ୍କ ଝିଅ ବିବାହିତ ଏବଂ ତାଙ୍କ ପୁଅ ଏବେ ମଧ୍ୟ ଅଧ୍ୟୟନ କରୁଛନ୍ତି।
ଏ ହେଉଛନ୍ତି ଟିଭି ସରିଏଲ Ramayanaର ରାମ ଙ୍କର ପ୍ରକୃତ ସ୍ତ୍ରୀ, ଯାହାଙ୍କୁ ଦେଖିବା ପରେ ଚମକି ଯିବେ ଆପଣ ଆପଣ, ଦେଖନ୍ତୁ ..
